ପୃଥ୍ୱୀ (କ୍ଷେପଣାସ୍ତ୍ର)
ପୃଥ୍ବୀi (ସଂସୃତ ରେ pṛthvī "Earth")ଏକ ଶଟ- ରେଞ୍ଜ ବିଶିଷ୍ଟ ଭୂମି -ରୁ-ଭୂମି ନିକ୍ଷ୍ଯେପଣ କରାଯାଇପାରୁଥିବା ମିସାଇଲ (SRBM) । ଏହା ଭାରତୀୟ ସରକାରଙ୍କ " Integrated Guided Missile Development Program" (IGMDP).ଦ୍ଵାରା ନିର୍ମିତ ଓ ଭାରତୀୟ କମାଣ୍ଡ ଫୋର୍ସ ଦ୍ଵାରା ନିଯୋଜିତ ହେଇଥାଏ ।
ଉନ୍ନୟନ ଓ ନିର୍ମାଣ ଇତିହାସ
କ୍ଷେପଣାସ୍ତ୍ର ନିର୍ମାଣ ରେ ଆତ୍ମନିର୍ଭରଶୀଳତା ହାସଲ କରିବାକୁ ଭାରତ ସରକାର ୧୯୮୩ ରେ ସମନ୍ଵିତ ଦିଗଦର୍ଶନ ସହ କ୍ଷେପଣାସ୍ତ୍ର ଉନ୍ନୟନ ପ୍ରକଳ୍ପ ର ଆରମ୍ଭ କରିଥିଲେ । ଏଠି ଦ୍ଵାରା ବିଭିନ୍ନ ପ୍ରକାରଭେଦ ର ଭୂମି -ରୁ -ଭୂମି , ତାହା ଭୂମି-ରୁ ଆକାଶ ଓ ସମୁଦ୍ର- ରୁ- ଆକାଶ କୁ ପ୍ରେରଣା କରାଯାଇପାରୁଥିବା କ୍ଷେପଣାସ୍ତ୍ର ର ଉନ୍ନୟନ ପ୍ରକଳ୍ପ ଆରମ୍ଭ ହେଇଥିଲା । ପୃଥ୍ବୀ ଏହି ଉଦ୍ୟମ ର ପ୍ରଥମ ସଫଳ ପ୍ରକଳ୍ପ । ଏହା ଭୂମି - ରୁ -ଆକାଶ ଜାତୀୟ କ୍ଷେପଣାସ୍ତ୍ର ଯାହା project Devil। [୧] ନାମ ରେ ଆରମ୍ଭ କରାଯାଇଥିଲା । ଏଥିରେ ତରଳ ବ ଶୁଷ୍କ ଜାତୀୟ ଇନ୍ଧନ ର ବ୍ୟବହାର ହେଇଥିଲା । ଏଥିରେ ଆଣବିକ ଅସ୍ତ୍ର ବହନ କରିପାରିବାର କ୍ଷ୍ୟମତା ରହିଥିଲା ।
ପ୍ରକାରଭେଦ
ଏହି ପୃଥ୍ବୀ ମିସାଇଲ ପ୍ରକଳ୍ପ ରେ ୩ ଟି ଭିନ୍ନ ପ୍ରକାର ମିସାଇଲ ର ଅରସ୍ତୁତି କରାଯାଇ ଭାରତୀୟ ଆର୍ମୀ, ବାୟୁସେନା ଓ ନୌସେନା ଦ୍ଵାରା ବ୍ୟବହୃତ ହେଇଥାଏ ।ସେ ଗୁଡିକ ନିମ୍ମ ପ୍ରକାର ର .[୨]
- ପୃଥ୍ବୀ-I (SS-୧୫୦) ଏହା ଆର୍ମି ରେ ବ୍ୟବହାର ପାଇଁ ପ୍ରସ୍ତୁତ । ଏଥିରେ ୧,୦୦୦ କିଲୋଗ୍ରାମ ବହନ କ୍ଷ୍ୟମତା ଥାଇ ଏହା ୧୫୦ କିଲୋମିଟର ଦୂର କୁ ଯାଇପାରିବାର ରେଞ୍ଜ ରହିଥାଏ ।
- ପୃଥ୍ବୀ II (SS-250) - ବାୟୁ ସେନା ରେ ବ୍ୟବହାର ପାଇଁ ଏହା ନିର୍ମିତ । ଏହାକୁ ୩୫୦ କିଲୋମିଟର[୩] ଦୂର ପାଇଁ ବ୍ୟବହାର କରାଯାଇପାରିବ । ଏହାର ଭାର ବହନ କ୍ଷ୍ୟମତା ୫୦୦ କିଲୋଗ୍ରାମ
- ପୃଥ୍ବୀ III (SS-350) - ଏହା ନୌସେନା ପାଇଁ ଉଦ୍ଧ୍ହିଷ୍ଟ । ଏହାର ରେବ୍ଜ ୩୫୦ କିଲୋମିଟର ହେଇଥିବା ବେଳେ ଭାର ବହନ ଶକ୍ତି ୧,୦୦୦ କିଲୋଗ୍ରାମ ।
ବର୍ଣନା
ଭାରତୀୟ ମିସାଇଲ ନିର୍ମାଣ ଓ ପରିକ୍ଷ୍ୟଣ ର ସାରଣୀ ;
Test Type | Date | User | Status | Notes |
---|---|---|---|---|
Test | 27 January 1996 | DRDO | Successful | |
User trial | 12 October 2009 (I)[୪] | Strategic Forces Command | Successful | |
12 October 2009 (II)[୪] | ||||
24 September 2010[୫] | Failure | Launch motor failure | ||
22 December 2010 (I)[୬] | Successful | |||
22 December 2010 (II)[୬] | ||||
9 June 2011[୭] | ||||
25 August 2012[୮] | ||||
4 October 2012[୯] | ||||
7 October 2013[୧୦] | ||||
7 January 2014[୧୧] | ||||
28 March 2014[୧୧][୧୨] | ||||
26 November 2015[୧୩] | ||||
16 February 2016[୧୪][୧୫] | ||||
18 May 2016[୧୬][୧୭][୧୮] |
times.
ପୁନଶ୍ଚ ଦେଖନ୍ତୁ
- Media related to Prithvi missiles at Wikimedia Commons
- Integrated Guided Missile Development Program
- Project Devil
- SS-45 Missile
- Project Valiant
- Dhanush (missile)
- Indian Ballistic Missile Defence Programme
ଆଧାର ସମୂହ
- ↑
{{cite web}}
: Empty citation (help) - ↑ Centre for Non Proliferation Studies Archive accessed 18 October 2006.
- ↑
{{cite web}}
: Empty citation (help) - ↑ ୪.୦ ୪.୧ "India test-fires two Prithvi- II missiles". The Hindu (in Indian English). 2009-10-12. ISSN 0971-751X. Retrieved 2016-05-18.
{{cite news}}
: More than one of|ISSN=
and|issn=
specified (help); More than one of|accessdate=
and|access-date=
specified (help) - ↑
{{cite web}}
: Empty citation (help) - ↑ ୬.୦ ୬.୧ "India test-fires two Prithvi-II ballistic missiles". The Times Of India. 2010-12-22.
- ↑
{{cite web}}
: Empty citation (help) - ↑ "Prithvi II successfully test-fired". thehindu.com. 2012-08-25. Retrieved 2012-08-25.
{{cite news}}
: More than one of|accessdate=
and|access-date=
specified (help) - ↑ "Prithvi-II ballistic missile test fired". The Hindu. 4 October 2012. Retrieved 4 October 2012.
{{cite news}}
: More than one of|accessdate=
and|access-date=
specified (help) - ↑
{{cite web}}
: Empty citation (help) - ↑ ୧୧.୦ ୧୧.୧ "India test-fires nuclear-capable Prithvi-II missile". The Indian Express. 7 January 2014. Retrieved 7 January 2014.
{{cite news}}
: More than one of|accessdate=
and|access-date=
specified (help) - ↑
{{cite web}}
: Empty citation (help) - ↑ "India successfully test fires Prithvi". 26 November 2015.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)