ଗୋପାଳ ଶର୍ମା
ଦେଖଣା
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm offbreak | |||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧], 4 February 2006 |
ଗୋପାଳ ଶର୍ମା pronunciation (help·info) (ଜନ୍ମ 3 ଅଗଷ୍ଟ , 1960 , କାନପୁର ) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଭାରତ ପାଇଁ 1985 ମସିହା ରୁ 1990 ମସିହା ଭିତରେ 5 ଟି ଟେଷ୍ଟ ଓ 11 ଟି ଏକଦିବଶୀୟ ଖେଳିଥିଲେ ।ସେ ଜଣେ ଅଫ-ସ୍ପିନର ଥିଲେ । ଦଳ ପାଇଁ ରବି ଶାସ୍ତ୍ରୀ , ଶିବରାମକୃଷ୍ଣାନ , ମନିନ୍ଦର ସିଂହ , ଅର୍ଶଦ ଅୟୁବ , ଶିବଲାଲ ଯାଦବ ଓ ନରେନ୍ଦ୍ର ହିର୍ବାଣି ଙ୍କ ପରି ପ୍ରତିଷ୍ଠିତ ସ୍ପିନର ରହିଥିବାରୁ ସେ ସ୍ଥାନ ପାଇବାରେ ଅସଫଳ ହଉଥିଲେ । [୧]
ସେ ସ୍ଵାଧୀନତା ପରେ ଉତ୍ତର ପ୍ରଦେଶ ରୁ ଭରତ ପାଇଁ ଖେଳିଥିବା ପ୍ରଥମ କ୍ରିକେଟର ଥିଲେ । ସେ 2004 ଓ 2005 ମସିହା ରେ ଭାରତୀୟ ଚୟନସମିତି ର କେନ୍ଦ୍ର ଜୋନ ପାଇଁ ସଦସ୍ୟ ଥିଲେ । .[୨]