କୃଷ୍ଣ ଗର୍ତ୍ତ

ଉଇକିପିଡ଼ିଆ ରୁ
(ବ୍ଲାକ୍ ହୋଲ୍(black hole) ରୁ ଲେଉଟି ଆସିଛି)
Jump to navigation Jump to search

ବ୍ଲାକ୍ ହୋଲ ହେଉଚି ମହାକାଶ ସମୟର ଏକ ଅଂଚଳ ଯାହାର ମାଧ୍ୟକର୍ସଣ ଶକ୍ତି ଏତେ ଅଧିକ ଜେ ତା ମଧ୍ୟଂରୁ କୌଣସି ବି ପଦାର୍ଥ ମୁକୁଳି କି ଯାଇପାରିବ ନାହିଁ। ଏମିତିକି ବୈଦୁତିକ ତରଙ୍ଗ ଏବଂ ଆଲୋକ ମଧ୍ୟ ଏଥିରୁ ମୁକୁଳି କି ଯାଇପାରିବ ନାହିଁ।ବୈଜ୍ଞାନିକଙ୍କ ମତ ଅନୁସାରେ ଯଦି କୌଣସି ଏକ ବିଶାଳ ବସ୍ତୁ ନିଜ ମଧ୍ୟରେ ବହୁ ପରିମାଣରେ ସଙ୍କୁଚିତ ହୋଇଯାଏ ସେତେବେଳେ ଏହ ଏକ ବ୍ଲାକ୍ ହୋଲରେ ପରିଣତ ହୁଏ।ଏହି ବ୍ଲାକ୍ ହୋଲ ରା ପରିସୀମାଙ୍କୁ ଇଭେଣ୍ଟ ହରିଜନ(Event horizon) କୁହନ୍ତି। ବ୍ଲାକ୍ ହୋଲ ଭିତରେ ଯଦି କୌଣସି ବସ୍ତୁ ପ୍ରବେଶ କରେ, ତାର ସ୍ଥାୟିତ୍ୱ କିଛି ରୁହେନି।ବ୍ଲାକ୍ ହୋଲ ସାଧାରଣତଃ ଏକ କଳା ବସ୍ତୁ(Black body) ପରି କାମ କରେ। ଯେପରି କଳା ବସ୍ତୁ ସବୁ ରଙ୍ଗର ଆଲୋକକୁ ସୋସି ନିଏ ସେହିପରି ବ୍ଲାକ୍ ହୋଲ ସମସ୍ତ ବସ୍ତୁ ଏବଂ ଆଲୋକ ତରଙ୍ଗଙ୍କୁ ନିଜ ମଧ୍ୟରେ ଲୀନ କରିଦିଏ।