"ଟୁଇଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Regular Character Changes
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି: ୧ କ ଧାଡ଼ି:
{{ଛୋଟ|Twitter}}
{{Infobox dot-com company
| name = Twitter, Inc.
| logo = [[ଫା]]
| company_type = [[Public company|Public]]
| traded_as = {{NYSE|TWTR}}
| foundation = {{Start date and age|2006|03|21}}
| founder = [[Jack Dorsey]], [[Noah Glass]], [[Biz Stone]], [[Evan Williams (Internet entrepreneur)|Evan Williams]]
| location_city = [[San Francisco]], [[California]]
| location_country = United States<ref>{{cite web|url=https://about.twitter.com/company|title=About Twitter, Inc.}}</ref>
| area_served = Worldwide
| chairman = [[Omid Kordestani]]
| CEO = [[Jack Dorsey]]
| industry = [[Internet]]
| revenue = {{Increase}} US$1.4 billion (2014)<ref>{{Cite news| author=
Jeremy Quittner | title=Twitter Balance Sheet | date=October 3, 2013 | url=https://www.google.com/finance?q=NYSE%3ATWTR&fstype=ii&ei=qzRgU8CuL4mSqwHgRg | publisher =Google | accessdate = November 14, 2013}}</ref>
| num_employees = 3,900 (2015)<ref>{{cite web |accessdate=May 2, 2014 |url=https://about.twitter.com/company |title=Twitter Company Info |publisher=Twitter |date=February 6, 2015 }}</ref>
| subsid = [[Vine (software)|Vine]]
| url = {{URL|https://twitter.com}}
| programming_language = [[Java (programming language)|Java]],<ref name="infoq-jvm"/><ref name="Twitter coding"/> [[Ruby (programming language)|Ruby]],<ref name="infoq-jvm"/> [[Scala (programming language)|Scala]],<ref name="infoq-jvm"/> [[JavaScript]]<ref name="infoq-jvm">{{cite web |first=Charles |last=Humble |title=Twitter Shifting More Code to JVM, Citing Performance and Encapsulation As Primary Drivers |date=July 4, 2011 |work=InfoQ |accessdate=January 15, 2013 |url=http://www.infoq.com/articles/twitter-java-use}}</ref>
| alexa = {{Steady}} 9 ({{as of|2015|12|12|alt=December 2015}})<ref>{{cite web|url= http://www.alexa.com/siteinfo/twitter.com |title= Twitter.com Site Info | publisher= [[Alexa Internet]] |accessdate= December 12, 2015 }}</ref>
| website_type = [[Social network service]]
| num_users = 302 million active (May 2015)<ref name=twitterearnings>{{cite web |accessdate=May 2, 2015 |url=http://www.benzinga.com/news/earnings/15/04/5452400/twitter-mau-were-302m-for-q1-up-18-yoy |title=Twitter MAU Were 302M For Q1, Up 18% YoY - Twitter (NYSE:TWTR) &#124; Benzinga] |publisher=|date=April 28, 2015 }}</ref>
| language = [[Multilingualism|Multilingual]]
| registration = Required to post, follow, or be followed
| launch_date = {{Start date|2006|07|15}}
| current_status = Active
| commercial? = Yes
| screenshot = Twitter homepage.png
| caption = Twitter's homepage as of August 2015 (only in select countries)
}}

'''ଟୁଇଟର''' ({{IPAc-en|ˈ|t|w|ɪ|t|ər}}) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-[[ଅକ୍ଷର]] ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ '''"ଟୁଇଟ୍"''' ବୋଲି କୁହାଯାଏ ।

ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୁଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି<ref>[http://support.twitter.com/groups/34-apps-sms-and-mobile/topics/153-twitter-via-sms/articles/14014-twitter-via-sms-faq# "Twitter via SMS FAQ"] Retrieved April 13, 2012.</ref> । Twitter Inc. ଏକ ସାନ଼୍ ଫ୍ରନ୍ସିସ୍କୋ ସ୍ଥିତ କମ୍ପନି ଯାହର ୨୫ରୁ ଉର୍ଧ କାର୍ୟାଳଯ୍ ରହିଅଛି<ref>[https://about.twitter.com/company "About Twitter"] Retrieved April 24, 2014.</ref> ।

ମର୍ଚ୍ ୨୦୦୬ରେ [[ଜ୍ୟାକ୍ ଡୋର୍ସେ]], [[ଇଭାନ୍ ଉଇଲିୟମ୍]], [[ବିଜ୍ ସ୍ଟୋନ୍]] ପ୍ରଥମ ଥର ପାଇଁ ଟୁଇଟର ତିଆରି କରିଥିଲେ ଏବଂ ଜୁଲାଇ ୨୦୦୬ରେ ଏହର ସେବା ଅରମ୍ଭ୍ ହୋଇଥିଲା ।
==ଇତିହାସ==
==ଇତିହାସ==
===ସୃଷ୍ଟି===
===ସୃଷ୍ଟି===

୦୯:୫୧, ୧ ଅକ୍ଟୋବର ୨୦୧୯ ଅନୁସାରେ କରାଯାଇଥିବା ବଦଳ

ଇତିହାସ

ସୃଷ୍ଟି

A blueprint sketch, c. 2006, by Jack Dorsey, envisioning an SMS-based social network.

ଟୁଇଟରର ସୃଷ୍ଟି ଏକ ଦିନିକିଆ ସଭାରେ (ଯାହା ଏକ Podcasting କମ୍ପାନି Odeo. Jack Dorseyଦ୍ୱାରା ହୋଇଥିଲା) ହୋଇଥିଲା । ଏହାପରେ ନିଉୟର୍କ ସିଟି ୟୁନିଭରସିଟିର ଜଣେ ଛାତ୍ର ଏକ ଚିନ୍ତାଧାରା ପରିବେଷଣ କରିଥିଲେ, ଯେଉଁଥିରେ ଲୋକମାନେ ସର୍ଟ ମେସେଜିଙ୍ଗ ସେବାଦ୍ୱାରା ଏକାସଙ୍ଗରେ ଏକାଧିକ ଲୋକଙ୍କସହ ଭାବର ଆଦାନ ପ୍ରଦାନ କରି ପାରିବେ[୧][୨] । ଏହି ପ୍ରୋଜେକ୍ଟର ଅନ୍ୟନାମ ଥିଲା "Twttr"[୩] । ଏହି ପ୍ରୋଜେକ୍ଟ ଆରମ୍ଭ ହେବାର ୬ ମାସ ପର୍ଯ୍ୟନ୍ତ twitter.com ଡୋମେନଟି ଉପଲବ୍ଧ ନଥିଲା । ଏହା ଉପଲବ୍ଧ ହେବାପରେ ଏହାକୁ କିଣି ଟୁଇଟର ସେବାର ନାମ ପରିବର୍ତ୍ତନ କରାଯାଇଥିଲା ।[୪]

ବିସ୍ତାର

୨୦୦୭ରେ ଟୁଇଟରର ବ୍ୟାପକ ବୃଦ୍ଧି ହୋଇଥିଲା । ଏବେ ଟୁଇଟରରେ ଦୈନିକ ୫୦ ଲକ୍ଷରୁ ଅଧିକ ଟୁଇଟ ହେଉଛି । ମାର୍ଚ୍ଚ ୨୦୧୦ରେ ଟୁଇଟରରେ ସମୁଦାୟ ୭୦୦୦୦ରୁ ଅଧିକ ରେଜିଷ୍ଟର ହୋଇଥିବା ବ୍ୟବହାରକରି ଅଛନ୍ତି । ଜୁନ ୨୦୧୦ ସୁଦ୍ଧା ଟୁଇଟରରେ ଦୈନିକ ବ୍ୟବହାର ବଢ଼ି ୬୫ ଲକ୍ଷ୍ୟ ଟୁଇଟ୍ସରେ ପହଞ୍ଚିଥିଲା ।

ନେତୃତ୍ୱ

ସିଇଓ ଭାବରେ ଡୋରସେ କମ୍ପାନୀର ଅଭିବୃଦ୍ଧି ପାଇଁ ଭେଞ୍ଚର କ୍ୟାପିଟାଲ ଠାରୁ ଦୁଇଥର ଫଣ୍ଡିଙ୍ଗ ଆଣିଥିଲେ । ଯେ କି ଟୁଇଟରକୁ ବହୁତ ସାହାଯ୍ୟ କରିଆସିଛନ୍ତି । ଅକ୍ଟୋବର ୧୬, ୨୦୦୮ରେ ଉଇଲିୟମ୍ ସିଇଓର ସ୍ଥାନଟି ଗ୍ରହଣ କରି ଥିଲେ । ଏବଂ ଡୋରସେ କଂପାନୀର ଚେୟାରମ୍ୟାନଙ୍କ ଆସନଟି ଗ୍ରହଣ କରିଥିଲେ ।

ବ୍ୟବହାର

ଟେକ୍ନୋଲୋଜି

ସାମାଜିକ ମୂଲ୍ୟ

ଦୁରଦର୍ଶନ ଏବଂ ଟୁଇଟର

ଆଧାର

  1. Miller, Claire Cain (October 30, 2010). "Why Twitter's C.E.O. Demoted Himself". The New York Times. Retrieved October 31, 2010.
  2. "Co-founder of Twitter receives key to St. Louis with 140 character proclamation". ksdk.com. KSDK. September 19, 2009. Retrieved September 29, 2009. After high school in St. Louis and some time at the University of Missouri-Rolla, Jack headed east to New York University.
  3. Williams, Evan (April 13, 2011). "It's true..." Twitter. Retrieved April 26, 2011.
  4. "Buy a vowel? How Twttr became Twitter". CNNMoney. November 23, 2010. Retrieved June 9, 2015.