ନିକୁମ୍ଭ
ଦେଖଣା
ନିକୁମ୍ଭ (निकुम्भ) ଏକ ହିନ୍ଦୁ ପ୍ରାଚୀନ ଦୈତ୍ୟ ଚରିତ୍ର ।ରାମାୟଣ ରେବର୍ଣିତ ଚରିତ୍ର କୁମ୍ଭକର୍ଣ ଙ୍କ ପୁତ୍ର ଥିଲେ । ତାଙ୍କୁ ଧାନ ର ଦେବତା କୁବେର ପିଶାଚଙ୍କ ଉପରେ ନଜର ରଖିବାକୁ କହିଥିଲେ । ନୀଳମାତା ପୂରଣ ତାଙ୍କୁ ଜଣେ ଶକ୍ତିଶାଳୀ ଓ ମହାନ ପୁରୁଷ ଭାବରେ ବର୍ଣନା କରେ । ତାଙ୍କୁ ସମସ୍ତ ପିଶାଚ ଙ୍କ ଜଗୁଆଳି ବୋଲି କୁହାଯାଏ । [୧]
ଆଧାର ସମୂହ
- ↑ "Verses 201-300". Nilamata Purana. Retrieved 2007-01-22.