ଆନନ୍ଦ ଭବନ
ଦେଖଣା
ଆନନ୍ଦ ଭବନ ଭରତ ର ରାଜଧାନୀ ନୂଆ ଦିଲ୍ଲୀ ଠାରେ ଅବସ୍ଥିତ ଏକ ଜାତୀୟ ସଂଗ୍ରହାଳୟ । ଏହା ଏକ ଏଇତିହାସିକ ଗୃହ ଓ ନେହେରୁ ପରିବାର ର ବାସ ଗୃହ ଥିଲା । ଦେଶର ରାଜନୈତିକ ନେତା ମୋତିଲାଲ ନେହେରୁ 1930 ମସିହା ରେ ଏହାକୁ ନିର୍ମାଣ କରିଥିଲେ । ପ୍ରଥମେ ପ୍ରାକ-ସ୍ଵାଧୀନତା କଳା ରେ ଏହାକୁ ସ୍ଵରାଜ ଭବନ କୁହାଯାଉଥିଲା । 3 ପିଢୀ ର ନେହେରୁ ପରିବାର ଏଠାରେ ରହୁଥିଲେ । ଏକଦା ଏହା ଭାରତୀୟ ଜାତୀୟ କଂଗ୍ରେସ ର ମୁଖ୍ୟାଳୟ ମଧ୍ୟ ଥିଲା । ବର୍ତମାନ ଏହା ସଂଗ୍ରହାଳୟ ହେଲା ପରେ ଏଠାରେ ଜବାହାର ପ୍ଲାନେତରିଆମ ରହି ବିଜ୍ଞାନ ଓ ମହାକାଶ ନିରୀକ୍ଷୟନ କାର୍ଯ୍ୟ ରେ ବ୍ୟବହାର ହୁଏ ।
1970 ମସିହା ରେ ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆନନ୍ଦ ଭବନ କୁ ଜାତି ଉଦେଶ୍ୟ ରେ ପ୍ରଦାନ କରିଥିଲେ । ଏହା ସେହି ଦିନରୁ ଜାତୀୟ ସମ୍ପତ୍ତି ଭାବରେ ସଂଗ୍ରହାଳୟ ଭାବରେ ରହିଛି । [୧]
ଗେଲେରୀ
-
At the entrance of Anand Bhavan
-
General view
-
Information board
ପୁନଶ୍ଚ ଦେଖନ୍ତୁ
- List of tourist attractions in Allahabad
- List of museums in India
ଆଧାର
- ↑ Bhatt, S.C. (2005). Land and People of Indian States and Union Territories: In 36 Volumes. Uttar Pradesh. Vol. 28. Kalpaz publ. p. 453. ISBN 9788178353845. Retrieved 2015-08-30.