Jump to content

ହୁମ, କ୍ରୋଏଟିଆ

ଉଇକିପିଡ଼ିଆ‌ରୁ
୦୮:୪୩, ୮ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Hum, Croatia") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Hum
Town
View of Hum
View of Hum
Country Croatia
County Istria
MunicipalityBuzet
Elevation
349 m (1,145 ft)
Population
 • Total୨୧
Time zoneUTC+1 (CET)
 • Summer (DST)UTC+2 (CEST)
Websitewww.hum.hr

ହୁମ  (Italian: Colmo

; German: Cholm) କ୍ରୋଏଟିଆ ଦେଶ ର କେନ୍ଦ୍ରୀୟ ଅଞ୍ଚଳ ଇଷ୍ଟରିୟା ର ଏକ ସହର । ଏହାକୁ ବିଶ୍ଵ ର କ୍ଷୁଦ୍ରତମ ସହର କୁହାଯାଏ । ଏହାର ଜନସଂଖ୍ୟା 2011 ଜନଗଣନା []ଅନୁସାରେ 21 ଥିଲା , ତେବେ ଅଫିସିଆଲ ହିସାବ ରେ ଏହା ଏକ ସହରାଞ୍ଚଳ ହିସାବ ରେ  ଉଲ୍ଲେଖ । .[]

ଇତିହାସ 

ବିଶ୍ଵର ଛୁଦ୍ରତମ ସହର  ର ମାନ୍ୟତା ପାଇଥିବା ହୁମ ସହର ର ପଶ୍ଚିମ ଦିଗ ରେ ପ୍ରାଚୀର ରହିଥିବା ବେଳେ ଅନ୍ୟ ଦିଗ ରେ ଗୃହ ସବୁ  ରହିଛି । ଏହି ସହର ବିଷୟ ରେ 1102 ମସିହା ର ତଥ୍ୟ ରେ ଉଲ୍ଲେଖ ରହିଛି । ସେ ସମୟ ରେ ଏହାକୁ ଚୋଳ୍ମ କୁହାଯାଉଥିଲା ଯାହା ଇଟାଲିୟାନ ନାମ କୋଲମୋ ର ଅପଭ୍ରଂଶ । 1552 ମସିହା ରେ ଏଠାରେ ଏକ ୱାଚ ଟାୱାର ନିର୍ମିତ ହେଇ ଏଠାରେ ଏକ ଘଣ୍ଟା ସ୍ଥାପିତ ହେଇଥିଲା । ଏହାକୁ ସହର ର ସୁରକ୍ଷ୍ୟା ନିମନ୍ତେ ବ୍ୟବହାର କରାଯାଉଥିଲା । []

ସେଣ୍ଟ ଜେରୋମ ନାମରେ ଏହି ସହର ରେ ଏକ ପାରିସ ଚର୍ଚ 1802 ମସିହା ରେ ନିର୍ମିତ ହେଇଥିଲା । ଏହା ପୂର୍ବରୁ ଥିବା ଏକ ପୁରାତନ ଚର୍ଚ ର ପାର୍ଶ୍ଵ ରେ ଜୁରାଜ ଗ୍ରଜନିକ ଙ୍କ ଦ୍ଵାରା ନିର୍ମିତ ହେଇଥିଲା । ପୁରାତନ ଚର୍ଚ ରେ ' ହୁମ ଗ୍ଲାଗୋଳିଥ କାନ୍ଥ ଲିଖନ " ରହିଥ୍ବର ଦେଖାଯାଏ ଯାହା ଦ୍ଵାଦଶ ଶତାବ୍ଦୀ ର ଶୈଳୀ । ଏହା କ୍ରୋଏଟିଆ ର ପ୍ରାଚୀନତମ ଗ୍ଲାଗୋଥିକ ସାହିତ୍ୟିକ ସଂସ୍କୃତି ର ପ୍ରମାଣ । ସହର ରେ ଥିବା ମିଉଜିଆମ ରେ ମଧ୍ୟ ଏହି ଲେଖା ସଂରକ୍ଷିତ ରହିଛି । []

Hum, istriago

ହ୍ଯାମ ସହର କୁ ବିଷ୍କା ର ସହର ମଧ୍ୟ କୁହାଯାଏ । ବିଷ୍କା ଏକ ପାରମ୍ପରିକ ଗ୍ରାପ୍ପା ବା ବ୍ରାଣ୍ଡି , ଯାହା ଔଷଧ ଭାବରେ ବ୍ଯବହ୍ରୁତ ହାଉଥିଲା ଏବଂ ଏହାର ପ୍ରସ୍ତୁତି ବିଧି 2,000 ବର୍ଷ ପ୍ରାଚୀନ । 


ଗେଲେରୀ  

References

  1. {{cite web}}: Empty citation (help)
  2. Frommer's Eastern Europe, pg. 179, Frommers (2009); ISBN 0-470-39908-2
  3. ୩.୦ ୩.୧ Naklada Naprijed, The Croatian Adriatic Tourist Guide, pg. 27, Zagreb (1999); ISBN 953-178-097-8