Jump to content

ନୀଳଗିରି ରାଜ୍ୟ

ଉଇକିପିଡ଼ିଆ‌ରୁ
୧୫:୧୭, ୧୬ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Nilgiri State") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ନିଳଗିରି ରାଜମହଳ ର ଦ୍ଵାର

ନିଳଗିରି ରାଜ୍ୟ ବ୍ରିଟିଶ ରାଜୁତି ସମୟ ରେ ଏକ ରାଜକୀୟ ରାଜ୍ୟ ଥିଲା । ଏହା ଓଡିଶା ରାଜ୍ୟ ଏଜେନ୍ସି ଅଧୀନ ରେ ଥିଲା ଓ ଏହାର ରାଜଧାନୀ ରାଜ ନିଳଗିରି []ଥିଲା । ବର୍ତମାନ ଏହା ନିଳଗିରି ସହର ନାମରେ ପରଚିତ । 

ଏହି ରାଜ୍ୟ ଉତ୍ତର ଓ ପଶ୍ଚିମ ରେ ମୟୂର୍ଭଜ ରାଜ୍ୟ ଦ୍ଵାରା ପରବେଶିତ ରହିଥିଲା ଓ ଦକ୍ଷିଣ ରେ ବାଲେଶ୍ଵର ଜିଲ୍ଲା ଥିଲା । 1940 ରେ ନିଳଗିରି ର ଜନସଂଖ୍ୟା 73,109 ଥିଲା । ଏହାର ଆୟତନ 263 ବର୍ଗ କିଲୋମିଟର ରହିଥିଲା । ଏହା 1949 ରେ ବାଲେଶ୍ଵର ଜିଲ୍ଲା ରେ ସମରଜିତ ହେଇଥିଲା । []

ଇତିହାସ 

ପ୍ରବାଦ ଅନୁସାରେ ନିଳଗିରି ରାଜ୍ୟ 1125 ମସିହା ରେ ଛୋଟନାଗପୁର ଅଞ୍ଚଳ ରୁ ଆସିଥିବା ଜେନ ବ୍ୟକ୍ତି ଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । 1525 ମସିହା ରେ ଏଠାରେ ରାଜା ନାରାୟଣ ଶିଘ ସମ୍ରାଟ ଆକବର ଙ୍କ ପାଇଁ ଆଫଗାନ ଯୁଦ୍ଧ ରେ ସହାୟତା  କରି ନିଜକୁ ପରିଚିତ କରେଇଥ୍ଯିଲେ । 1611 ଓ 1797 ମଧ୍ୟ ରେ ଏହାର 7 ଜଣ ଶାସକ ରହିଥିଲେ । 

ସ୍ଵାଧୀନତା ସଂଗ୍ରାମ ସମୟ ରେ ସେ ଅଞ୍ଚଳ ର ସଂଗ୍ରାମୀ ମାନେ ବଳରାମ ରାଜ , ବନମାଳୀ ଦାସ , ଶ୍ୟାମସୁନ୍ଦର ପରିଡା ଆଦି ତତ୍ କାଳୀନ ରାଜା ଙ୍କୁ ପ୍ରବର୍ତଇ ନୂତନ ଭାରତ ରାଜ୍ୟ ସମୂହ ରେ ରାଜ୍ୟ କୁ ମିଶେଇ ଦେବାକୁ ରାଜି କରେଇଥିଲେ । ଏହା 1 ଜାନୁଆରୀ 1948 ରେ ଭ୍ହାରତୀୟ ରାଜ୍ୟ ସଂଘ ରେ ସମ୍ମିଳିତ ହେଲା । .[]

ଶାସକ ସମୂହ 

ଭଞ୍ଜ ରାଜପୁତ ବଂଶ ର ରାଜା ମାନେ ନିଳଗିରି କୁ ଶାସନ କରୁଥିଲେ [] They bore the ସେମାନେ ରାଜା ଓ ରାଣୀ  ଉପାଧି ଗ୍ରହଣ କରୁଥିଲେ। ଚିରା ଦେବୀ ଏକଦା ସେଠାରେ ରାନୀ ଭାବରେ ଶାସନ କରିଥିଲେ  .[]

Rajas

  • 1521 - 1564 Narayan Singh Bhujang Mandhata Birat Basant Harichandan
  • 1564 - 1797 ...... 23 intervening rulers
  • 1797 - 1832 Ramchandra Mardraj Harichandan
  • 1832 - 1833 Govindchandra Mardraj Harichandan
  • 1833 - 1843 Chira Devi (f) - Rani
  • 1843 - 1893 Krishnachandra Mardraj Harichandan (b. 1827 - d. 18..)
  • 1893 - 6 Jul 1913 Shyamchandra Mardraj Harichandan
  • 6 Jul 1913 - 15 Aug 1947 Kishorchandra Mardraj Harichandan (b. 1904 - d. 1960)
  • 6 Jul 1913 - 2 Feb 1925 .... -Regent

ଆଧାର ସମୂହ 

ବାହ୍ୟ ସଂଯୋଗ