କ୍ରେମ ଲିଆଟ ପ୍ରାହ
ଦେଖଣା
କ୍ରେମ ଲିଆଟ ପ୍ରାହ ଭାରତ ର ଦୀର୍ଘତମ ପ୍ରକୃତିକ ଗୁମ୍ଫା ।
ପ୍ରଚ୍ଛଦ
ଲିଆଟ ପ୍ରାହ ( ଖାସୀ ଭାଷା ରେ କ୍ରେମ କୁ ଗୁମ୍ଫା କୁହାଯାଏ ) ଷୋନମଗିରି ଅଞ୍ଚଳ ରେ ଥିବା 150 ଟି ଗୁମ୍ଫା ମଧ୍ୟ ରେ ଅନନ୍ୟତମ । ଏହା ଭାରତୀୟ ରାଜ୍ୟ ମେଘାଲୟ ର ଜୟନ୍ତିଆ ପାର୍ବତ୍ଯ ରାଜ୍ୟ ରେ ପୂର୍ବ ପାଟ ରେ ରହିଛି । ଅନୁସନ୍ଧାନ ସମୟ ରେ ଏହାର ଲମ୍ବ 34 କିଲୋମିଟର ଥିବାର ଜଣା ଯାଇଥିଲା । ଏହି ଦୈର୍ଘ୍ୟ ଆହୁରି ବୃଦ୍ଧି ପାଇବା ଯଦି ନିକଟସ୍ଥ ଗୁମ୍ଫା ଗୁଡିକ ର ସଂଯୋଗୀକରଣ କାର୍ଯ୍ୟ ସମାପ୍ତ ହେବ । ପ୍ରାହ ର ବିଶିଷ୍ଟତା ହେଲା ଏହାର ବିଶାଳ ରାସ୍ତା ଯାହା ବିମାନ ବନ୍ଦର ର ହାଙ୍ଗର ସଦୃଶ ରହିଥାଏ ।