ବୁଲନ୍ଦି ବାଗ
Bulandi Bagh | |
{{{imagealttext}}} | |
Bulandi Bagh is located in the northwestern corner, just above the railroad, of the 1895 excavation plan at Pataliputra (marked "Bulandhi Bagh" and "I"). | |
ଅବସ୍ଥାନ | Patna district, Bihar, India. |
---|---|
ଦିଗବାରେଣି | 25°36′07″N 85°10′48″E / 25.60194°N 85.18000°E |
ପ୍ରକାର | Settlement |
ବୁଲନ୍ଦି ବାଗ ଭାରତୀୟ ରାଜ୍ୟ ବିହାର ର ପାଟଳିପୁତ୍ର ଠାରେ ଥିବା ଏକ ପୁରାତତ୍ଵ ଖନନ ସ୍ଥଳୀ । ଏଠାରୁ 1895 ମସିହା ରେ ଥିବା ତତ୍ କାଳୀନ ରାଜଧାନି ପାଟଳିପୁତ୍ର ର ଭଗ୍ନାବଶେଷ ଉଦ୍ଧାର କରାଯାଇଛି । ଏହା ସହିତ ବ୍ରିଟିଶ ପ୍ରତ୍ନତତ୍ଵବିଦ ୱାଡେଲ ଙ୍କ ଖନନ ରୁ ଏଠାରେ କାଷ୍ଠ ନିର୍ମିତ ପଲିସେଡ଼ , ଯାହାକୁ ସୁରକ୍ଷ୍ୟା ପ୍ରାଚୀର ର ଅଂଶ ବୋଲି କୁହାଯାଏ , ତାହା ମଧ୍ୟ ଅଣାବରଣ କରାଯାଇଛି । ବୁଲନ୍ଦି ବାଗ ମୌର୍ଯ୍ୟ ବଂଶ ର ରାଜମହଳ ର ଅଂଶ ଥିଲା ବୋଲି ପ୍ରତ୍ନତତ୍ଵବିଦ ମାନେ ଅନୁମାନ କରନ୍ତି । [୧]
ବ୍ରିଟିଶ ଭାରତୀୟ ପ୍ରତ୍ନତତ୍ଵ ବିଭାଗ ର ସହଯୋଗକ୍ରମେ ଆମେରିକୀୟ ପ୍ରତ୍ନତତ୍ଵବିଦ ଡାଭିଡ ବ୍ରେଇନାର୍ଡ ସ୍ପୁନର 1912-13 ମସିହା ରେ ବୁଲନ୍ଦି ବାଗ ଅଞ୍ଚଳ ରେ ବୁଲାନ୍ଦି ବାଗ ର ଦକ୍ଷିଣ ଭାଗ ରେ ଥିବା କୁମରାହାର ଅଞ୍ଚଳ ଖନନ କରି ସର୍ଭେ କରିଥିଲେ । ସେ ସେଠାରୁ ମଧ୍ୟ କାଷ୍ଠା ନିର୍ମିତ ପଲିସେଡ଼ , ଟେରାକୋଟା ମୂର୍ତି , ମୁଦ୍ରିତ ମୁଦ୍ରା , ସିଲ ଆଦି ଉଦ୍ଧାର କରିଥିଲେ । [୨]
1926-1927 ମସିହା ରେ ଏମ . ଘୋଷ 0 ଜେ . ପେଜ ପ୍ରତ୍ନତତ୍ଵ ବିଭାଗ ତରଫ ରୁ ପୁନର୍ବାର ସେହି ଅଚଳ ଖନନ କରି ସେଠାରୁ 137 ମିଟର ଲମ୍ବ କାଷ୍ଠା ନିର୍ମିତ ପାଲିସେଡ଼ ଉଦ୍ଧାର କରିଥିଲେ , ଯାହା ମୌର୍ଯ୍ୟ ସମୟ ର ଥିଲା । ଏହା ଆକଳନ କରାଯାଏ ଯେ ପର୍ଯ୍ୟଟକ ମେଘସ୍ଥିନିସ ତାଙ୍କର ପାଟଳିପୁତ୍ର ଭ୍ରମଣ ସମୟ ରେ ଦେଖିଥିବା ପାଲିସେଡ଼ଓ ସେ ସେବିଷୟ ରେ ତାଙ୍କର ଗୋଗ୍ରାଫିଆ ରେ ତାହାର ବର୍ଣନା କରିଛନ୍ତି । [୩]
-
The Pataliputra capital was excavated in Bulandi Bagh.
-
Mauryan remains of wooden palissade at the Bulandi Bagh site, 1912-13.
-
Mauryan remains of a wooden palissade at Bulandi Bagh site, 1926-27.
-
Female figure found at Bulandi Bagh, Sunga period.
ଆଧାର ସମୂହ
- ↑ "Report on the excavations at Pataliputra (Patna)" Calcutta, 1903, page 16 [୧]
- ↑ Archaeological Survey of India report
- ↑ Archaeological Survey of India report