Jump to content

ନରସିଂହଗଡ ରାଜ୍ୟ

ଉଇକିପିଡ଼ିଆ‌ରୁ
୧୮:୦୬, ୨୮ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Narsinghgarh State") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ନରସିଂହଗଡ ଦୁର୍ଗ , ଏହା ନରସିଂହଗଡ ରାଜା ଙ୍କ ନିବାସ ଭାବେ 1962 ମସିହା ଯାଇ ବ୍ୟବହାର ହଉଥିଲା । 

ନରସିଂହଗଡ ରାଜ୍ୟ[] ଏକ ବ୍ରିଟିଶ ସାସାଇଟ ଭାରତୀୟ ରାଜକୀୟ ରାଜ୍ୟ । ଏହା ରାଜଗଡ ରାଜ୍ୟ ସହ ସମକାଳୀନ ଭାବେ ସ୍ଥାପିତ ହେଇଥିଲା । ବ୍ରିଟିଶ ରାଜୁତି ସମୟ ରେ ଏହା ଭୋପାଲ ଏଜେନ୍ସି ଅଧୀନ ରେ ରାଜପୁତ ରାଜା ମାନଙ୍କ ଦ୍ଵାରା ଶାସିତ ହଉଥିଲା । ଏହି ରାଜ୍ୟ ର ଆୟତନ 1920 ବର୍ଗ କିଲୋମିଟର ଥିଲା ଓ 1901 ମସିହା ର ଜନଗଣନା ରେ ଏହାର ଲୋକ ସଂଖ୍ୟା 38,052 ଥିଲା । ଏହାର ରାଜଧାନୀ ନରସିଂହଗଡ ସହର ଥିଲା । []


ଇତିହାସ 

ହିନ୍ଦୁ ରାଜପୁତ ବଂଶ ର ରାଜାଙ୍କ ଦ୍ଵାରା 1681 ମସିହା ରେ ସ୍ଥାପିତ ହେଇଥିବା ଏକ ରାଜ୍ୟ ରାଜା ଙ୍କ ଦୁଇ ପୁତ୍ର ଙ୍କ ମଧ୍ୟ ରେ ଭାଗ କରିବାକୁ ରାୟଗଡ ଓ ନରସିଂହଗଡ ରାଜ୍ୟ ସ୍ଥାପନ ହେଇଥିଲା । ଏହି ରାଜ୍ୟ ବଂଶଗତ ଜାଗିର ହିସାବ ରେ ହୋଲକାର ରାଜ୍ୟ ର ଶାସକ ମାନଙ୍କ ଅଧୀନ ରେ ଥିଲା । ମାତ୍ର 1872 ରେ ନରସିଂହଗଡ ଏକ ସ୍ଵତନ୍ତ୍ର ରାଜ୍ୟ ର ମାନ୍ୟତା ପାଇଥିଲା । [][]

1948 ମସିହା ରେ ଏହି ରାଜ୍ୟ ଭାରତୀୟ ରାଜ୍ୟ ସଂଘ ରେ ସମ୍ମିଳିତ ହେଇ ବର୍ତମାନ ମଧ୍ୟପ୍ରଦେଶ ର ଅଂଶ ହେଇ ରହିଛି । 

ଶାସକ 

ନରସିଂହଗଡ ର ଶାସକ ମାନେ ରାଜା ଉପାଧି ସହ ବ୍ରିଟିଶ ମାନଙ୍କ ଦ୍ଵାରା 11-ତୋପ ସମ୍ମାନ ର ଅଧିକାରୀ ଥିଲେ । .[]

ରାଜା ସବୁ 

  • 1872 - Mar 1873 Hanwant Singh (d. 1873)
  • 1873 - Apr 1890 Pratap Singh (d. 1890)
  • 28 Jun 1890 - 1896 Mahtab Singh (b. 1889 - d. 1896)
  • 1896 - 22 Apr 1924 Arjun Singh (b. 1887 - d. 1924) (from 3 Jun 1916, Sir Arjun Singh)
  • 23 Apr 1924 - 15 Aug 1947 Vikram Singh (b. 1909 - d. 1957) (from 1 Jan 1941, Sir Vikram Singh)

ଆଧାର ସମୂହ