Jump to content

ବେରି ରାଜ୍ୟ

ଉଇକିପିଡ଼ିଆ‌ରୁ
୧୪:୪୯, ୨୮ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Beri State") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବେରି ରାଜ୍ୟ  ବୁନ୍ଦେଲ୍ଖାନା ଅଞ୍ଚଳ ର ଏକ ପୂର୍ବତନ ରାଜକୀୟ ରାଜ୍ୟ ଥିଲା । ଏହା ଏକ କ୍ଷୁଦ୍ର ରାଜ୍ୟ ଓ ଏହାର ଆୟତନ ମାତ୍ର 82.87 ବର୍ଗ କିଲୋମିଟର । 1901 ଜନଗଣନାରେ ଏହାର ଜନସଂଖ୍ୟା 4,297 ଥ୍ଯିଲା । ଏହି ରାଜ୍ୟ ବେତୱା ନଦୀ ତଟବର୍ତୀ ଅଞ୍ଚଳ ରେ ଅବସ୍ଥିତ । ବ୍ରିଟିଶ ଶାସନ ସମୟ ରେ ଏହି ରାଜ୍ୟ କେନ୍ଦ୍ର ଏଜେନ୍ସି ଅଧିନସ୍ଥ ଥିଲା । 

[]Together with Baoni State (Kadaura) at its northwestern edge Beri State was forming an enclave within the directly-administered British territory of the Central Provinces.[]

History

ବେରି ରାଜ୍ୟ ଦେୱାନ ଆଚାରଜୁ ନକଲ ଦ୍ଵାରା 18 ଶ ଶତାବ୍ଦୀ ର ମଧ୍ୟ ଭାଗ ରେ ସ୍ଥାପିତ ହେଇଥିଲା । ସେ ଗ୍ଵାଲିଆର ର କରାଇହା ରାଜ୍ୟ ର ରାଜା ଦେୱାନ ମହାମା ରାଇ ଙ୍କ ପୁତ୍ର ଥିଲେ । []

1809 ମସିହା ରେ ବେରି ବ୍ରିଟିଶ ମାନଙ୍କ ଅଧୀନ ରାଜ୍ୟ ଭାବରେ ରହିଲା । ସେତେବେଳେ ରାଜା ଯୁଗଳ ପ୍ରସାଦ ରାଜୁତି କରୁଥିଲେ । []1950 ମସିହା ରେ ବେରି ର ଶେଷ ରାଜା ଯଦୁବେନ୍ଦ୍ର ସିଂହ ଏହି ରାଜ୍ୟ କୁ ସ୍ଵାଧୀନ ଭାରତୀୟ ରାଜ୍ୟ ସଂଘ ରେ ସମ୍ମିଳିତ କରିଥିଲେ । []

ଶାସକ 

ରାଜପୁତ ପୋଂବାର ବଂଶଜ ମାନେ ଏହି ରାଜ୍ୟ କୁ ଶାସନ କରୁଥିଲେ । 1945 ପର୍ଯ୍ୟନ୍ତ ସେମାନେ ଦେୱାନ ଉପାଧି ରେ କୁହା ଯାଉଥ୍ଯିଲେ । 1945 ରେ ପ୍ରଥମ କରି ଯଦୁବେନ୍ଦ୍ର ସିଂହ ରାଜା ଉପାଧି ଗ୍ରହଣ କରିଥିଲେ । [] []

ଦେୱାନ 

  • c.1750 ଆଚାରଜୁ ସିଂହ 
  • 17.. - c.1780ଖୁମାନ ସିଂହ 

ରାଓ 

  • c.1780 - 1814 ଯୁଗଳ ପ୍ରସାଦ 
  • 1814 - 1857 ଫାଇରାନ ସିଂହ ବିଶ୍ଵନାଥ ସିଂହ 
  • 18 Mar 1862 - 1892 ବିଜୟ ସିଂହ 
  • 1892 - 1904ରଘୁରାଜ ସିଂହ 
  • 8 Jun 1904 - 1945 ଲୋକେନ୍ଦ୍ର ସିଂହ 
  • 8 Jun 1904 - 1915 .... ବ୍ରିଟିଶ ଅଧୀନ 

Title Raja

  • 1945 - 1947 ଯଦୁବେନ୍ଦ୍ର ସିଂହ 

ପୁନଶ୍ଚ ଦେଖଣା 

  • Political integration of India

ଆଧାର ସମୂହ 

ବାହ୍ୟ ସଂଯୋଗ