ବିଶ୍ୱ ଏଡ୍‌ସ ଦିବସ

ଉଇକିପିଡ଼ିଆ‌ରୁ
(ବିଶ୍ଵ ଏଡ୍‌ସ ଦିବସରୁ ଲେଉଟି ଆସିଛି)
ନାଲି ରିବନ ଜଗତ ସାରା ଏଚ.ଆଇ.ଭି. ପଜିଟିଭ ଆକ୍ରାନ୍ତ ରୋଗୀଙ୍କୁ ସୂଚିତ କରିଥାଏ ।

ବିଶ୍ୱ ଏଡ୍‌ସ ଦିବସ, ଡିସେମ୍ବର ୧ରେ ପ୍ରତିବର୍ଷ ପାଳିତ ହୋଇଥାଏ । ଏହା ଏଡ୍‌ସ (AIDS)ର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ପାଳନ କରାଯାଇଥାଏ । ସରକାରୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଏହି ଦିନଟିକୁ ଏଡ୍‌ସ ବାବଦରେ ଭାଷଣ ଦେଇ ଜନସଚେତନତା ତିଆରି କରି ପାଳନ କରିଥାନ୍ତି । ୧୯୯୫ଠାରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଏହାକୁ ସରକାରୀ ତାଲିକାଭୁକ୍ତ କରିଥିଲେ । ବାକି ଦେଶରେ ମଧ୍ୟ ଏହି ଦିନ ଏଡ୍‌ସ ଦିବସ ପାଳନ କରାଯାଇଥାଏ ।

୧୯୮୧ରୁ ୨୦୦୭ ଭିତରେ ଏଡ୍‌ସ ଯୋଗୁଁ ୨୫ ମିଲିଅନରୁ ଅଧିକ ଲୋକ ଜୀବନ ହରାଇଛନ୍ତି ।[୧] ୨୦୦୭ ବେଳକୁ ପାଖାପାଖି ୩୩.୨ ମିଲିଅନ ଜଗତ ସାରା ଏଡ୍‌ସରେ ଆକ୍ରାନ୍ତ ହୋଇଥିଲେ ।[୨] ଏହା ଏଯାବତ ଇତିହାସରେ ସବୁଠାରୁ ଜୀବନନାଶକରି ମହାମାରୀ ଭାବରେ ଜଣା । ଅନେକ ଜନସଚେତନତା ଓ ରେଟ୍ରୋଭାଇରାଲ ବିରୋଧି ସେବା ପରେ ମଧ୍ୟ ଏଡ୍‌ସ ମହାମାରୀ ୨୦୦୭ ସୁଦ୍ଧା ୨ ମିଲିଅନରୁ ଅଧିକ ଯବାନ ହାନି କରିସାରିଲାଣି [୩] ଯାହା ଭିତରୁ ୨୭୦,୦୦୦ ଜଣ ଶିଶୁ ମଧ୍ୟ ଅଛନ୍ତି ।[୪]

ଇତିହାସ[ସମ୍ପାଦନା]

ବିଷୟବସ୍ତୁ ବାଛିବା[ସମ୍ପାଦନା]

ବିଶ୍ୱ ଏଡ୍‌ସ ଦିବସ ବିଷୟବସ୍ତୁ, ୧୯୮୮-ଏବେ ଯାଏଁ[ସମ୍ପାଦନା]

ଏଡ୍‌ସ ସଚେତନତା ମାସ[ସମ୍ପାଦନା]

ନାନାଦି ସରକାରୀ ଓ ସଙ୍ଗଠନମାନ ଅଲଗା ଅଲଗା ମାସକୁ 'ଏଡ୍‌ସ ସଚେତନତା ମାସ ଭାବରେ ପାଳନ କରିଥାନ୍ତି । ଅକ୍ଟୋବର ଓ ଡିସେମ୍ବର ମାସରେ ମୁଖ୍ୟତ ଏହା ପାଳନ କରାଯାଏ । ଡିସେମ୍ବରରେ ବିଶ୍ୱ ଏଡ୍‌ସ ଦିବସ ପଡୁଥିବାରୁ ଏହାକୁ ଅଧିକାଂଶ ଦେଶରେ ପାଳନ କରାଯାଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]