ବ୍ୟବହାରକାରୀ:Snip1/ଲାଲୁ

ଉଇକିପିଡ଼ିଆ‌ରୁ

ଆପଣ ତାଙ୍କୁ ଟିଭିରେ ଅନେକ ସମୟ ଦେଖୁଥୁବେକିନ୍ତୁ ସେଷ୍ଣୁଡିଓଆସିବାକୁ ପସନ୍ଦ କରନ୍ତିନି । ଅନ୍ୟନେତାଙ୍କପରି ଧଳାପୋଷାକ ପରିଧାନ କଲେ ବିଷ୍ଟାଇଲ ତାଙ୍କର ପୁରା ଗାଉଁଲିଆ । ଅନେକ ସମୟରେ ତାଙ୍କୁ ଗୁହାଳ କିମ୍ବା ଏପରି ସାଧାରଣ ସ୍ଥାନରେ ସାକ୍ଷାତକାର ଦେଉଥବା ଦେଖୁବେ ଯାହା କି ଅନ୍ୟ କୌଣସି ନେତା ଚିନ୍ତା କରିବାକୁ ବି ପସନ୍ଦ କରିବେନି । ଆଜ୍ଞା ହଁ, ଏହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଲାଲୁଙ୍କର ଏହି ଷ୍ଟାଇଲ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁପୂର୍ବରୁ ଦେଶର ଜଣେ ଲୋକପ୍ରିୟ ନେତା କରିଥଲା । ଲାଲୁତାଙ୍କର ଏହି ସ୍ଵତନ୍ତ୍ର ଷ୍ଟାଇଲ ଯୋଗୁଁକମେଡି, ଫିଲ୍ଲା, କାର୍ତ୍ତନ, ଖେଳନା ଆଦିର ବିଷୟବସ୍ତୁ ହୋଇ ପାରିଥଲେ । ଲାଲୁଦେଶର ପ୍ରଥମ ଏପରି ନେତା ଯାହାଙ୍କୁ ଦୁର୍ନୀତି ପାଇଁ ସାଂସଦ ପଦ ହରାଇବାକୁ ପଡ଼ିଥିଲା । ଏବେ ସେ ୧୧ ବର୍ଷ ପୂର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢ଼ିପାରିବେ ନାହିଁ। କିନ୍ତୁ ତାଙ୍କର ଏହି ବନବାସ ବିହାର ରାଜନୀତିରେ ତାଙ୍କର ପ୍ରଭାବ କମ କରିପାରିନି । ବିହାରର ଗୋପାଳଗଞ୍ଜରେ ଏକ ଯାଦବ ପରିବାରରେ ଜନ୍ତି ତ ଲାଲୁ ୧୯୭୭ରେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ଛାତ୍ର ନେତାଭାବେ ଉଭା ହୋଇ ଆଜି ବି ଦେଶର ଏକ ଲୋକପ୍ରିୟ ଚେହେରା ହୋଇରହିଛନ୍ତି । ଖୁବ ସରଳ ଓ ସାଧାରଣ ବେଶଭୂଷାରେ ଦେଖାଯାଉଥବା ଲାଲୁ ବିହାରୀ ସଂସ୍କୃତି ଓ କହିବାର ଶୈଳୀକୁ ଖୁବ୍ ଚତୁରତାର ସହ ପ୍ରୟୋଗକରି ଲୋକପ୍ରିୟତା ହାସଲ କରିଥୁଲେ । ରାଜନୈତିକ କ୍ୟାରିୟରର ଆରମ୍ଭରେ ହିଁ ଲାଲୁ ଜାଣିଯାଇଥଲେ ଯେ, ତାଙ୍କର ନିପଟ ଦେଶୀ ଷ୍ଟାଇଲ ହିଁ ତାଙ୍କୁ ମିଡିଆରେ ଲୋକପ୍ରିୟ କରିପାରିବ । ଇଲେକ୍ଲୋନିକ ଗଣମାଧମର ଯୁଗମୋଦି ମିଡିଆପେଫ୍ରାଣ୍ଡଲିଓ ତାଙ୍କ ପାଖରେ ମିଡିଆକୁ ଆକର୍ଷିତ କରିପାରିବା ପରି କ୍ଷମତା ଅବା କୁହାଯାଉଛି । କିନ୍ତୁ ବହୁତ କମ୍ ଲୋକଙ୍କୁ ଜଣା ଯେ ଏହାର ବହୁ ପୂର୍ବରୁ ଲାଲୁ ମିଡିଆର କେନ୍ଦ୍ରବିନ୍ଦୁରେ ହୋଇ ରହିବାର କଳା ଜାଣିଥଲେ । ଯେତେବେଳେ ଟେଲିଭିଜନ ଦୁନିଆ ବିକଶିତ ହୋଇନଥୁଲା ସେତେବେଳେ ଶେଖର ସୁମନ, ରାଜୀବ ଶ୍ରୀବାସ୍ତବ, ସୁନୀଲ ପଲଙ୍କ ପରି କମେଡିଆନ ଲାଲୁଙ୍କ ଶୈଳୀ ଅନୁସରଣ କରି ଲୋକପ୍ରିୟତା ହାସଲ କରିଥଲେ । ଆଜି ବିକପିଲ ଶର୍ମାଙ୍କ ପରି କଳାକାର ଲାଲୁଙ୍କ ଷ୍ଟାଇଲ ଅନୁସରଣ କରୁଛନ୍ତି । ନଅ ଜଣ ସନ୍ତାନ, ରାତ୍ରୀ ଦେବୀଙ୍କ ପରି ପତ୍ନୀ, ସାଧୁଯାଦବଙ୍କ ପରିଶଳାପାଇଥବା ଲାଲୁଙ୍କ ଉପରେ ଫିଲ୍ମ ବିନିର୍ମାଣ ହୋଇସାରିଛି । ९ ९ ११, ९ ९४966ी तg|66ी ଗୋପାଳଗଞ୍ଜ ଜିଲ୍ଲାର ଫୁଲବରିଆଗାଁରେ ଯାଦବ ଘରଘରକୋଷ୍ଟ ଲୋକପ୍ରିତ୍ତେନ୍ଦ୍ର இெ2lெ CIெ ପରିବାରରେ ଲାଲୁ ଜନ୍ମ ହୋଇଥଲେ । ପ୍ରାରମ୍ଭିକ ପାଠପଢ଼ା ସେ ଗୋପାଳଗଞ୍ଜରେ କରିଥଲେ ଏବଂ କଲେଜ ପାଠପଢ଼ । ପାଇଁ ପାଟନା ଚାଲି ଯାଇଥଲେ । ପାଟନାର ବିଏନ କଲେଜରୁ ସେ ଆଇନରୁ ସ୍ନାତକ ଓ ରାଜନୀତି ଶାସ୍ତ୍ରରେ ସ୍ନାତକୋତ୍ତର କରିଥଲେ । ଲାଲୁଙ୍କର ସାତ ଜଣ ଝିଆ ଓ ୨ଟି ପୁଅ ଅଛନ୍ତି । ଲାଲୁଙ୍କ ରାଜନୈତିକ ଉତ୍ତରାଧୂକାରୀ ହେଉଛନ୍ତି ତାଙ୍କର ଦୁଇ ପୁଆ ତେଜସ୍ଵା ଯାଦବ ଓ ତେଜ ପ୍ରତାପ ଯାଦବ ଏବଂ ଝିଆ ମିଶା ଭାରତୀ । କଲେଜରୁ ହିଁ ଛାତ୍ରନେତା ଭାବେ ରାଜନୀତି ରେ କ୍ୟାରିୟର ଆରମ୍ଭ କରିଥଲେ । ଏହି ସମୟରେ ଜୟପ୍ରକାଶ ନାରାୟଣଙ୍କ ଦ୍ୱାରା ପରିଚାଳିତ ଆନ୍ଦୋଳନର ଅଂଶ ହୋଇଥଲେ । ଏହି ସମୟରେ ଜୟପ୍ରକାଶ ନାରାୟଣ, ରାଜନାରାୟଣ, କର୍ପୂରୀ ଠାକୁର ତଥା ସତ୍ୟେନ୍ଦ୍ର ନାରାୟଣ ସିହ୍ନାଙ୍କ ପରି ନେତାଙ୍କ ସହ ମିଶି ନିଜରାଜନୈତିକ ଜୀବନ ଆରମ୍ଭ କରିଥଲେ । ରାଜନୈତିକ କ୍ୟାରିୟର ୧୯୭୭ ମସିହାରେ ମାତ୍ର ୨୯ ବର୍ଷ ବୟସରେ ଲାଲୁ ସଂସଦରେ ପ୍ରଥମ ଥର ପହଞ୍ଚୁଥୁଲେ । ଏହାର 6ीG8966 ९०%l$९९९०666dg2; ଥରବିହାରର ମୁଖ୍ୟମନ୍ତ୍ରୀ ହୋଇଥଲେ । ଦ୍ବିତୀୟଥର ୧୯୯୫ ରେ ମୁଖ୍ୟମନ୍ତ୍ରୀ ହୋଇଥଲେ । ং ২৫%86 77 666 372 876 5@I¢ ରାଷ୍ଟ୍ରୀୟ ଜନତା ଦଳ ପାର୍ଟି ଗଠନ କରି ତା’ର ଅଧ୍ୟକ୍ଷ ହୋଇଥଲେ । ୮ ଥର ବିହାର ବିଧାୟକ ଅବା ଲାଲୁ 9০০866 ggণ 26 366১ এ7 676 ହୋଇଥୁଲେ । ୨୦୦୨ ରେ ଛପ୍ରା ସଂସଦୀୟ ଆସନରୁଉପନିର୍ବାଚନ ଲଢ଼ିଦ୍ବିତୀୟବାର ଲୋକସଭା ସଦସ୍ୟ ହୋଇପାରିଥଲେ । ଖେରଳମନ୍ତ୍ରୀ 9০০856 aga S77থম দণ০৭ টি ୟୁଯିଏଶାସନକାଳରେ ରେଳମନ୍ତ୍ରୀ ହୋଇଥୁବାଲାଲୁ କିଙ୍ଗୁମେକର ଭୂମିକା ೧೯ କରିଥଲେ । ତାଙ୍କରି କାର୍ଯ୍ୟକାଳରେ ହବହୁବର୍ଷହେଲାକ୍ଷତିରେ ଚାଲୁଥୁବା ରେଳସେବାକୁଲାଭରେଚଲାଇଥଲେ ଲାଲୁଙ୍କ ଏହି ବିଜନେସ୍ ଟ୍ରିକ୍ ଭାରତର ପ୍ରମୁଖ ମ୍ୟାନେଜମେଣ୍ଟ କଲେଜସହସାରାଦୁନିଆରବିଜନେସ୍ଵସ୍ତୁଲଗୁଡ଼ିକର ବିଷୟବସ୍ତୁ ହୋଇଥଲା । କିନ୍ତୁ ତା’ ପରବର୍ଷ 9০০৪56 326 7১laথG 666666 ତାଙ୍କଦଳଆରଜେଡିପରାଜିତ ହୋଇଥଲା । ଜେଲ ଓ ସଂସଦର ସଦସ୍ୟତା ହରiଇବା 9০০৫ 677থG 766666 6ম একটু ମାତ୍ର ୪ଟିଆସନମିଳଥ୍ଲା । ଫଳରେଲାଲୁଙ୍କୁ କେନ୍ଦ୍ର ସରକାରରେ ସ୍ନାନ ମିଳି ନଥୁଲା। ଲାଲୁଙ୍କୁ ବିଭିନ୍ନ ସମୟରେ ସୁରକ୍ଷାଦେଇଆସିଥୁବାଙ୍କଗ୍ରେସବିଏଥର ତାଙ୍କୁ ବଞ୍ଚାଇ ପାରିନଥୁଲା । ଦୁର୍ନୀତିଗ୍ରସ୍ତ ଜନ ପ୍ରତନଧୁଙ୍କୁ ସୁରକ୍ଷା ଦେଉଥୁବାଅଧାଦେଶତାଙ୍କୁ ଆଉ ସୁରକ୍ଷାଦେଇପାରିନଥଲା ଏବଂ ଗୋଖାଦ୍ୟଦୁର୍ନିତିରେ ଲାଲୁଙ୍କୁ ଜେଲ ଯିବା ସହ ସାଂସଦ ପଦହରାଇବାକୁ ପଡ଼ିଅଲା । ଆଡଭାନୀଙ୍କୁ ଗିରଫ ११16Q6६% ९९९०6a६6ada१6श्व ନେତା ଲାଲକୃଷ୍ଣ ଆଡ଼ଭାନୀ ରଥଯାତ୍ରାରେ ବିହାରର ସମସ୍କ୍ରିପୁରରେ ପହଞ୍ଚିବା ପରେ ତାଙ୍କୁ ଲାଲୁ ଗିରଫ କରିଥଲେ । ସେତେବେଳେ କେନ୍ଦ୍ରରେ ବିଜେପି ସମର୍ଥନରେ ୟୁନାଇଟେଡପ୍ରଣ୍ଟସରକାର ଚାଲିଥିଲା । ଲାଲୁଙ୍କ ଏହି ପଦକ୍ଷେପ ଯୋଗୁଁ ସରକାର ଭାଙ୍ଗି ଯାଇଥଲା କିନ୍ତୁ ଲାଲୁଙ୍କ ଲୋକପ୍ରିୟତା ବଢ଼ି al¢¢lि| dी66 ९ ९ ९ ९ 6ी|१९|0| দণ766 6ল এটি ৪8ণুণাং3 থ756 ବିଜୟ ହୋଇଥଲା । ୧୫ ବର୍ଷର ‘ ଜଙ୍ଗଲ ରାଜ’ ଓ ଗୋଖାଦ୍ୟ ଦୁର୍ନୀତି ବିହାରରେ ଲାଲୁ ୧୫ ବର୍ଷପର୍ଯ୍ୟନ୍ତ ରାକ୍‌କରିଥଲେ । ତାଙ୍କ କାର୍ଯ୍ୟକାଳକୁ ସମାଲୋଚକ ଜଙ୍ଗଲରାଜ ବୋଲି କୁହନ୍ତି । ଅପରାଧ, ଦୁର୍ନିତି, ଅରାଜକତା ବିହାରର ପରିଚୟ ହୋଇଗଲା । ଅପହରଣ ଓ ମୁଣ୍ଡଳାମିନର ପୂରା ଉଦ୍ଦେଶ୍ୟାଗ ରାଜ୍ୟରେ ତାଙ୍କ ସମୟରେ ଛିଡ଼ା ହୋଇଯାଇଥଲା । ବିହାରର ବହୁଚଚ୍ଚିତ ଗୋଖାଦ୍ୟଦୁର୍ନୀତିରେ ୧୯୯୭ରେ ସିବିଆଇ ଯେତେବେଳେ ତାଙ୍କ ବିରୋଧରେ ଅଭିଯୋଗପପତ୍ର ଦାଖଲ କଲେ ଲାଲୁଙ୍କୁମୁଖ୍ୟମନ୍ତ୍ରୀ ପଦରୁଟିବାକୁପଡ଼ିଲା । ତାଙ୍କୁ ପତ୍ନୀରାବ୍ରାଦେବୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇ ଦଳର ଅଧକ୍ଷ ପଦ ସମ୍ଭାଳିବାକୁ ପଡ଼ିଲା । ପାଖାପାଖୁ ୧୭ ବର୍ଷ ଚାଲିଥୁବା ଏହି ଐତିହାସିକ ମାମଲାରେ ୩ થ6 જ9 9 ૦૨ળ6ઊઊથિાદી6G|ઈ ଲାଲୁଙ୍କୁ ପାଞ୍ଚ ବର୍ଷର ଜେଲ୍ ଓ ପଚିଶ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଥଲା । ଦୁଇମାସ ଜେଲରେ ରହିବା ପରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍ ମିଳିଥୁଲା । ଏହି ଦୁଇ ମାସ ସେ ରାଞ୍ଚୁ ଜେଲରେ କାଟିଥଲେ । ନିର୍ବାଚନର ନୂଆ ନିୟମ ଅନୁଯାୟୀ ଲାଲୁ ୧୧ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେନି । ସାଂସଦ ପଦ ହରାଇଥବା ସେ ପ୍ରଥମ ନେତା ହୋଇଥୁଲେ । ନୀତିଶଙ୍କ ସହ ବନ୍ଧୁତା ବିଜେପିଠାରୁ ଅଲଗା ହୋଇଥୁବାବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚଳିତ ନିର୍ବାଚନରେ ଲାଲୁଙ୍କ ରୂପରେ ଜଣେ ବନ୍ଧୁ ମିଳି ଯାଇଛନ୍ତି । ଚଳିତ ନିର୍ବାଚନ ଦୁହେଁ ମିଶି ଲଢ଼ିବେ । ତେବେ ଏହି ଦୁଇ ଜଣ ପୂର୍ବେ ପରସ୍ପରର କଡ଼ା ସମାଲୋଚକ ଥଲେ । ଏବେବି ପରସ୍ପରକୁ ସମାଲୋଚନା କରିବାର କୌଣସି ସୁଯୋଗ ଛାଡ଼ନ୍ତି ନାହିଁ।