ଅଚଙ୍କମାର ବନ୍ୟପ୍ରାଣୀ ଅଭୟାରଣ୍ୟ
ଅଚଙ୍କମାର ବନ୍ୟାପ୍ରାଣୀ ଅଭୟାରଣ୍ୟ ଭାରତୀୟ ରାଜ୍ୟ ଛତିଶଗଦ ର ଏକ ବନ୍ୟା ଜନ୍ତୁ ଅଭୟାରଣ୍ୟ । ଏଠାରେ କେତେକ ଶ୍ରେଣୀ ର ଅବଲୁପ୍ତ ପ୍ରାୟ ଜୀବ ଜନ୍ତୁ ରହିଛନ୍ତି ।
ଏହି ଅଭୟାରଣ୍ୟ 1975 ମସିହା ରେ ସ୍ଥାପିତ ହେଇଥିଲା । 2009 ମସିହା ରେ ଏହାକୁ ବ୍ୟାଘ୍ର ରିଜର୍ଭ ହିସାବରେ ମଧ୍ୟ ସ୍ବୀକୃତି ମିଳିଥିଲା ।ଏହା ର ଆୟତନ 557.55 ବର୍ଗ କିଲୋମିଟର ଏବଂ କହ୍ନା - ଅଚଙ୍କ୍ୟମାର କରିଡର ନାମକ ଆରଣ୍ଯକ ପଥ ଦ୍ଵାରା ମଧ୍ୟ ପ୍ରଦେଶ ର କାହ୍ନା ବ୍ୟାଘ୍ର ରିଜର୍ଭ ଦ୍ଵାରା ସଂଯୁକ୍ତ । [୧] ଏହି ପାର୍କ ବିଲାସପୁର ଓ ମୁଙ୍ଗୁଳି ଜଙ୍ଗଲ ଡିଭିଜନ ର ଏକ ଅଂଶ । ଏହାର ନିକଟସ୍ଥ ରେଳ ଷ୍ଟେସନ ବେଲଗହଣା ଠାରେ ରହିଛି । ଏଠାକୁ ପେଣ୍ଡରା ରୋଡ ଦେଇ କିମ୍ବା ବିଲାସପୁର ରେଳ ଷ୍ଟେସନ ବାଟେ ପହଞ୍ଚି ହୁଏ । ଏଠାରେ ରେଷ୍ଟୁରାଣ୍ଟ ଆଦି ସୁବିଧା ମଧ୍ୟ ରହିଛି । ଏହି ସ୍ଥାନ ନର୍ମଦା ନଦୀ ର ମୂଳ ସୃଷ୍ଟି ସ୍ଥଳ ଅମରକଣ୍ଟକ ର ସନ୍ନିକଟ ରେ ରହିଛି । .[୨]
ବୃକ୍ଷରାଜି
ଜଙ୍ଗଲ ରେ ମୁଖ୍ଯତଃ ଶାଳ , ପିଆଶାଳ , ବୀଜା ଓ ବାଉଁଶ ଜାତୀୟ ବୃକ୍ଷ ରହିଥାଏ .
ଜୀବଜନ୍ତୁ
॰ଏହି ଅଭୟାରଣ୍ୟ ରେ ବ୍ୟାଘ୍ର , ଚିତାବାଘ , ଗୌର ଛି8ତଳ , ବେଙ୍ଗଲ ଟାଇଗର , ହେଟାବାଘ , ସ୍ଳୋଥ ଭାଲୁ , ନୀଳଗାଇ , ଜଙ୍ଗଲି ଶ୍ଵାନ , ଚତୁସିଙ୍ଗା , ଆଦି ଜାତିର ବନ୍ୟା ପ୍ରାଣୀ ରହନ୍ତି .
ପୁନଶ୍ଚ ଦେଖଣା
- Indian Council of Forestry Research and Education
ଆଧାର ସମୂହ
- ↑ Kanha-Achanakmar, WWF India Archived September 24, 2008, at the Wayback Machine.Wayback Machine.
- ↑ Kanchi Kohli, Achanakmar village lies within the sanctuary, providing accommodation and food to tourists.