Jump to content

ଛତରପୁର ମନ୍ଦିର , ଦିଲ୍ଲୀ

ଉଇକିପିଡ଼ିଆ‌ରୁ
୨୦:୩୧, ୨ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Chhatarpur Temple") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Chhatarpur Temple new delhi
A South Indian-style temple added in the complex
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନMehrauli, New Delhi
CountryIndia
Architecture
TypeHindu temple architecture
Baba Sant Nagpal

ଛତରପୁର ମନ୍ଦିର  (ସରକାରୀ ଭାଷା ରେ : ଶ୍ରୀ ଆଦ୍ଯ କାତ୍ୟାୟନୀ ଶକ୍ତି ପୀଠମ )ନୂଆ ଦିଲ୍ଲୀ ର ସହରତଳି ଅଞ୍ଚଳ ଛତରପୁର ଠାରେ ଅବସ୍ଥିତ । ଏହା ଭାରତ ରେ ଦ୍ଵିତୀୟ ସର୍ବବୃହତ ମନ୍ଦିର କମ୍ପ୍ଲେକ୍ସ ଓ ଏହା ଦେବୀ କାତ୍ୟାୟନୀ ଙ୍କୁ ଉତ୍ଶର୍ଗିତ । ,[] ଏହା କୁତବ ମିନାର ଠାରୁ 4 କିଲୋମିଟର ଦୂର ରେ ମେହେରାଉଲି - ଗୁରୁଗାଓ ରାସ୍ତା ରେ ଅବସ୍ଥିତ । [][]

ଏହି ମନ୍ଦିର 1974 ମସିହା ରେ ବାବା ସନ୍ଥ ନଗପାଳ ଜୀ ଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ବାବା ଙ୍କ ପରଲୋକ 1998 ମସିହା ରେ ହେଇଥିଲା ଓ ତାଙ୍କର ସମାଧି ମଧ୍ୟ ମନ୍ଦିର ପ୍ରାଙ୍ଗଣ ଗୌରି ନାଗେଶ୍ଵର ମନ୍ଦିର ପାଖ ରେ ରେ ରହିଛି ।.[]

ଅକ୍ଷୟରଧାମ ମନ୍ଦିର ନିର୍ମିତ ହେବା ଆଗରୁ ଏହା ଭାରତ ର ସର୍ବବୃହତ ମନ୍ଦିର ଥିଲା । ଏହି ମନ୍ଦିର ସମ୍ପୂର୍ଣ ଭାବରେ ମାର୍ବଳ ରେ ନିର୍ମିତ ଓ ଏଥିରେ ସୂକ୍ଷ୍ମ ଜଳିକାମ ହେଇଛି । 

ମନ୍ଦିର ପରିସର 

Nandi at Shiva temple, Chhatarpur temple
The main courtyard of Chhatarpur Temple

ମନ୍ଦିର ପରିସର ସମୁଦାଯ 60 ଏକର ପରିମିତ ସ୍ଥାନ ରେ ରହିଛି ଓ ସେଠାରେ ସାନା ବଡ 20 ଟି ମନ୍ଦିର 3 ଟି ଭିନ୍ନ ପରିଧି ଭିତରେ ରହିଛି । ମୁଖ୍ୟ ଦେବୀ କାତ୍ୟାୟନୀ ନବଦୁର୍ଗା ଙ୍କର ଏକ ଅଂଶ । ନବରାତ୍ର ସମୟ ରେ ଷଷ୍ଠ ଦିନ କାତ୍ୟାୟନୀ ଙ୍କ ବିଶେଷ ଉପାସନା କରାଯାଇଥାଏ । https://or.wikipedia.org/wiki/%E0%AC%95%E0%AC%BE%E0%AC%A4%E0%AD%8D%E0%AD%9F%E0%AC%BE%E0%AD%9F%E0%AC%BF%E0%AC%A8%E0%AD%80


ମୁଖ୍ୟ ମନ୍ଦିର ରେ କାତ୍ୟାୟନୀ ଙ୍କ ମନ୍ଦିର ସହ ଆରାଧନା କକ୍ଷ୍ୟ , ଶୟନ କକ୍ଷ୍ୟ , ପ୍ରାର୍ଥନା ହଲ ରହିଛି । ପ୍ରାର୍ଥନା ହଲ ରେ ଭଜନ ଓ ସତସଙ୍ଗ ସଭା ଅନୁଷ୍ଠିତ ହୁଏ । ମନ୍ଦିର ସାମ୍ନା ରେ ଏ3କ ପୁରାତନ ବୃକ୍ଷ ରହିଛି । ଭକ୍ତ ମାନେ ମନୋକାମନା ପୂରଣ ପାଇଁ ସେଠାରେ ପବିତ୍ର  ସୂତା ବାନ୍ଧି ଥାନ୍ତି । []ରାଧା କୃଷ୍ଣ ଓ ଗଣେଶ ଙ୍କ ମନ୍ଦିର ମଧ୍ୟ ନିକଟ ରେ ରହିଛି । []

ମନ୍ଦିର ର ସ୍ଥାପତ୍ୟ ଶୈଳୀ ରେ ଉଭୟ ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟ କଳା ର ନିଦର୍ଶନ ମିଳିଥାଏ । 

ଆଧାର ସମୂହ 

  1. not to be confused with Chhatarpur in Madhya Pradesh
  2. ୨.୦ ୨.୧ Chhatarpur temple
  3. Delhi city guide, by Eicher Goodearth Limited, Delhi Tourism.
  4. Founder of Chhatarpur temple dies[dead link] Indian Express, December 17, 1998.
  5. Chhatarpur temple durga-puja.org.

ବାହ୍ୟ ସଂଯୋଗ