ଭାଟିକାନ ସିଟିର ରାଷ୍ଟ୍ରମୁଖ୍ୟଙ୍କ ତାଲିକା
ଭାଟିକାନ ସିଟି ର ୧୯୨୯ ରେLateran Treaty ଅନୁସାରେ ଏକ ସ୍ଵତନ୍ତ୍ର ଦେଶ ର ମର୍ଯ୍ୟାଦା ପାଇଲା । ତେବେ ଏଠାରେ ଗଣତନ୍ତ୍ର ପରି ନିର୍ବାଚନ କିମ୍ବା ରାଜତନ୍ତ୍ର ପରି ରାଜା ନ ରହି ଏହାର ମୁଖ୍ୟ ହିସାବ ରେ ଖ୍ରୀଷ୍ଟିୟାନ ଧର୍ମ ର ମୁଖ୍ୟ ପୋପ ହିଁ ରହନ୍ତି । ବର୍ତମାନ ୧୩ ମାର୍ଚ , ୨୦୧୩ ରୁ ପୋପ ଫ୍ରାନସିସ ଆସନ ଗ୍ରହଣ କଳା ପରେ ସେ ଭାଟିକାନ ସିଟି ର ମଧ୍ୟ ମୁଖ୍ୟ ଶାସକ ଭାବରେ କାର୍ଯ୍ୟ କରାଉଛନ୍ତି ।
ପ୍ରଚ୍ଛଦ ଇତିହାସ
ରୋମାନ ସାମ୍ରାଜ୍ୟ ଥିବା ବେଳେ ଏହା ଯେତେବେଳେ ଖଡା ବିଖଣ୍ଡିତ ହେବାକୁ ବସିଲା ବିଭିନ୍ନ ଅଞ୍ଚଳ ର ପ୍ରଭାବହୀନ ରାଜକୀୟ ସରକାର ମାନଙ୍କ ସ୍ଥାନ ବିଶପ ମାନେ ଗ୍ରହଣ କରି ନିଜେ ପ୍ରସାଶନ ଭାର ଗ୍ରହଣ କାଲେ । ସେମାନେ ସମ୍ରାଟ ଙ୍କ ଅଧୀନ ରେ ରହିଥିଲେ ।ରୋମ [୧] ସହର ର ଚତୁର୍ପାର୍ଶ୍ୱ ରେ ଏହିପରି ରାଜ୍ୟ ସବୁ ରହିଲା ଯାହାକୁ "ପାପାଳ ଷ୍ଟେଟ" କୁହାଗଲା । ଏହି ସାନୁ ଜାଗା ସମ୍ରାଟ ନେପୋଲିଅନ ନିଜ ଅକ୍ତିଆର କୁ ନେଇ ଯାଇଥିଲେ । ୨୦ ସେପ୍ଟେମ୍ବର , ୧୮୭୦ ରେ ଭିକ୍ଟର ଏମାନୁଏଲ II ରୋମ କୁ ଅଧିକାର କୁ ନେଇ ତାକୁ ଇଟାଲୀ ଦେଶ ର ରାଜଧାନୀ କଲେ । ତତ୍ କାଳୀନ ପୋପ ପୀୟୂଷ IX ଓ ତାଙ୍କର ଉତ୍ତରାଧିକାରି ମାନେ ଏହାକୁ ବିରୋଧ କରିଆସୁଥିଲେ । ତଥାପି ଶାସନ ଅଧିକାର ରୁ ବଞ୍ଚିତ ହେଇ ଏହା ପରଠୁ ପୋପ ଆଧ୍ୟାତ୍ମିକ ଦିଗ କୁ ଧ୍ୟାନ ଦେଇ ରହିଲେ । [୨]
ତେବେ ୧୯୨୯ ମସିହା ରେ ଫେବ୍ରୁୟାରୀ ୧୧ ରେ Lateran treaty ରେ ଦେଶ ସମୂହ ସ୍ଵାଧୀନ ଭାଟିକନ ସିଟି ଗଠନ ପାଇଁ ଚୁକ୍ତି ବଦ୍ଧ ହେଲେ । ଏହାର ପ୍ରଶାସନ ଭାର ଗାଦି ରେ ଥିବା ପୋପ ରହିବେ ବୋଲି ନିର୍ଧାରିତ ହେଲା । ସେହି ଅନୁସାରେ ପୋପ ମାନେ ସମ୍ପୂର୍ଣ କ୍ଷ୍ୟମତା ସହ ଭାଟିକାନ ସିଟି କୁ ଶାସନ କରି ଆସୁଛନ୍ତି । ବର୍ତମାନ ପର୍ଯ୍ୟନ୍ତ ୮ ଜଣ ପୋପ ଭାଟିକନ ସିଟି ର ଶାସନ ମୁଖ୍ୟ ହିସାବ ରେ ରହିଲେଣି ।
ଭାଟିକାନ ଶାସନ ମୁଖ୍ୟ ଙ୍କ ତାଲିକା
Regnal name | Accession | Death/resignation | Portrait | Coat of arms | Birth name |
---|---|---|---|---|---|
Pius XI | 11 February 1929 | 10 February 1939 | Ambrogio Damiano Achille Ratti | ||
Pius XII | 2 March 1939 | 9 October 1958 | Eugenio Marìa Giuseppe Giovanni Pacelli | ||
John XXIII | 28 October 1958 | 3 June 1963 | Angelo Giuseppe Roncalli | ||
Paul VI | 21 June 1963 | 6 August 1978 | ଫାଇଲ:PABLO VI.jpg | Giovanni Battista Enrico Antonio Maria Montini | |
John Paul I | 26 August 1978 | 28 September 1978 | Albino Luciani | ||
John Paul II | 16 October 1978 | 2 April 2005 | Karol Józef Wojtyła | ||
Benedict XVI | 19 April 2005 | 28 February 2013 | Joseph Aloisius Ratzinger | ||
Francis | 13 March 2013 | Incumbent | Jorge Mario Bergoglio |
ପୁନଶ୍ଚ ଦେଖନ୍ତୁ
- Index of Vatican City-related articles
- Politics of Vatican City