ନିଉ ମାର୍କେଟ , କଲିକତା
ନିଉ ମାର୍କେଟ , ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର ରାଜଧାନୀ କଲିକତା ମେଟ୍ରୋ ସହର ର ଏକ ବଜାର । ଏହା ଲିଣ୍ଡସେ ଷ୍ଟ୍ରିଟ ଅଞ୍ଚଳ ରେ ରହିଛି । ଯଦିଓ 'ନିଉ ମାର୍କେଟ ' ଏକ ଅବଦ୍ଧ ବଜାର , ସମଗ୍ର ବଜାର କୁ ଏବେ ନିଉ ମାର୍କେଟ ଭାବରେ ଖୁହା ଯାଇଥାଏ । .
History
କଲିକତା ର ଏକ ଅଞ୍ଚଳ କୁ ବ୍ରିଟିଶ ମାନେ ଦେଲହାଉସୀ ଛକ ନାମ ରେ ନାମିତ କରିଥିଲେ । ପରେ ଏହା ସହ ଧରମତାଳା , ଚୌରିଙ୍ଗି ଅଞ୍ଚଳ ମଧ୍ୟ ରହିଲା । 1850 ମସିହା ସୁଦ୍ଧା ବ୍ରିଟିଶ ମାନେ କଲିକତା ରେ ବହୁ ସଂଖ୍ୟା ରେ ବସବାସ କରୁଥିଲେ । ସେମାନେ ଭାରତୀୟ ସ୍ଥାନୀୟ ଲୋକ ଙ୍କ ସଙ୍ଗେ ବଜାର କରିବାକୁ ପସନ୍ଦ କରୁ ନଥିଲେ ।ଏହି ଭେଦ ଭାବ ଯୋଗୁଁ କଲିକତା କର୍ପୋରେସନ ବ୍ରିଟିଶ ନାଗରିକ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ବଜାର ବସେଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ଫଳ ରେ 1870 ମସିହା ରେ 1.000 ଟଙ୍କା ଅଟାକଳ ରେ ଏହି ବଜାର ନିର୍ମାଣ ଆରମ୍ଭ ହେଇଥିଲା ।
ଜାନୁଆରୀ 1 ତାରିଖ , 1874 ରେ ଏହି ବିଶାଳ ବଜାର ବ୍ରିଟିଶ ମାନଙ୍କ ପାଇଁ ଖୋଲା ହେଲା । ଏଠାରେ ପୁସ୍ତକ ଦୋକାନ ଠାରୁ ଜୋଟା ଦୋକାନ ଯାଏ ସବୁ ଖୋଲିଥିଲା । ଖୋଲିବାର 28 ବର୍ଷ ପରେ ଏହାକୁ କଲିକତା କର୍ପୋରେସନର ଚେୟାରମେନ ନାମାନୁସାରେ ଷ୍ଟୁଆର୍ଟ ହଗ ମାର୍କେଟ ନାମ ଦିଆଗଲା ।[୧]
[୧]Sir Stuart Hogg, then the Chairman of Calcutta Corporation, had shown tenacious support for the plans to build the New Market. So, 28 years later, on December 2, 1903, the market was officially named Sir Stuart Hogg Market and later shortened to Hogg Market.[୧] Bengali society, in the British era, called it Hogg Shaheber Bajaar, a name that is still in use, just as a painting of Sir Stuart Hogg still hangs in Calcutta Corporation’s portrait gallery. But the earliest provisional nickname, New Market, which remained in use throughout, proved to have the most sticking power.
ଖାଦ୍ୟ ଦ୍ରବ୍ୟ ଷ୍ଟୋର
ପରେ ଏହି ମାର୍କେଟ ରେ ଅନେକ ନାମୀ କମ୍ପାନୀ ର ଖାଦ୍ୟ ଦ୍ରବ୍ୟ ର ଦୋକାନ ସବୁ ଖୋଲିଥିଲା । ସେ ମଧ୍ୟ ରୁ 1902 ରେ ପ୍ରତିଷ୍ଠିତ ନହୌମ ଆଣ୍ଡ ସନ ଅନ୍ୟତମ ।[୨][୩]
ଅଗ୍ନି ବିପତ୍ତି
ଡିସେମ୍ବର 13 , 18\985 ଓ 20 ଜୁଲାଇ 2011 ରେ ଏହି ମାର୍କେଟ ରେ ଦୁଇଥର ଅଗ୍ନିକାଣ୍ଡ ହେଇଥିଲା । ପୁନର୍ବାର ମେ 2015 ରେ ଆଉଥରେ ଅଗ୍ନି ବିପ୍ପାତ ହେଇଥିଲା .[୪] [୫]
ବାହ୍ୟ ସଂଯୋଗ ସବୁ
- ↑ ୧.୦ ୧.୧ ୧.୨ Nag, Ashoke (17 September 2005). "130 years young: Kolkata's Raj insignia is still 'New".
- ↑ Our Bureau.
- ↑ "Nahoum's owner dies, bakery lives on".
- ↑ "Massive fire breaks out in New Market" (The Hindu). 19 May 2015.
- ↑ "Massive fire breaks out in Kolkata's New Market area" (DNA). 18 May 2015.