ମିଆଁମାର
(ବ୍ରହ୍ମଦେଶରୁ ଲେଉଟି ଆସିଛି)
Jump to navigation
Jump to search
ମ୍ୟାନମାର ଅଥବା (ବର୍ମା)ଏକ ଦକ୍ଷିଣ ଏସିଆର ଦେଶ ଅଟେ। ମ୍ୟାନମାରର ଉତ୍ତର-ପଶ୍ଚିମରେ ଭାରତ ଓ ବଙ୍ଗଳାଦେଶ, ଉତ୍ତର-ପୂର୍ବରେ ଚୀନ, ପୂର୍ବ ଏବଂ ଦକ୍ଷିଣ-ପୂର୍ବରେ ଲାଓସ ଓ ଥାଇଲାଣ୍ଡ, ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ଆଣ୍ଡାମାନ ସାଗର ଏବଂ ବଙ୍ଗୋପ ସାଗର ଅବସ୍ଥିତ। ଦକ୍ଷିଣ-ପୂର୍ବ ଏସିଆର ରାଷ୍ଟ୍ର ଗୁଡିକ ମଧ୍ୟରେ 676,578 ବର୍ଗ କିଲୋମିଟର (261,228 ବର୍ଗ ମାଇଲ) ବିଶିଷ୍ଟ ମ୍ୟାନମାରର କ୍ଷେତ୍ରଫଳ ସର୍ବାଧିକ। 2017 ଜନଗଣନା ଅନୁସାରେ ମ୍ୟାନମାରର ଜନସଂଖ୍ୟା ପାଖାପାଖି 5.4 କୋଟି ଥିଲା। ଏହାର ରାଜଧାନୀ ନେପ୍ୟୀଡ଼ ଓ ଏହାର ସବୁଠାରୁ ବଡ ସହର ୟାଙ୍ଗନ (ରେଙ୍ଗୁନ) ଅଟେ। 1997 ଠାରୁ ମ୍ୟାନମାର ଦକ୍ଷିଣପୂର୍ବ ଏସିଆ ରାଷ୍ଟ୍ର ସଂଘର (ଏସିଆନ) ଏକ ସଦସ୍ୟ ହୋଇଅଛି।
ଇତିହାସ[ସମ୍ପାଦନା]
ଭୂଗୋଳ[ସମ୍ପାଦନା]
ଧର୍ମ[ସମ୍ପାଦନା]
ପ୍ରଶାସନିକ ବିଭାଜନ[ସମ୍ପାଦନା]
ଭାଷା[ସମ୍ପାଦନା]
ଆଧାର[ସମ୍ପାଦନା]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |