ଚୌରିଙ୍ଗି, କଲିକତା
ଚୌରିଙ୍ଗି (ଚଉରଙ୍ଗି ମଧ୍ୟ କୁହାଯାଏ ) (ବଙ୍ଗଳା: চৌরঙ্গী) ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର ରାଜଧାନୀ କଲିକତା ସହର ର କେନ୍ଦ୍ର ରେ ଅବସ୍ଥିତ ଏକ ଅଞ୍ଚଳ । ଏହାର ଏକ ପାର୍ଶ୍ଵ ରେ ଜବାହରଲାଲ ନେହେରୁ ମାର୍ଗ ରହିଛି । ଏହା ଏକ ବ୍ୟବସାୟିକ ଅଞ୍ଚଳ । [୧]
ବ୍ୟୁପତ୍ତି
ଏହି ନାମ ର ବ୍ୟୁପତ୍ତି ବିଷୟ ରେ ବିଷାରଦ ମାନେ ମଧ୍ୟ ଦ୍ଵନ୍ଦ ରେ ରହନ୍ତି । ତେବେ ଚୌରିଙ୍ଗି ଗିରି ନାମକ ଜଣେ ଯୋଗୀ ଯିଏ ମାଁ କାଳି ଙ୍କ ଏକ ମୁଖର ପ୍ରତିକୃତି ପାଇ ତାହାକୁ ମୂଳ କାଳୀଘାଟ ମନ୍ଦିର ନିର୍ମାଣ ସ୍ଥାପନା କରିଥିଲେ , ତାଙ୍କ ନାମ ଅନୁସାରେ ଏହି ଅଞ୍ଚଳ ର ର ନାମ ଚୌରିଙ୍ଗି ହେଇଥିବାର କୁହା ଯାଇ । [୨]
ଇତିହାସ
ଗ୍ରାମ
[୩]17 ଶ ଶତାବ୍ଦୀ ରେ ଏହି ଅଞ୍ଚଳ ଜଙ୍ଗଲ ରେ ପୂର୍ଣା ଥିଲା । ସେଠାରେ ଚୌରିଙ୍ଗି , ବିରାଜି ଓ କୋଲିମ୍ବା ନାମକ ଗ୍ରାମ ସବୁ ଥିଲା । [୪]
ଭୌଗୋଳିକ ସ୍ଥିତି
କେନ୍ଦ୍ର କଲିକତା ରେ ଥିବା ଚୌରିଙ୍ଗି ର ଉତ୍ତର ରେ ଜନବଜର , ପୂର୍ବ ରେ ତାଳତାଲା ଦକ୍ଷିଣ ରେ ଭାବନିପୁର , ପଶ୍ଚିମ ରେ ମଇଦାନ ରହିଛି । ଏହାର ନିକଟ ଅଞ୍ଚଳ ନିଉ ମାର୍କେଟ ପାଖ ଯାଏ ରହିଛି । [୫] [୬].[୭]
ଜନ ଆବାଦୀ
ଚୌରିଙ୍ଗି କଲିକତା କର୍ପୋରେସନ ର 11 ଟି ୱାଡ କୁ ନେଇ ଗଠିତ । 2001 ଜନଗଣନା ରେ ଏହାର ସମୁଦାଯ ଜନସଂଖ୍ୟା 159,917 ଥିଲା । ଏଠି ମଧ୍ୟ ରୁ ପୁରୁଷ 101,189 ଥିବା ବେଳେ ମହିଳା 58,828 ଥିଲା । [୮]
ସୃଜନ ସୃଷ୍ଟି
ବଙ୍ଗାଳୀ ଉପନ୍ୟାସକାର ଶଙ୍କର Chowringhee ନାମକ ଏକ ପୁସ୍ତକ 1962 ରେ ରଚନା କରିଥିଲେ । ତାହା ଏହି ଅଞ୍ଚଳ ଉପରେ ପରଜ୍ଯବେଶିତ ଥିଲା । ତାହା ବହୁ ଜନ ଆଦୃତ ହେଇଥିଲା । .[୯] ପିନକୀ ମୁଖାର୍ଜୀ ଏହା ଉପରେ ବେଶିତ କରି ଏକ ଫିଲ୍ମ ନିର୍ମାଣ କରିଥିଲେ । [୧୦]
1981 ମସିହା ରେ ଅପର୍ଣା ସେନ , 36 Chowringhee Lane, ନାମକ ଏକ ଫିଲ୍ମ ନିଜ ନିର୍ଦେଶନା ରେ ନିର୍ମାଣ କରୁଥିଲେ । ଏହାର କାହାଣୀ ଏଠାରେ ଏକ ସାନ ଘରେ ଏକାକିତ୍ଵ ଜୀବନ ବିତଉଥିବା ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ ବୟସ୍କ ସ୍କୁଲ ଶିକ୍ଷକ ଙ୍କ ବିଷୟବସ୍ତୁ ଉପରେ ଆଧାରିତ ଥିଲା । [୧୧]
ଗେଲେରୀ
-
Industry House on Abanindranath Tagore Sarani
-
Pantaloon outlet on Abanindranath Tagore Sarani
-
St. Thomas Church adjacent to Loreto House on Middleton Row
-
KFC outlet on Middleton Row
-
Park Street flyover
ଆଧାର ସମୂହ
- ↑
{{cite web}}
: Empty citation (help) - ↑ Nair, P. Thankappan in The Growth and Development of Old Calcutta, in Calcutta, the Living City, Vol.
- ↑ Cotton, H.E.A., pp. 230-236.
- ↑ Cotton, H.E.A., Calcutta Old and New, 1909/1980, p. 19, General Printers and Publishers Pvt.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)