Jump to content

ସାରଦା ମୁଖାର୍ଜୀ

ଉଇକିପିଡ଼ିଆ‌ରୁ
୨୩:୪୨, ୨୭ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sharda Mukherjee") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସାରଦା ମୁଖାର୍ଜୀ (ଜନ୍ମ ୨୪  ଫେବ୍ରୁଆରି ୧୯୧୯ , ମୁମ୍ବାଇ []) ଜଣେ ମହିଳା ରାଜନୀତିଜ୍ଞ ଥିଲେ ଓ ସେ ମହାରାଷ୍ଟ୍ର ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବିବାହ ପୂର୍ବ ନାମ ସାରଦା ପଣ୍ଡିତ ଥିଲା ଓ ସେ ଗୁଜୁରାଟଆନ୍ଧ୍ରପ୍ରଦେଶ ର ରାଜ୍ୟପାଳ ଭାବରେ 1987 ମସିହା ରୁ 1983 ମସିହା ଯାଏ ରହିଥିଲେ । ସେ ଏୟାର ଚିଫ ମାର୍ଶଲ ସୁବ୍ରତ ମୁଖାର୍ଜୀ ଙ୍କୁ ୧୯୩୭  ବିବାହ କରିଥିଲେ ।  ତାଙ୍କର ଜଣେ  ପୁତ୍ର  ଅଛନ୍ତି । 

ସାରଦା ମହାରାଷ୍ଟ୍ରରତ୍ନଗିରି ଲୋକ ସଭା ମଣ୍ଡଳୀ ରୁ ତୃତୀୟ ଓ ଚତୁର୍ଥ ଲୋକ ସଭା କୁ ନିର୍ବାଚିତ ହେଇଥିଲେ । []

References

  1. {{cite web}}: Empty citation (help)
  2. {{cite web}}: Empty citation (help)

ବାହ୍ୟ ସଂଯୋଗ