ଉଇକିପିଡ଼ିଆ:ଉଇକିଡାଟା/ଜନ୍ମତିଥି ୧୧

ଉଇକିପିଡ଼ିଆ‌ରୁ
ଭୁବନେଶ୍ୱର ଠାରେ ଆୟୋଜିତ ଉଇକିଡାଟାର ୧୧ତମ ଜନ୍ମତିଥି ପାଳନ

୨୯ ଅକ୍ଟୋବର ୨୦୨୩ରେ ଉଇକିଡାଟାର ୧୧ ବର୍ଷ ପୂରଣ ହୋଇଥିଲା । ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ଏହାର ଜନ୍ମତିଥି ପାଳନ କରିବାକୁ ଭୁବନେଶ୍ୱରରେ ଏକ ମେଳଣ ଆୟୋଜନ କରିଥିଲା । ୨୦୧୭ ମସିହାରେ ଆସାଫ୍‌ଙ୍କ ଉଇକିଯାତ୍ରା କାର୍ଯ୍ୟକ୍ରମ ପରଠାରୁ ଓଡ଼ିଆ ଉଇକିଆଳିମାନେ ସକ୍ରିୟ ଭାବରେ ଉଇକିଡାଟାରେ ଯୋଗଦାନ କରି ଆସୁଛନ୍ତି । ସମସ୍ତଙ୍କର ଅବଦାନକୁ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଅଂଶଗ୍ରହଣ କରିଥିବା ସଦସ୍ୟଗଣ[ସମ୍ପାଦନା]

  • ଚିନ୍ମୟୀ ମିଶ୍ର
  • ଅଲିଭା ସାହୁ
  • ଜ୍ଞାନ ରଞ୍ଜନ ସାହୁ
  • ଶୈଳେଶ ପଟ୍ଟନାୟକ
  • ସଂଗ୍ରାମ କେଶରୀ ସେନାପତି

ସ୍ଥାନ[ସମ୍ପାଦନା]

  • ଉତ୍କଳ କନିକା ଗ୍ୟାଲେରିଆ, ଭୁବନେଶ୍ୱର

ଫଟୋ/ଭିଡିଓ ଗ୍ୟାଲେରୀ[ସମ୍ପାଦନା]

ପ୍ରକାଶିତ ଖବର[ସମ୍ପାଦନା]

  • "The 11th Birthday of Wikidata was celebrated in Bhubaneswar by the Odia Wikimedians User Group". Odisha Diary (in Indian English). Bhubaneswar. 30 October 2023. Archived from the original on 30 October 2023. Retrieved 30 October 2023.
  • "Odia Wikimedians User Group Celebrates 11th Birthday of Wikidata". The News Insight (in Indian English). 30 October 2023. Archived from the original on 30 October 2023. Retrieved 30 October 2023.
  • "Odia Wikimedians User Group Celebrates 11th Birthday of Wikidata in Bhubaneswar". Biswabani (in Indian English). No. Bhubaneswar. Bhubaneswar. 1 November 2023. Retrieved 4 November 2023.