Jump to content

ନିନା ଗୁପ୍ତା

ଉଇକିପିଡ଼ିଆ‌ରୁ
୧୮:୩୮, ୧୩ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Neena Gupta") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Neena Gupta
Neena Gupta at Nishka Lulla and Masaba's designs preview at Oakwood Premier
Neena Gupta at Nishka Lulla and Masaba's designs preview at Oakwood Premier
ଜନ୍ମ (1959-07-04) ୪ ଜୁଲାଇ ୧୯୫୯ (ବୟସ ୬୫)[][]
ବୃତ୍ତି(ସମୂହ)actor, director
ସକ୍ରିୟ ବର୍ଷ1982–present
ବୈବାହିକ-ସାଥୀVivek Mehra (2008–present)
ଜୀବନସାଥୀViv Richards (?–1989)
ସନ୍ତାନMasaba Gupta

ନିନା ଗୁପ୍ତା  (ଜନ୍ମ ୪ ଜୁଲାଇ ୧୦୫୯)  ଭାରତୀୟ ଫିଲ୍ମ ତଥା ଟିଭି କଳାକାର ଓ ନିର୍ମାତା ଓ ନିର୍ଦେଶିକା । ସେ ୧୯୯୪ ମସିହା ରେ ତାଙ୍କର ସହ - ଅଭିନେତ୍ରୀ ଭାବରେ ଅଭିନୟ ପାଇଁ " ୱୋ ଛୋକରି " ଫିଲ୍ମ ରେ ଜାତୀୟ ପୁରସ୍କାର ପାଇଥିଲେ । ସେ ଶାମ ବେନେଗାଳ ଓ ଅରବିନ୍ଦନ ଙ୍କ ପରି ସମାନ୍ତରାଳ ଫିଲ୍ମ ନିର୍ମାତା ଙ୍କ ଫିଲ୍ମ ରେ ଅଭିନୟ କରି ଜାତୀୟ ଖ୍ୟାତି ପ୍ରାପ୍ତ ହେଇଥିଲେ । ଏହା ସହ ସେ ଟିଭି ସିରିୟାଲ ରେ ଅଭିନୟ ସହ ରିଆଲିଟି ଶୋ ରେ ମଧ୍ୟ ଆଙ୍କର ଭାବରେ କାର୍ଯ୍ୟ କରୁଥିଲେ । []

ପ୍ରାର୍ଥମିକ ଜୀବନୀ ଓ କାର୍ଯ୍ୟ

ନିନ ଗୁପ୍ତା ନୂଆ ଦିଲ୍ଲୀ ସହର ରେ ଜନ୍ମ ଗ୍ରହଣ କରି ଲରେନ୍ସ ସ୍କୁଲ ରେ ସିକ୍ଷ୍ୟା ଲାଭ କରିଥିଲେ । ସେ ସଂସ୍କୃତ ବିଷୟ ରେ ସ୍ନାତକୋତ୍ତର ସହ M. Phil ମଧ୍ୟ କରିଥିଲେ ।  ଭାରତୀୟ ଫିଲ୍ମ - ନିନା ଖଳନାୟକ , ଯୁନୁନ , ସାଥ ସାଥ , ଯେ ନଜଦିକିୟାନ , ମାଣ୍ଡୀ , ଶ୍ରୀମାନ ଶ୍ରୀମତୀ ,  ନଜର , ଶାନ ଆଦି ଅନେକ ବ୍ଯବସାୟିକ ଫିଲ୍ମ ରେ ସହ ଅଭିନେତ୍ରୀ ଭାବରେ କାର୍ଯ୍ୟ କରି ଲୋକପ୍ରିୟ ହେଇଥିଲେ । ଏହା ସହ ସେ ଅନେକ ସମାନ୍ତରାଳ ଫିଲ୍ମ ରେ ଅଭିନୟ କରିଥିଲେ ।  ଆନ୍ତର୍ଜାତିକ ଫିଲ୍ମ -  ନିନା ୧୯୮୨ ମସିହା ନିର୍ମିତ "ଗାନ୍ଧୀ ", ହଲିବୁଡ ନିର୍ମାତା ମାର୍ଚଣ୍ଟ ଆଇଭୋରୀ ଙ୍କ ଫିଲ୍ମ " The Deceivers" ,(୧୯୮୮)  " ମିର୍ଜା ଘାଲିବ ( ୧୯୮୯ ), " The Custody" (୧୯୯୩) ଓ " Cotton Mary " ( ୧୯୯୯) ରେ ଅଭିନୟ କରିଥିଲେ । 


ଟେଲିଭିଜନ କାର୍ଯ୍ୟ -

ସେ b


ଟେଲିଭିଜନ କାର୍ଯ୍ୟ 

ନିନା ଭାରତୀୟ ଟେଲିଭିଜନ ରେ ଖୁବ ସଫଳ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ୧୯୮୫ ମସିହା ର ଧାରାବାହିକ "ଖାନଦାନ" , ୧୯୮୭ ର "ମିର୍ଜା ଘାଲିବ" , ୧୯୮୮ ର "ଭାରତ ଏକ ଖୋଜ "୨୦୦୯ ରେ ନିର୍ମିତ  " କିତନା ମୋହବ୍ବତ ହେ " ଇତ୍ୟାଦି ଖୁବ ପସଦଜନକ ହେଇଥିଲା । ଅଭିନୟ ବ୍ୟତୀତ ଅନେକ ରିଏଲିଟି ଶୋ ଧାରାବାହିକ ରେ ସେ ଆଙ୍କର ଭାବରେ କାର୍ଯ୍ୟ କରିଛନ୍ତି । ନିର୍ଦେଶିକ ଭାବରେ " ଶାନ " , ସିସ୍କି " ପରି ଧାରାବାହିକ ରେ ସେ ନିଜର କଳା ଦେଖେଇଛନ୍ତି । 

ବ୍ୟକ୍ତିଗତ ଜୀବନ 

ନିନା ୧୯୮୦ ମସିହା ରେ ୱେଷ୍ଟ ଇଣ୍ଡିଜ ର ପୂର୍ବତନ କ୍ରିକେଟ ତାରକା ଭିଭିଆନ ରିଚାର୍ଡ ଙ୍କ ସମ୍ପର୍କ ରଖିଥିଲେ ଓ ତାଙ୍କର ଜଣେ ଝିଅ ମାସାବା ଗୁପ୍ତା ବର୍ତମାନ ଜଣେ ଫେସନ ଡିଜାଇନର[] ଭାବରେ କାର୍ଯ୍ୟ କରନ୍ତି । ତାଙ୍କର ଫିଲ୍ମ ଲ୍କାଳାକାର ଆଲୋକନାଥ ଓ ଶାରଙ୍ଗ ଦେବ ଙ୍କ ସହ ସମ୍ପର୍କ ରହିଥିବା କୁହାଯାଇଥାଏ । କିନ୍ତୁ ସେ ୨୦୦୮ ମସିହା ରେ ନୂଆ ଦିଲ୍ଲୀ ରେ ବିବେକ ମେହେରା ନାମକ ଜଣେ ଚର୍ତାର୍ଡ ଆକାଉଣ୍ଟାନ୍ତ ଙ୍କୁ ବିବାହ କରିଥିଲେ । [][][]

ପୁରସ୍କାର 

  • ଜାତୀୟ ଫିଲ୍ମ ପୁରସ୍କାର 

993ଆଧାର୧୯୯୩   ସମୂହ 

  1. "नीना गुप्ता : सुर्खियों में रहा प्रेम प्रसंग". India.com (in Hindi). 4 July 2016. Retrieved 6 July 2016. {{cite web}}: Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)
  2. "Older actresses hardly have any role: Neena Gupta". News 18 (IANS). 29 July 2013. Retrieved 6 July 2016. the 54-year-old Neena
  3. Bold and dutiful MALA KUMAR, The Hindu, 16 December 2005.
  4. Tribune
  5. DNA newspaper
  6. Neena Gupta thrilled with marriage, but says "Masaba is priority" Sify.com, IANS, 29 July 2008.
  7. Neena Gupta opens up.
  8. {{cite web}}: Empty citation (help)
  9. {{cite web}}: Empty citation (help)

ବାହ୍ୟ ସଂଯୋଗ 

  • ଇଣ୍ଟରନେଟ ମୁଭି ଡାଟାବେସରେ Neena Gupta