କଞ୍ଚନଜଙ୍ଘା ଷ୍ଟାଡିୟମ
ଦେଖଣା
Kanchenjunga Krirangon | |||||
ଫାଇଲ:Kanchenjunga Stadium.jpg | |||||
Ground information | |||||
---|---|---|---|---|---|
Location | Siliguri, West Bengal | ||||
Coordinates | 18°30′08″N 73°51′20″E / 18.50222°N 73.85556°E | ||||
Establishment | 1980s | ||||
Capacity | 30,000[୧][୨] | ||||
End names | |||||
Bidhan Road | |||||
Team information | |||||
| |||||
As of 12 September 2012 |
କଞ୍ଚନଜଙ୍ଘା ଷ୍ଟାଡିୟମ, ଏକ ବହୁମୂଖୀ ଷ୍ଟାଡିୟମ ଓ ଏହା ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର ସିଲିଗୁଡି ଠାରେ ଅବସ୍ଥିତ । .[୩]ଏଠାରେ ମୁଖ୍ଯତଃ କ୍ରିକେଟ ଓ ଫୁଟବଲ ଖେଳ ଯାଇଥାଏ ଓ ଦରକାର ମୁତବକ ଅନନ୍ୟ କ୍ରିଡା ପାଇଁ ବ୍ୟବହାର ହେଇଥାଏ । ଏହି ଷ୍ଟାଡିୟମ 1980 ମସିହା ରେ ନିର୍ମିତ ହେଇଥିଲା ଓ ଏହାର ସ୍ଥାନ ସଂଖ୍ୟା 30,000 । [୧]
ଜାନୁଆରୀ 2014 ମସିହା ରେ ଏହାର ଉନ୍ନତିକରଣ ପାଇଁ 1.7 କୋଟି ତାଙ୍କ ର ଅଟାକଳ ମଞ୍ଜୁରୀ ପ୍ରାପ୍ତ ହେଇଛି । [୪]
ରଣଜୀ ଟ୍ରଫି
ଏହି ପଡିଆ ରେ 2010 ମସିହା ରେ ପଶ୍ଚିମ ବଙ୍ଗ ଓ ପଞ୍ଜାବ ମଧ୍ୟ ରେ ପ୍ରଥମ କରି ରଣଜୀ ଟ୍ରଫି ମେଚ ହେବା ପରେ ଅଦ୍ୟାବଧି 11 ଟି ମେଚ ହେଇ ସରିଲାଣି । 2012 ମସିହା ରେ ଏଠାରେ ଫେଡେରେସନ କପ ମେଚ ସବୁ ହେଇଥିଲା । ଏଥିରେ ଦେଶ ର ସମସ୍ତ ପ୍ରମୁଖ ଫୁଟ ବଳ ଦଳ ଯୋଗ ଦେଇଥିଲେ । ଏଠାରେ ନିଜସ୍ଵ କ୍ରିକେଟ ଲିଗ ମଧ୍ୟ ହେଇଥାଏ । ସନ୍ତୋଷ ଟ୍ରଫି ପାଇଁ ଜାତୀୟ ଫୁଟବଲ ମେଚ ର ଫାଇନାଲ 2014 ମସିହା ରେ ଏଠାରେ ହେଇଥିଲା ଓ ମିଜୋରାମ ଜିତିଥିଲା । [୫]
ଆଧାର ସମୂହ
- ↑ ୧.୦ ୧.୧ "East Bengal vs Mohun Bagan on 2nd April at Kanchenjunga Stadium Siliguri - Siliguri News and Updates". iLoveSiliguri. ILS. 24 March 2016. ଆଧାର ଭୁଲ: Invalid
<ref>
tag; name "Kanchenjungacapacity1" defined multiple times with different content - ↑ "Kanchenjunga Stadium". World of Stadiums. Retrieved 26 September 2016.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)