ପାନିପଥ ଉତ୍ଥିତ ଏକ୍ସପ୍ରେସୱେ
ଦେଖଣା
Panipat Elevated Expressway | |
---|---|
Route information | |
Length: | 10 km (୧୦ mi) |
Existed: | January 1991 – present |
Highway system | |
ପାନିପତ୍ ଉତ୍ଥିତ ଏକ୍ସପ୍ରେସୱେ , ଭାରତୀୟ ରାଜ୍ୟ ହରିୟଣା ର ପାଣିପାତ୍ ଠାରେ ଥିବା ଏକ ଉତ୍ଥିତ ଏକ୍ସପ୍ରେସୱେ । ଏହା ଯତିତୟା ରାଜପଥ 1 ର ଦିଲ୍ଲୀ ଓ ଅମୃତସର ମଧ୍ୟ ରେ ଥିବା ବ୍ୟସ୍ତତମ ଅଂଶ ର ଭିଡ କମେଇବା ପାଇଁ ନିର୍ମିତ । ଏହାର ଦୈର୍ଘ୍ୟ 10 କିଲୋମିଟର[୧] । ଏହା BOT ପଦ୍ଧତି ମାଧ୍ୟମ ରେ L& T ଦ୍ଵାରା ନିର୍ମିତ । [୨]