Jump to content

ସିଅନ-ପାନଭେଲ ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
୧୨:୦୮, ୨୪ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sion Panvel Highway") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Sion Panvel Expressway
शीव पनवेल महामार्ग
Route information
Maintained by Maharashtra State Road Development Corporation
Maharashtra Public Works Department
Municipal Corporation of Greater Mumbai
Length:25 km (୧୬ mi)
Major junctions
West end:Sion, Mumbai
East end:Mumbai Pune Expressway at Kalamboli junction near Panvel
Districts:Mumbai Suburban district, Raigad district, Thane district
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ସିଅନ-ପାନଭେଲ ଏକ୍ସପ୍ରେସୱେ, ଭାରତୀୟ ରାଜ୍ୟ ମହାରାଷ୍ଟ୍ର ର ସିଆନ ଠାରୁ ପାନଭେଲ[]  ନବ୍ୟ ମୁମ୍ବାଇ ଦେଇ    ପ୍ରଶସ୍ତ ରାଜପଥ ଦ୍ଵାରା ସଂଯୋଗ କରିଥାଏ ।  ଏହା ମୁମ୍ବାଇ ମହାନଗର ର ଏକ ବ୍ୟସ୍ତତମ ରାସ୍ତା । ଏହା ମୁମ୍ବାଇ ସହର ରୁ ପୁନେ ରାଜପଥ 4 ଓ ମୁମ୍ବାଇ -ପୁନେ ଏକ୍ସପ୍ରେସୱେ କୁ ସଂଯୋଗ ଦେଇଥାଏ । କୋଙ୍କାନ ଓ ଗୋଆ ପାଟ ରୁ ଆସୁଥିବା ଜାନ ବାହନ ସବୁ ମଧ୍ୟ ଏହି ରାସ୍ତା ବ୍ୟବହାର କରିଥାନ୍ତି । 

 ସେପ୍ଟେମ୍ବର 2014 ସୁଦ୍ଧା ଵଶି ସେତୁ ପର୍ଯ୍ୟନ୍ତ ସଘର ର ରାସ୍ତା 10-ଲେନ ବିଶିଷ୍ଟ []ହେଇ ସମ୍ପୂର୍ଣ ହେଲା । ସଂପଡା ରେଳ ଷ୍ଟେସନ , ନେରୁଲ , ଉରନ ଓ କାମୋଥେ ଠାରେ ନୂତନ ଫ୍ଲାଇ ଓଭର ବ୍ରିଜ ନିର୍ମିତ ହେଲା । ଏଠାରେ ଟୋଲ ସଂଗ୍ରହ ନେଇ ରାଜନୈତିକ ଗଣ୍ଡଗୋଳ ଚାଲିଥିଲା ।[][][] 

ମୁଖ୍ୟ ସଂଯୋଗ 

ଏହି ଏକ୍ସପ୍ରେସୱେ କୁ ଅତିକ୍ରମ କରୁଥିବା ରାଜପଥ ସବୁ ହେଲା , 

  • ମୁମ୍ବାଇ p

ମୁଖ୍ୟ ଯାତାୟାତ ସ୍ଥଳୀ 

  • ବାସୀ
  • ନୂଆ ପାନଭେଲ 
  • ସନପଡା 
  • ତୁରଭେ
  • ନେରୁଲ
  • କାଲମ୍ବୋଲି
  • କାମୋଥେ
  • ଖରଘର 
  • ଘଟକୋପାର 
  • ବ୍ହେମ୍ବୁର
  • ଦେୟନାର 
  • ଭାବା ଅଟୋମିକ ରିସର୍ଚ କେନ୍ଦ୍ର 

ବିସ୍ତାର କାରଣ 

Toll Plaza at Taloja
  • BARC ଠାରୁ କଳାମ୍ବୋଲି ଜଙ୍କସନ ଯାଏ 25 କିଲୋମିଟର 
  • ସମୁଦାଯ ଖରଚ 825 କୋଟି ଟଙ୍କା । 
  • ମୂଳ ଖରଚ 675 କୋଟି ଟଙ୍କା । []


ଗେଲେରୀ 

ଆଧାର ସମୂହ 

  1. Katkurwar, Saurabh. (2012-01-06) Sion-Panvel highway to be 10-lane in 3 yrs.
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. From May 2014, zip down a 10-lane Sion-Panvel highway - Mumbai - DNA.