ରାଉଲିବନ୍ଧ
ରାଉଲିବନ୍ଧ ଭାରତୀୟ ରାଜ୍ୟ ଓଡିଶା ର ଗଞ୍ଜାମ ଜିଲ୍ଲା ର ଏକ ଗ୍ରାମ । ଏହା ମାଲଦା ଗ୍ରାମ ପଞ୍ଚାଯତ ଅଧୀନ ରେ ରହିଛି । [୧]
ଭୌଗୋଳିକ ଅବସ୍ଥିତି
ହୁମ୍ମା - ପୁରୁଷୋତ୍ତମପୁର ରାଜ୍ୟ ରାଜପଥ ରୁ 3 କିଲୋମିଟର ଦୂର ରେ ଏହି ଗ୍ରାମ ଅବସ୍ଥିତ ଓ ତାହା ନିକଟ ରେ ସନ୍ତୋଷପୁର ଗ୍ରାମ ରହିଛି । ଗ୍ରାମ ର ଆୟତନ 324.545 ଏକର । [୨]
ଜନ ଆବାଦୀ
2011 ଜନଗଣନା ଅନୁସାରେ ରାଉଳିବାନ୍ଧ ର ଜନ ସଂଖ୍ୟା 687 ଥିଲା । ଏଠି ମଧ୍ୟ ରୁ ପୁରୁଷ ସଂଖ୍ୟା 53 % ଓ ମହିଳା ସଂଖ୍ୟା 47% ଥିଲା । ସାକ୍ଷ୍ୟରତା ହାର 69% ଥିଲା ଯାହା ରାଜ୍ୟ ହାର 73 % ଠାରୁ କମ । 6 ବର୍ଷ ରୁ କମ ଆବାଦୀ 16% ଥିଲା । [୩]ଏହି ଆଞ୍ଚଲ ଆନ୍ଧ୍ର ନିକଟ ରେ ଥିବା ହେତୁ ଏଥିରେ ଅନେକ ତେଲୁଗୁ ଭାଷା ଭାଷି ଲୋକ ବସବାସ କରନ୍ତି ।
ଜୀବିକା ଓ ଶିକ୍ଷ୍ୟା
ଏଠାରେ ରହୁଥିବା ଅଧିବାସୀ ଙ୍କ ମୁଖ୍ୟ ଜୀବିକା କୃଷି । ଧାନ ସହ ଅନନ୍ୟ ଡାଲି ଜାତୀୟ ଚାଷ କରି ସେମାନେ ବଜାର ରେ ବିକ୍ରି କରନ୍ତି । ଏଠାରେ ମାତ୍ର ଏକ ପ୍ରାର୍ଥମିକ ବିଦ୍ୟାଳୟ ଥିବା ହେତୁ ପିଲା ମାନେ ଦୁରବର୍ତୀ ଗ୍ରାମ କୁ ପଢିବାକୁଜୟ ଥାନ୍ତି । ଏବେ ବିନା ଜଳସେଚନ ରେ ଚାଷ ଭଲ ହଉ ନଥିବାରୁ ଏଠାରୁ ବହୁ ପରିବାର ଛତିଶଗଦ ଅଞ୍ଚଳ କୁ ଚାଲି ଯାଇ କୋଇଲାଖଣି ଅଞ୍ଚଳ ରେ କମ କରୁଛନ୍ତି । ଏହି ଅଞ୍ଚଳ ବନ୍ୟା ସଙ୍କଟ [୪]ରେ ରହିଥାଏ ।
ଗେଲେରୀ
-
People busy with their agricultural works
-
Raulibandha at the lap of nature
-
Raulibandha's wetland areas. View from nearby hill top