ପଶ୍ଚିମ ଓଡ଼ିଶା ବିଦ୍ୟୁତ ଯୋଗାଣ କମ୍ପାନୀ
ପଶ୍ଚିମ ଓଡିଶା ବିଦ୍ୟୁତ ଯୋଗାଣ କମ୍ପାନୀ ବା ( WESCO) ଓଡିଶା ସରକାର ଙ୍କ ଏକ ପବ୍ଲିକ ଲିମିଟେଡ କମ୍ପାନୀ ।ଏହା ନଭେମ୍ବର ୧୯ ତାରଖ , ୧୯୯୭ ରେ ପ୍ରତିଷ୍ଠିତ ହେଇ ପଶ୍ଚିମ ଓଡିଶା ର ବିଦ୍ୟୁତ ପରିବହନ , ବଣ୍ଟନ ରକ୍ଷଣା ବେକ୍ଷଣ ଓ ଶୁଳ୍କ ଆଦାୟ ପରି କାର୍ଯ୍ୟ ସମ୍ପାଦନ କରିଥାଏ । ଏହା ସାରା ଓଡିଶା ର ବିଦ୍ୟୁତ ସଂଚାଳନ ଦାୟିତ୍ଵ ରେ ଥିବା ଗ୍ରୀଡ କର୍ପୋରେସନ ଓଫ ଓଡିଶା ( GRIDCO) ର ଏହା ସହଯୋଗୀ ପ୍ରତିଷ୍ଠାନ ହିସାବ ରେ ଆରମ୍ଭ ହେଇଥିଲା । ସାଂପ୍ରତିକ ଏହା ସ୍ଵାଧୀନ ଭାବରେ ପରିଚାଳନା ପାଇଁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଦ୍ଵାରା ଆବଶ୍ଯକୀଯ ଅନୁମୋଦନ ପ୍ରାପ୍ତ ହେଇଛି ।
ବିଦ୍ୟୁତ ର ପରିବହନ , ବଣ୍ଟନ ଓ ରକ୍ଷୟଣା ବେଷଣ କାର୍ଯ୍ୟ ର ବେସରକାରୀକରଣ ପରେ WESCO ମୁମ୍ବାଇ ସ୍ଥିତ "ପାୱର ଉଟିଲିଟି" ନାମକ ଏହା କମ୍ପାନୀ ର ୫୧% ଅଂଶୀଦାର ହିସାବରେ ଏହି ଅଞ୍ଚଳ ର ଇଦ୍ୟୁତ ପରିବହନ ଓ ବଣ୍ଟନ ର ଦାୟିତ୍ଵ ଗ୍ରହଣ କରିଥିଲା ।
ସେବା ଅଞ୍ଚଳ ଓ ମୁଖ୍ୟ କର୍ଜ୍ୟାଳୟ
ଏହା ପଶ୍ଚିମ ଓଡିଶା ର ୯ ଟି ଜିଲ୍ଲା , ଯଥା , ସମ୍ବଲପୁର , ସୁନ୍ଦରଗଡ , ବରଗଡ , ଝାରସୁଗୁଡା , ଦେବଗଡ , ସୋନପୁର , ବଲାଙ୍ଗିର , ନୂଆପଡା ଓ କଳାହାଣ୍ଡି ଅନ୍ତର୍ଭୁକ୍ତ । ଏହା ରାଜ୍ୟ ର ୪୮,୦୦୦ ବର୍ଗ କିଲୋମିଟର ଅଞ୍ଚଳ କୁ ସେବା ପ୍ରଦାନ କରିଥାଏ । ଏହାର ମୁଖ୍ୟାଳୟ ବୁର୍ଲା ସହର ଠାରେ ଅବସ୍ଥିତ । [୧]
ଆଧାର
ବାହ୍ୟ ସଂଯୋଗ
This article about an Indian company is a stub. You can help Wikipedia by expanding it. |