Jump to content

ଜାହାଙ୍ଗୀର ଖାନ (କ୍ରିକେଟର )

ଉଇକିପିଡ଼ିଆ‌ରୁ
୧୨:୫୦, ୧୨ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Jahangir Khan (cricketer)") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ବ୍ୟକ୍ତିଗତ ତଥ୍ୟ
ନାମMohammad Jahangir Khan
ବ୍ୟାଟିଂ ପ୍ରକାରRight-hand batsman
ବୋଲିଂ ପ୍ରକାରRight-arm fast medium
ସମ୍ପର୍କୀୟMajid Khan (son)
Asad Jahangir Khan (son)
Bazid Khan (grandson)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 3)25 June 1932 v England
ଶେଷ ଟେଷ୍ଟ15 August 1936 v England
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 4 111
ମୋଟ ରନ 39 3,327
ବ୍ୟାଟିଂ ହାର 5.57 22.32
ଶତକ/ଅର୍ଦ୍ଧଶତକ 0/0 4/7
ସର୍ବାଧିକ ରନ 13 133
ବଲ ସଂଖ୍ୟା 606 8,314
ଉଇକେଟ 4 328
ବୋଲିଂ ହାର 63.75 25.34
ଇନିଙ୍ଗସରେ ୫ଟି ଉଇକେଟ 12
ମ୍ୟାଚରେ ୧୦ଟି ଉଇକେଟ 2
ସବୁଠୁ ଭଲ ବୋଲିଂ 4/60 8/33
କ୍ୟାଚ/ଷ୍ଟମ୍ପିଙ୍ଗ 4 82
Source: CricketArchive, 10 March 2013

ଡାଃ ମହମ୍ମଦ ଜାହାଙ୍ଗୀର ଖାନ  ଶବଦ ବିଷୟରେ pronunciation (1 ଫେବ୍ରୁଆରି 1910 ପଞ୍ଜାବ -23 ଜୁଲାଇ ଲାହୋର ) ବ୍ରିଟିଶ ଭାତଇୟା ସମୟ ର ପୂର୍ବତନ କ୍ରିକେଟ ଖେଳାଳି । ସେ ସ୍ଵାଧୀନତା ପରେ ପାକିସ୍ତାନ ର କ୍ରିକେଟ ପପ୍ରଶାଶକ ରହିଥିଲେ । ସେ ଲାହୋରେ ସ୍ଥିତ ଇସଲାମିଆ କଲେଜ ରୁ ଶିକ୍ଷୟା ଲାଭ କରିଥିଲେ । 

ସେ 6 ଫୁଟ ରୁ ଉର୍ଦ୍ଧ ଏକ ବିଶାଳ କାୟ ଦ୍ରୁତ ଗତି ବୋଲର ଥିଲେ । ସେ ଏକ କ୍ରିକେଟିଙ୍ଗ ପରିବାର ରୁ ଆସିଥିଲେ ।  ଏହି ପରିବାର ରେ ପାକିସ୍ଥାନ ର ପୂର୍ବତନ ଅଧିନାଯକ ବକ୍ଵା ଗିଲାନି , ଇମରାନ ଖାନ , ଜାଭେଦ ବୁର୍କି , ମାଜିଦ ଖାନ , ଓ ବାଜିଦ ଖାନ ପାକିସ୍ଥାନ ପାଇଁ କ୍ରିକେଟ ଖେଳିଥିଲେ । ଜାଭେଦ ଓ ମାଜିତ ତାଙ୍କର ପୁତ୍ର । ବାଜିଦ ଖାନ 2005 ମସିହା ରେ ପାକିସ୍ଥାନ ଜାତୀୟ ଦଳ ରେ ଖେଳିବା ପରେ ଜାହାଙ୍ଗୀର ଙ୍କ ପରିବାର ବିଶ୍ଵ କ୍ରିକେଟ ରେ 3 ପିଢୀ ଜାତୀୟ ଦଳ ରେ  ଖେଳିବାର ଦ୍ଵିତୀୟ ପରିବାର ହେଇଥିଲେ । ପୂର୍ବରୁ କେବଳ ଦାଡଲେ ପରିବାର ଏହି ସମ୍ମାନ ର ଅଧିକାରୀ ଥିଲେ । 

ଘରେଇ କ୍ରିକେଟ ରେ ତାଙ୍କର ପଦାର୍ପଣ ମେଚ ରେ ଜାହାଙ୍ଗୀର 108 ରନ କରିବା ସହ ଦ୍ଵିତୀୟ ଇନନିଙ୍ଗ ରେ 7 ଟି ୱିକେଟ ନେଇଥିଲେ । ଭରତ ଖେଳିଥିବା ପ୍ରଥମ ଟେଷ୍ଟ 1932 ମସିହା ରେ ଇଂଲଣ୍ଡ ବିରୂଢ ରେ ଥିଲା । ଜାହାଙ୍ଗୀର ଖାନ ଏଥିରେ ଭରତ ତରଫ ରୁ ଖେଳିଥିଲେ । ତାହାପରେ ସେ ଇଂଲଣ୍ଡ ରେ ରାହିଜାଇ କାମ୍ବ୍ରିଜ ବିଶ୍ୱବିଦ୍ୟାଳୟ ରୁ ଡାକ୍ଟରରେଟ ଡିଗ୍ରୀ କରିଥିଲେ । ସେ ସେଠାରେ ମଧ୍ୟ ବିଶ୍ୱବିଦ୍ୟାଳୟ ଦଳ ତରଫ ରୁ ଖେଳି ସେଠାରୁ ଫେରିଲା ପରେ ଭାରତୀୟ ଜିମଖାନା ତରଫ ରୁ ଖେଳିଥିଲେ । ସେଠାରେ ସେ 2 ମାସ ରେ 70 ହାର ରେ 1380 ରନ କରିଥିଲେ । 

1936 ରେ ଭାରତ ର ଇଂଲଣ୍ଡ ଗସ୍ତ ଯାଇ ସେଠାରେ ସେ 3 ଟି ଟେଷ୍ଟ ଖେଳିଥିଲେ । ଇଂଲଣ୍ଡ ର ଚାମିଆନ ଦଳ ୟର୍କ ଶୟର ଦଳ ବିରୁଦ୍ଧ ରେ ଅଭ୍ଯାସ ମେଚ ରେ ସେ 7/58 ନେଇଥିଲେ । 

ଇଂଲଦ ର ମେରିଲାବୌର୍ଣ କ୍ରିକେଟ ପଡିଆ ରେ ସେ ବୋଲିଂ କଳା ବେଳେ ତାଙ୍କ ବଲ ଦ୍ଵାରା ଏକ ପକ୍ଷୀ କୁ ବାଜିଥିଲା ।   ସେହି ପକ୍ଷୀ ଏବେ MCC ର ଲର୍ଡ୍ସ ପଡିଆ ର ମିଉଜିଆମ ରେ ସଂରକ୍ଷିତ ରଖା ଯାଇଛି ।[] ଜାହାଙ୍ଗୀର 1941 ଶ୍ରୀଲଙ୍କା ଗସ୍ତ ରେ ଅଧିନାଯକ ହେଇ ଯିବାର ସ୍ଥିର ହେଇଥିଲା , କିନ୍ତୁ ବିଶ୍ଵ ଯୁଦ୍ଧ ପାଇଁ ତାହା ବାତିଲ ହେଇଯାଇଥିଲା । []

ଜହଙ୍ଗିର 1939 ରୁ 42 ମସିହା ମଧ୍ୟ ରେ ଚୟନ କର୍ତା ଥିଲେ । ବିଭାଜନ ପରେ ସେ ପାକିସ୍ଥାନ ରେ ବସବାସ କରି ସେହି ଦଳ ର ମନେଜର ଭାବେ 1960-61 ରେ ଭାରତ କୁ ଆସିଥିଲେ । ସେ ପାକିସ୍ଥାନ ରେ କଲେଜ ର ଅଧ୍ୟକ୍ଷ ଓ ପରେ ଶିକ୍ଷୟା ବିଭାଗ ର ନିର୍ଦେଶକ ହେଇଥିଲେ । ଯୁବା ବସ୍ତା ରେ ଜାହାଙ୍ଗୀର ଜାଭେଲିନ ଥ୍ରୋ ରେ ମଧ୍ୟ ଭରତ କୁ ପ୍ରତିନିଧିତ୍ଵ କରି ଥିଲେ । 


ପୁନଶ୍ଚ ଦେଖଣା 

Jahangir Khan

ଆଧାର ସମୂହ 

ବାହ୍ୟ ସଂଯୋଗ ସବୁ