Jump to content

ବାମରୋଲି ଆଲଥାନ ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
୧୮:୦୫, ୨୪ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bamroli Althan Expressway") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Bamroli Althan Expressway
Middle Ring Road
Route information
Length:7 km (୪ mi)
Major junctions
West end:Bamroli
 Daksheshwar Junction
East end:Althan
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ବାମରୋଲି ଅଲଥାନ ଏକ୍ସପ୍ରେସୱେ (ମଧ୍ୟ ଋଂ ରୋଡ ନାମ ରେ ଭି କୁହାଯାଏ ) ଏକ 4.3 କିଲୋମିଟର ର ସହର ଏକ୍ସପ୍ରେସବେ  , ଯାହା ଗୁଜୁରାଟ ର ସୁରାଟ ସହର ରେ ନିର୍ମିତ ହେବାକୁ ଯୋଜନା କରାଯାଇଛି । ସୁରାଟ ମେଟ୍ରୋ ଅଞ୍ଚଳ ଭିତରେ ଏହା ଏକ ବ୍ୟସ୍ତତମ ରାସ୍ତା  ଏହା ସୁରାଟ ର ପୂର୍ବ -ପଶ୍ଚିମ ଅରଟେରୀ ସହ ବାମରୋଲି କୁ ସଂଯୁକ୍ତ କରିବ । []

ଏହି ରାସ୍ତା ଦେଇ ହାରାହାରି 20,000 ବାହନ ଯାଉଥିବାର ଆକଳନ କରାଯାଇଛି । ଫଳତଃ ସକାଳ ଭିଡ ସମୟ ରେ ଓ ସନ୍ଧ୍ୟା ରେ ପଶ୍ଚିମ ପଟରୁ ପୂର୍ବ କୁ ଟ୍ରାଫିକ ବହୁତ ବ୍ୟସ୍ତ ରହେ । ଏହି ଏକ୍ସପ୍ରେସୱେ ହେଲା ପରେ ତାହାର ଅବସ୍ଥା ର ସୁଧାର ଆସିବା । 

ଆଧାର