Jump to content

ନର୍ମଦା ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ
୦୪:୩୯, ୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Narmada Express") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Narmada Express (Indore - Bilaspur) Route map
Indore - Bilaspur Narmada Express at Indore Junction

ନର୍ମଦା ଏକ୍ସପ୍ରେସ (इंदौर - बिलासपुर नर्मदा एक्सप्रेस / اندور - بيلاسبور نارمادا إكسبرس)ଭାରତୀୟ ରାଜ୍ୟ ମଧ୍ୟପ୍ରଦେଶ ର ଇନ୍ଦୋର ଜଙ୍କସନ ରୁ ଛତିଶଗଦ ରାଜ୍ୟ ର ବିଳାସପୁର ଜଙ୍କସନ ମଧ୍ୟ ରେ ଦୈନିକ ଚଳାଚଳ କରୁଥିବା ଏକ ଟ୍ରେଳ । କେନ୍ଦ୍ର ଭାରତ ର ମୁଖ୍ୟ ନଦୀ ନର୍ମଦା ନଦୀ ର ନାମାନୁସାରେ ଏହି ଟ୍ରେନ ର ନାମକରଣ ହେଇଛି। 

ନମ୍ବର 

ଟ୍ରେନ କୁ ଦିଅ ଯାଇଥିବା ନମ୍ବର ଏହି ପ୍ରକାର 

  • 18233 - ଇନ୍ଦୋର ରୁ ବିଲାସପୁର 
  • 18234 - ବିଳାସପୁର ରୁ ଇନ୍ଦୋର 
ନିର୍ଗମନ ସ୍ଥଳୀ ରେ ନର୍ମଦା ଏକ୍ସପ୍ରେସ

ରହଣି ଓ ଯାତ୍ରାପଥ 

ଷ୍ଟେସନ ରେ ନର୍ମଦା  ଏକ୍ସପ୍ରେସ 

ଏହି ଟ୍ରେନ   ଉଜ୍ଜୟନ , ଇତରସି , ଜବଲପୁର , ଅନୁପୁର ପରି ମୁଖ୍ୟ ସହର ଦେଇ ଯାଇଥାଏ । 

କୋଚ 

An AC I TIER Coach of Narmada Express

ଏହି ଟ୍ରେନ ରେ ସାଧାରଣତଃ 23 କୋଚ ରହେ ଯାହା ମଧ୍ୟ ରେ ପ୍ରଥମ ଶ୍ରେଣୀ AC 1 ଟି , ଦ୍ଵିତୀୟ ଶ୍ରେଣୀ AC1 ଟି , AC II ଟାଇର 2 ଟି , AC 3 ଟାଇର 2 ଟି ସହ 11 ଟି ସ୍ଳିପର କୋଚ ଓ 4ଟି ସାଧାରଣ ବଗି ଥାଏ । ଏହି ଟ୍ରେନ ଦରକାର ମୁତବକ ବଗି ସଂଖ୍ୟା ବୃଦ୍ଧି କରାଯାଇଥାଏ । 

ଗତି 

ଫାଇଲ:Narmada Nameplate.jpg
Narmada Express name plate

ଟ୍ରେନ ର ହାରାହାରି ବେଗ 40 କିଲୋମିଟର ଘଣ୍ଟା ପ୍ରତି । ଏହା ପ୍ରତିଦିନ ଚଳାଚଳ କରେ । 

ପୁନଶ୍ଚ ଦେଖଣା 

  • Bhopal - Bilaspur Express

ଆଧାର