ଅଘରିଆ ଜାତି
ଦେଖଣା
ଅଘରିଆ ଜାତି ଏକ ଭାରତୀୟ ହିନ୍ଦୁ ଜାତି ।
ଅଘରିଆ ମାନେ ମୁଖ୍ଯତଃ ମଧ୍ୟପ୍ରଦେଶ , ଛତିଶଗଦ , ଓଡିଶା ଓ ଛୋଟନାଗପୁର ଅଞ୍ଚଳ ରେ ବସବାସ କରିଥାନ୍ତି । ସେମାନେ ମୁଖ୍ଯତଃ କୃଷିଜୀବୀ ଥିଲେ , କିନ୍ତୁ ଏବେ ଅନ୍ୟ ଜୀବିକା ମଧ୍ୟ କରିଥାନ୍ତି [୧]
ଓଡିଶା ର ଅଘରିଆ ମାନେ ତାଙ୍କ ପୂର୍ବଜ ରାଜପୁତ ହେଇଥିବା କଥା ଦାବି କରନ୍ତି । ଓଡିଶା ର ଅଘରିଆ ମାନଙ୍କ ନାମ ରେ ସାଧାରଣତଃ ପଟେଲ , ଚୌଧୁରୀ ବା ନାୟକ ଲାଗିଥାଏ ।ତାଙ୍କ ମଧ୍ୟ ରେ 84 ଟି ଗଟର ଥାଏ । ଓଡିଶା ବାହାରେ ରାୟଗଡ , ବୋଳାସପୁର ମହାସମୁନ୍ଦ ଅଞ୍ଚଳ ରେ ତଥା ଜାଙ୍ଗିର ଜିଲ୍ଲା , ଚମ୍ପା ଜିଲା ରେ ବେସୀ ସଂଖ୍ୟା ରେ ବସବାସ କରିଥାନ୍ତି । [୧]
ଆଧାର
- ↑ ୧.୦ ୧.୧ Ramesh P. Mohanty; Durgesh Nandini Biswal (2007). Culture, Gender and Gender Discrimination: Caste Hindu and Tribal. Mittal Publications. pp. 36–38. ISBN 978-81-8324-199-1.