ମୁଣ୍ଡେଶ୍ୱରୀ ନଦୀ
Mundeswari River | |
ଦେଶ | India |
---|---|
ରାଜ୍ୟ | West Bengal |
Source | Damodar River |
ମୁଣ୍ଡେଶ୍ଵରୀ ନଦୀ ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର ଏକ କ୍ଷୁଦ୍ର ନଦୀ ଯାହା ବର୍ଷା କାଳ ରେ ହୁଗୁଳି , ପୂର୍ବ ମେଦିନୀପୁର ଜିଲ୍ଲା ରେ ବନ୍ୟା ସୃଷ୍ଟି କରିଥାଏ । ଦୁର୍ଗାପୁର ବାରେଜ ରୁ 2,000 ଘାନା ମିଟର ରୁ ବେସୀ ଜଳ ନିର୍ଗତ ହେବା ମାତ୍ରେ ଏହା ମୁଣ୍ଡେଶ୍ଵରୀ ଅଞ୍ଚଳ ର ହରିଙ୍ଖୋଳା[୧] ସ୍ଥାନ ରେ ବନ୍ୟା ସୃଷ୍ଟି କରିଥାଏ ।କେବଳାମୁଣ୍ଡେଶ୍ଵରୀ ଠାରେ ନଦୀ ର ଉଭୟ ତଟ ରେ ଏମବଙ୍କମେଣ୍ଟ ନିର୍ମିତ ହେଲେ ଏହି ବନ୍ୟା ପରିସ୍ଥିତି ରୁ ମୁକ୍ତି ମିଳିବ [୨]
ଇତିହାସ
ଏହି ନଦୀ ବିଷୟ ରେ 1910 ଜିଲ୍ଲା ଗେଜେଟିଆର ରେ କିଛି ଉଲ୍ଲେଖ ନଥିଲେମଧ୍ୟ 1994 ବର୍ଦ୍ଧମାନ ଜିଲ୍ଲା ଗେଜେଟିଆର ରେ ନମୋଲ୍ଲେଖ ରହିଛି । .[୩]
1914 ମସିହା ର ଭୟଙ୍କର ବନ୍ୟା ସମୟ ରେ ଦାମୋଦର ନଦୀ ଦୁଇ ଭାଗ ରେ ବିଭକ୍ତ ହେଇଗଲା । ଏକ ଭାଗ ମୁଣ୍ଡେଶ୍ଵରୀ ସହିତ ଯୋଗ ଦେଲା ଓ ଏହାକୁ ଏକ ବୃହତ ନଦୀ ରେ ପରିଣତ କଲା । [୩]
ଭୌଗୋଳିକ ତଥ୍ୟ
ଏହାର ଉପତ୍ତି ଏକ କେନାଲ ଭାବରେ ବର୍ଦ୍ଧମାନ ଜିଲ୍ଲା ର ମାଧବଡ଼ିହି ସ୍ଥିତ ଶ୍ରୀରାମପୁର ଗ୍ରାମ ରୁ ହେଇ ଏହା ଚକବୁରା ଓ ହୁଗୁଳି ଜିଲ୍ଲା ଦେଇ ଯାଇଛି । ପରିଶେଷ ରେ ଏହି ନଦୀ ରୂପନାରାୟନ ନଦୀ ସହ ସାଙ୍ଗମା ଲାଭ କରି ବଙ୍ଗୋପସାଗର କୁ ଯାଏ । [୩]