ଶିଶୁନାଗ
ଶିଶୁନାଗ (or Shusunaga) (c. 444 – 363 BCE) ଶିଶୁନାଗ ବଂଶ ର ପ୍ରତିଷ୍ଠାତା । ବର୍ତମାନ ର ଉତ୍ତର ଭରତ ରେ ଥିବା ପ୍ରାଚୀନ ମଗଧ ସମ୍ଭ୍ରାଜ୍ୟ ସେ ସ୍ଥାପନ କରିଥିଲେ । ପ୍ରଥମେ ସେ ହରାଯନକା ବଂଶ ପରିଚାଳିତ ମଗଧ ରାଜ୍ୟ ରେ ଜଣେ ଅମାତ୍ୟ ଥିଲେ । ରାଜ୍ୟ ର ଲୋକ ମାନେ ଶାସକ ଙ୍କ ବିରୁଦ୍ଧ ରେ ବିଦ୍ରୋହ କରି ଶିଶୁନାଗ ଙ୍କୁ ଗାଦିନଶିନ କରିଥିଲେ । ପୁରାଣ ବର୍ଣନା ଅନୁସାରେ ସେ ତାଙ୍କର ପୁତ୍ର କୁ ବାରଣାଶୀ ରେ ରାଖୀ ନିଜେ ରାଜଗୃହ ଠାରୁ ଶାସନ କାର୍ଯ୍ୟ କରିଥିଲେ । ତାଙ୍କ ଅନ୍ତେ ପୁତ୍ର କଳାଶୋକ ତାଙ୍କର ଉତ୍ତରାଧିକାରୀ ଭାବରେ ରାଜ୍ୟ ପାଇଥିଲେ ।
Early life
ମହାବଂଶତିକା ଅନୁସାରେ ଶ୍ରୀଶ୍ରୁଙ୍ଗବୈଶାଳୀ ର ଲିଛଭି ବଂଶ ର ରାଜା ଙ୍କ ପୁତ୍ର ଥିଲେ । ସେ ନଗର ଶୋଭୀନୀ ଙ୍କ ଔରସ ରୁ ଜନ୍ମ ହେଇ ଜଣେ କର୍ମଚାରୀ ଙ୍କ ଦ୍ଵାରା ପାଳିତ ହେଇଥିଲେ । ବିଦ୍ରୋହ ସମୟ ରେ ସେ ରାଜା ନଗଦଶକ ଙ୍କ ଅଧୀନ ରେ ବରାଣଶୀ ଠାରେ ଭାଇସରାୟ ଭାବରେ ଅବସ୍ଥିତ ଥିଲେ । .[୧]
ରାଜୁତି
ଶ୍ରୀଶ୍ରୁଙ୍ଗ ଖ୍ରୀଷ୍ଟପୂର୍ବ 413 ରୁ 395 ଯାଏ ଶାସନ କରିଥିଲେ । ତାଙ୍କର ରାଜଧାନୀ ରାଜଗୃହ ଠାରେ ଥିଲା ଓ ବୈଶାଳୀ ଠାରେ ଦ୍ଵିତୀୟ ପ୍ରସାଦ ଥିଲା । ପରେ ସେ ବୈଶାଳୀ କୁ ରାଜଧାନୀ ପରିବର୍ତନ କରିଥିଲେ । ସେ ପ୍ରଦ୍ୟୋତ ରାଜବଂଶ ନିର୍ମାଣ କରିଥିବା କୀର୍ତି ସମୂହ କୁ ଦ୍ବଂଶ କରିଥିଲେ । .[୨]
ପୁରାଣ ଅନୁସାରେ ସେ ତାଙ୍କର ପୁତ୍ର ଙ୍କୁ ବରାନଶୀ ରେ ରାଜଗଦି ରେ ବସେଇ ନିଜେ ରାଜବଂଶ ଓ ବୈଶାଲୀ ରେ ଶାସନ କରୁଥିଲେ । [୩][୪]
ରାଜ୍ୟ ବିସ୍ତାର
ତାଙ୍କ ସମୟ ରେ ତାଙ୍କ ସମ୍ଭ୍ରାଜ୍ୟ ବିଶାଳ ଆକାର ଧାରଣ କରିଥିଲା । ସେ ତାମିଲନାଡୁ , ମଦୁରାଇ , ପାକିସ୍ତାନ , ନେପାଲ , ଭୁଟାନ , ଆଫଗାନିସ୍ତାନ,ସବୁ ବିଜଯ କରି ନିଜ ସମ୍ଭାର୍ଜ୍ୟ ରେ ମିସେଇଥିଲେ ।
ନୋଟ ସବୁ
- ↑ Upinder Singh 2016, p. 272.
- ↑ Raychaudhuri 1972, pp. 193–5.
- ↑ Raychaudhuri 1972, p. 193.
- ↑ Mahajan 2007, pp. 250–1.
ଆଧାର ସମୂହ
- Mahajan, V.D. (2007), Ancient India, New Delhi: S. Chand, ISBN 81-219-0887-6
{{citation}}
: More than one of|ISBN=
and|isbn=
specified (help) - Raychaudhuri, H.C. (1972), Political History of Ancient India, Calcutta: Calcutta: University of Calcutta
- Singh, Upinder (2016), A History of Ancient and Early Medieval India: From the Stone Age to the 12th Century, Pearson Education, ISBN 978-93-325-6996-6
{{citation}}
: More than one of|ISBN=
and|isbn=
specified (help) - Thapar, Romila (1990), A History of India, vol. 1, Penguin Books, ISBN 978-0-14-194976-5
{{citation}}
: More than one of|ISBN=
and|isbn=
specified (help)