Jump to content

କୋଇଲି

ଉଇକିପିଡ଼ିଆ‌ରୁ
୧୭:୦୮, ୯ ଜୁଲାଇ ୨୦୧୨ ବେଳେ Aditya Mahar (ଆଲୋଚନା | ଅବଦାନ) ("thumb|Asian Koel (Male) I IMG 8190 କୋଇଲି ଏକ ପ୍ରକାର ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Asian Koel (Male) I IMG 8190

କୋଇଲି ଏକ ପ୍ରକାର ପକ୍ଷୀ ı ପ୍ରାଣୀବିଜ୍ଞାନରେ ଏହାର ନାମ ୟୁଡିନାମିସ୍ ସ୍କୋଲୋସ୍ନାସିଆ ıଏହି ପକ୍ଷୀ ସାଧାରଣତଃ ଭାରତରେ ବହୁଳ ଭାବରେ ଦେଖାଯାଆନ୍ତି ıକୋଇଲିର ଆକାର ୩୯ରୁ ୪୬ ସେ.ମି ଓ ରଙ୍ଗ କଳା ıଏହାର ଲାଞ୍ଜ ଲମ୍ବା ହେଇଥିବା ବେଳେ ପରରେ ସାମାନ୍ୟ ଚିନ୍ହ ରହିଥିବା ଦେଖିବାକୁ ମିଳେ ıଥଣ୍ଟ ଛୋଟ ଓ ମୁନିଆଯୁକ୍ତ ıଅଣ୍ଡିରା ପକ୍ଷୀଙ୍କ ଆକାର ସମ୍ପୂର୍ଣ୍ଣ କଳାହେଇଥିବା ବେଳେ ଥଣ୍ଟ ହଳଦିଆ ଓ ସବୁଜ ମିଶା ıମାଈ ପକ୍ଷୀ ଗାଢ ଧୂସର ı ଏ ମାନଙ୍କ ଶରୀରରେ ଧଳା ଚିନ୍ହ ଦେଖିବାକୁ ମିଳେ ıମାଈ ପକ୍ଷୀଙ୍କର ଥଣ୍ଟ ସବୁଜ ଓ ଆଖି ଲାଲ ıଅଣ୍ଡିରା ପକ୍ଷୀଙ୍କ ଠାରୁ ମାଈ ପକ୍ଷୀ ସାମାନ୍ୟ ଛୋଟ ıଏମାନେ ଅଧିକ ଉଚ୍ଚ ଗଛରେ ବସା ବାନ୍ଧି ରହିଥାନ୍ତି ıଏମାନେ ମାଂସାଶୀ ı