ଅଶ୍ୱିନୀ ଆକୁଞ୍ଜି
ଅଶ୍ଵିନୀ ଚିଦାନନ୍ଦ ସେତ୍ତି ଆକୁଞ୍ଜି , (ଜନ୍ମ ୭ ଅକ୍ଟୋବର ୧୯୮୭ ) ଜଣେ ଭାରତୀୟ ମହିଳା ଆଥଲେଟ । ସେ ୪୦୦ ମିଟର ଦୌଡ ରେଭାରତ ଓ ବିଦେଶ ରେ ଅନେକ ପ୍ରତିଯୋଗୀତା ରେ ଭାଗ ନେଇ ପଦକ ପ୍ରାପ୍ତ ହେଇଛନ୍ତି । ତାଙ୍କର ଜନ୍ମ ଉଡୁପୀ ଠାରେ ହେଇଥିଲା ।
କ୍ରିଡା ଅବଦାନ
୨୦୧୦ ମସିହା କମନୱେଲ୍ଥ ଗେମ ରେ ସେ ୪୦୦ ମିଟର ଦୌଡ ରେ ସ୍ଵର୍ଣ ପଦକ ପ୍ରାପ୍ତ ହେଇଥିଲେ ।[୧] ୨୦୧୦ ମସିହା ର ଏସୀୟ କ୍ରିଡା ରେ ମଧ୍ୟ ସେ ମନଜିତ କୌର , ମନଦୀପ କୌର ଓ ସୈନି ଜୋସ [୨]ଙ୍କ ସହ ଦୌଡି ୪x୪୦୦ ମିଟର ରେଲେ ରେସ ରେ ସ୍ଵର୍ଣ ପଦକ ଜିତିଥିଲେ ।ଚୀନ ଦେଶ ରେ ଅନୁଷ୍ଠିତ ସେହି କ୍ରିଡା ରେ ସେ ବ୍ୟକ୍ତିଗତ ଭାବରେ ୪୦୦ ମିଟର ମହିଳା ହର୍ଦଳସ ବିଭାଗ ରେ ମଧ୍ୟ ସ୍ଵର୍ଣ ପଦକ ପ୍ରାପ୍ତ ହେଇଥିଲେ । [୩]
ସଂକ୍ଷିପ୍ତ ଜୀବନୀ
କର୍ଣାଟକ ରାଜ୍ୟ ର ଉଡୁପୀ ଜିଲ୍ଲା ର ସିଦ୍ଦାପୁରା ଗ୍ରାମ ରେ ଅଶ୍ଵିନୀ ଙ୍କ ଜନ୍ମ ହେଇଥିଲା । ତାଙ୍କର ପିତା ଚିଦାନନ୍ଦ ସେତ୍ତି ଓ ମାଁ ଯଶୋଦା ସେତ୍ତି [୪][୫]ଟୁଲୁ ଭାଷା ର ପରିବାର ରୁ ଆସିଥିଲେ । ତାଙ୍କ [ଆରିବାର ରେ ଅନେକ ଆଥଲେଟ [୬]ରାଜ୍ୟ ଓ ଦେଶ ପାଇଁ ପ୍ରତିନିଧିତ୍ଵ କରିଆସିଛନ୍ତି । କୃଶକ ପରବାର[୭] ର ଅଶ୍ଵନୀ ଏପରିକି ତାଙ୍କ ବଡ ଭାଇ ଓ ଭଉଣୀ[୮] ଙ୍କ ସହ ମିଶି ସେଠାରେ ୫ ଏକର ବିଶିଷ୍ଟ ଏକ ଆରେକା ବାଦାମ ର ଫାର୍ମ କରିଛନ୍ତି । ପୂର୍ବରୁ ଭାରତୀୟ ରେଳ ବିଭାଗ ରେ କରମରତ ଥିବା ଅଶ୍ଵିନୀ ବର୍ତମାନ ପଞ୍ଜାବ ରାଜ୍ୟ ର ପାଟିଆଲା ଠାରେ କର୍ପୋରେସନ ବାଙ୍କ ରେ କାର୍ଯ୍ୟ ମଧ୍ୟ କରୁଛନ୍ତି । .[୯]
ନିଶା ଦ୍ରବ୍ୟ ସେବନ ପାଇଁ ନିଲମ୍ବନ
ଜୁଲାଇ ୨୦୧୧ ରେ ଜାପାନ ଠାରେ ହେବାକୁ ଥିବା ଏସିଯା ଆଥଲେଟିକ ଚମପିଅନଶିପ ର ଅବ୍ୟବହିତ ଅଉର୍ବାରୁ ତାଙ୍କ ରକ୍ତ ନମୁନା ରେ ନିଷିଦ୍ଧ ଶକ୍ତିବର୍ଦ୍ଧକ ଔଷଧ [୧୦]ମିଳିଥିବାର ଜଣାପଡିୟହିଲା । ତେଣୁ ତାଙ୍କୁ ୧ ବର୍ଷ[୧୧] ପାଇଁ ବାସନ୍ଦ କରାଯାଇଥିଲା । ପରେ ଆନ୍ତର୍ଜାତିକ ଡୋପିଂ କର୍ତୁପକ୍ଷୀ ତାଙ୍କୁ ୫ ବର୍ଷ ପାଇଁ ବାସନ୍ଦ କରିଥିଲେ ଓ ତାହା ତାଙ୍କର କ୍ରିଡା ଜୀବନ ରେ ଅକାଳ ଜବନିକା ପକାଇଥିଲା । .[୧୨]
ପୁରସ୍କାର ଓ ସମ୍ମାନ
କର୍ଣାଟକ ସରକାର ତାଙ୍କୁ ୧ ଲକ୍ଷ୍ ମୁଦ୍ରା ସହ ଏକ ସ୍ଵର୍ଣ ପଦକ ଓ ବାଙ୍ଗାଲୋର[୧୩] ଠାରେ ଏକ ବାସ ଗୃହ ପ୍ରଦାନ କରିଥିଲେ । ଭାରତୀୟ ରେଳବାଇ ମଧ୍ୟ ତାଙ୍କୁ ସ୍ଵର୍ଣ ପଦକ ସହ ଅନେକ ଥର ପୁରସ୍କୃତ କରିଥିଲେ । ଏହା ବ୍ୟତୀତ ସେ ଅନେକ ପୁରସ୍କାର ବିଜୟିନୀ ହେଇଥିଲେ । .[୧୪][୧୫][୧୬][୧୭]
ଆଧାର ସମୂହ
- ↑ Kundapur (SP) (14 October 2010). "Kundapur: Country's Pride, Ashwini Shetty Akkunje, Getting Accolades Aplenty". Daijiworld Media Network. Retrieved 15 October 2010.
- ↑ Bose, Saibal. "Indian relay girls bring the house down". Times of India. Retrieved 15 October 2010.
{{cite news}}
: More than one of|work=
and|newspaper=
specified (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ Staff Correspondent (14 October 2010). "Ashwini's family ecstatic". The Hindu. Chennai, India. Retrieved 15 October 2010.
{{cite news}}
: More than one of|work=
and|newspaper=
specified (help) - ↑ Beejadi, Aishwarya. "Udupi: Rural Surroundings of Akkunje Scripts Ashwini's Success". Daijiworld.com. Retrieved 30 November 2010.
{{cite news}}
: More than one of|work=
and|newspaper=
specified (help) - ↑ Belgaumkar, Govind D. (14 October 2010). "Grit pumped up Karnataka's golden girl". The Hindu. Chennai, India. Archived from the original on 19 October 2010. Retrieved 15 October 2010.
{{cite news}}
: More than one of|work=
and|newspaper=
specified (help) - ↑
{{cite web}}
: Empty citation (help) - ↑ Udupi: Athlete Ashwini Akkunji gets engaged
- ↑ Ashwini and Priyanka add to doping shame : Controversies - London Olympics News - India Today
- ↑
{{cite web}}
: Empty citation (help) - ↑ "CAS confirms 2-year bans on 6 Indian athletes". The Hindu. Chennai, India. 18 July 2012. Retrieved 18 July 2012.
- ↑ Rajyotsava awards for 162 Bangalore, Oct 30, DH News Service: « NRI Forum Karnataka :: News
- ↑ "India News". The Times of India. 13 October 2010.
- ↑ Yeddy announces cash prizes to Karna medal winners in CWG
- ↑ "Railways honours Commonwealth Games medallists". The Hindu. Chennai, India. 27 October 2010.
- ↑ The Village Road that Led to Guangzhou - Indian Express
ବାହ୍ୟ ସଂଯୋଗ
- ଅଶ୍ୱିନୀ ଆକୁଞ୍ଜି profile at IAAFIAAF