Jump to content

ବାଲେଶ୍ୱରୀ ଓଡ଼ିଆ

ଉଇକିପିଡ଼ିଆ‌ରୁ
୨୩:୧୯, ୨୦ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Baleswari Odia") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବାଲେଶ୍ଵରୀ ଓଡିଆ(ବାଲେଶ୍ୱରୀ ଓଡିଆ)  ବା ଉତ୍ତରୀ ଓଡିଆ ମୁଖ୍ୟ ଓଡିଆ ଭାଷା ର ଏକ ମୁଖ୍ୟ ଉପଭାଷା[] ।  ଏଥିରେ ମୂଳ ଓଡିଆ ଠାରେ କେତେକ ସ୍ଥଳ ଲେଖାଗତ []ଓ ଉଛରଣ ଗତ ପାର୍ଥକ୍ଯ  ରହିଥାଏ ।ଏହି ଭାଷା ବାଲେଶ୍ଵର ଜିଲ୍ଲା , ଭଦ୍ରଖ ଓ ମୟୂରଭଞ୍ଜ ଜିଲା ର କେତେକ ଅବଚଳ ରେ ପ୍ରଚଳିତ । ନିକରସ୍ଥ ଅଅଦୋଷୀ ରାଜ୍ୟ ପଶ୍ଚିନ୍ମ ବଙ୍ଗ ର ବଙ୍ଗାଳୀ ଭାଷାର ପ୍ରଭାବ ପଡୋ ମଧ୍ୟ ଏହି ଭାଷାରେ କିଛି ମାତ୍ର ରେ ବଙ୍ଗାଳୀ ଶବ୍ଦ ରହିଥାଏ । []

ଭିନ୍ନ ଭାବରେ ବ୍ୟବହାର ହଉହିବା କିଛି  ଶବ୍ଦ ,

Standard Odia Baleswari Odia
Kana (କଣ/କଅଣ) Kisa(କିସ)
Kanhiki (କାହିଁକି) Kene(କେନେ)
Odisa (ଓଡ଼ିସା) Udisa (ଉଡ଼ିସା)
Potala (ପୋଟଳ) Putula (ପୁଟୁଳ)
Khaibaku (ଖାଇବାକୁ) Khaite (ଖାଇତେ)
Soibaku (ସୋଇବାକୁ) Suite (ସୁଇତେ)
Jibi (ଜିବି) Jimi (ଜିମି)
Goda (ଗୋଡ଼) Guda (ଗୁଡ଼)
Polo (ପୋଲ) Pula (ପୁଲ)
Luna (ଲୁଣ), Luga (ଲୁଗା) Nuna (ନୁଣ), Nuga (ନୁଗା)
Olata (ଓଲଟା) Ulta (ଉଲଟା)

ଆଧାର ସମୂହ 

  1. Les Langues écrites Du Monde: Relevé Du Degré Et Des Modes D'utilisation. Presses Université Laval. 1978. pp. 389–. ISBN 978-2-7637-7186-1. Retrieved 20 June 2012.
  2. Kunjabihari Das; L. K. Mahapatra (1979). Folklore of Orissa. National Book Trust. Retrieved 20 June 2012.
  3. Bhargava, Gopal K., and S. C. Bhatt.