Jump to content

ଶିଳା ଦେବୀ ମନ୍ଦିର

ଉଇକିପିଡ଼ିଆ‌ରୁ
୨୧:୧୭, ୧୨ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Shila Devi") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଶିଳା ଦେବୀ ମନ୍ଦିର ରେ ନବଦୁର୍ଗା ଙ୍କ ମୂର୍ତି ସବୁ 

ଶିଳା ଦେବୀ (Hindi: शिला देवी ) ଭାରତୀୟ ରାଜ୍ୟ ରାଜସ୍ଥାନ ର ଜୟପୁର ରେ ଥିବା ଆମେର ଦୁର୍ଗ ରେ ଥିବା ପ୍ରସିଦ୍ଧ ମାଁ ଦୁର୍ଗ ମନ୍ଦିର । ମହାରାଜା ମାନ ସିଂହ ତାଙ୍କୁ ଜେସୋର ( ବର୍ତମାନ ବାଂଲା ଦେଶ ରେ ) ରୁ ଆଣି 1604 ମସିହା ରେ ସ୍ଥାପନ କରିଥିଲେ ।[] ନବରାତ୍ର ସମୟ ରେ ଷଷ୍ଠ ଦିନ ରେ ମାଁ ଶିଳା ଦେବୀ ଙ୍କ ସ୍ଵତନ୍ତ୍ର ଆରାଧନା ହେଇଥାଏ । I ସେହି ସମୟ ରେ ମନ୍ଦିରକୁ ସ୍ଥାନୀୟ ଓ ବାହାରୁ ବହୁତ ଭକ୍ତ ଆସିଥାଆନ୍ତି । 

ଲୋକ କଥା ଅନୁସାରେ ଦୁର୍ଗାପୁର ର ସୁସାଙ୍ଗ ରାଜପରିବାର ଯେଉଁ ପ୍ରସ୍ତର ଖଣ୍ଡ ରେ ଦଶଭୁଜା ଙ୍କ ମୂର୍ତି ର ନିର୍ମାଣ କରେଇ ଥିଲେ ସେହି ପ୍ରସ୍ତର ର ଅଂଶ ରୁ ଏହି ମୂର୍ତି ମଧ୍ୟ କରାଯାଇଥିଲା । ସେହି ଦଶଭୁଜା ଦୁର୍ଗ ଙ୍କ ମୂର୍ତି ମଧ୍ୟ ସୁସାଙ୍ଗ ରାଜପରିବାର ରୁ ଚୋରୀ ହେଇଯାଇଥିଲା । 

ଇତିହାସ 

ଷୋଡଶ ଶତାବ୍ଦୀ ର ଅନ୍ତିମ ଭାଗ ରେ ମହାରାଜା ମାନସିଂହ ବଙ୍ଗ ରାଜ୍ୟ ର ରାଜା ପ୍ରତାପଦିତ୍ୟ ଙ୍କ ଠାରୁ ଏହି ମୂର୍ତି ଆଣିବା ସମୟ ରେ ମହାରାଜା ମାନସିଂହ ରାଜା କେଦାର ଙ୍କ ଠାରୁ ଯୁଦ୍ଧ ରେ ପରାଜିତ ହେଇଥିବାରୁ ମାଁ କଲି ଙ୍କୁ ଅରଶନା କରି ତପସ୍ୟା କରିଥିଲେ ଓ ତାଙ୍କର ଆଶୀର୍ବାଦ ଲାଭ କରିଥିଲେ । ତେଣୁ ସେ ଶିଳା ଆକାର ରେ ଆଣି ତାକୁ ମୂର୍ତି ତିଆରି କରି ମନ୍ଦିର ରେ ସ୍ଥାପନ କରିଥିଲେ । ତେଣୁ ଦେବୀ ଙ୍କ ନାମ ଶିଳା ଦେବୀ ରକ୍ଷା ଯାଇଥିଲା । 

References

  1. Trudy Ring, Noelle Watson, Paul Schellinger (2012).