ଉପର ଗଙ୍ଗା କେନାଲ ଏକ୍ସପ୍ରେସୱେ
ଦେଖଣା
Upper Ganges Canal Expressway | |
---|---|
Route information | |
Length: | 150 km (୯୦ mi) |
Major junctions | |
West end: | Bulandshahr, Noida |
East end: | Haridwar, Muzaffarnagar |
Highway system | |
ଉପର ଗଙ୍ଗା କେନାଲ ଏକ୍ସପ୍ରେସୱେ, ଏକ ପ୍ରସ୍ତାବିତ 8-ଲେନ ବିଶିଷ୍ଟ ଏକ୍ସପ୍ରେସୱେ ।ଏହାକୁ ହିଣ୍ଡନ ଏକ୍ସପ୍ରେସବେ ମଧ୍ୟ କୁହାଯାଏ । ଏହାର ପ୍ରସ୍ତାବିତ ଦୈର୍ଘ୍ୟ 150 କିଲୋମିଟର । [୧] ଏହା ଭାରତୀୟ ସହର ବୁନ୍ଦେଳଖଣ୍ଡ ରୁ ହରିଦ୍ଵାର ପର୍ଯ୍ୟନ୍ତ ମୁଜାଫରପୁର ଓ ରୂରକି ଦେଇ ଯିବ । [୨]