Jump to content

କଳପା , ହିମାଚଳ ପ୍ରଦେଶ

ଉଇକିପିଡ଼ିଆ‌ରୁ
୦୯:୧୩, ୨୯ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kalpa, Himachal Pradesh") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

କଳପା ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ର କିନ୍ନୌର ଜିଲ୍ଲା ର ଏକ କ୍ଷୁଦ୍ର ସହର । ଏହା ହିମାଳୟ ର ପଦ ଦେଶ ରେ ଥିବା ଅରନ୍ୟାଞ୍ଚଳ ରେ ରହିଛି । ଏଠାରେ ବହୁ ପରିମାଣ ରେ ଏପଲ ଉତ୍ପାଦନ  ହୁଏ । ଭାରତ ର ପ୍ରଥମ ଭୋଟର ଭାବେ ଜଣାଶୁଣା ହେଇଥିବା ଶ୍ୟାମ ସୁନ୍ଦର ନେଗୀ ଏହି ସ୍ଥାନ ରେ ରହନ୍ତି । []

ଭୌଗୋଳିକ ସ୍ଥିତ 

କଳପା ର ଅବସ୍ଥିତି  31.53°N 78.25°E.ଠାରେ []..ଏହାର ପତ୍ତନ ୯,୭୧୧ ଫୁଟ । ଏହା ଶିମଳା ଠାରୁ ୨୬୫ କିଲୋମିଟର ଦୂର ରେ ଜାତୀୟ ରାଜପଥ NH-୨୨ ରେ ଅଛି । ଏହା କିନ୍ନୌର କୈଲାଶ ବରଫ ଶ୍ରୁଙ୍ଗ ଥିବା ପର୍ବତମାଳା ର ପାଦ ଦେଶ ରେ ଅବସ୍ଥିତ । ଏପଲ ଅରଚାର୍ଡ , ପାଇନ ଜଙ୍ଗଲ ଓ ବିଶାଳ ଦେଓଧର ବୃକ୍ଷୀ ର ଜଙ୍ଗଲ ମଝିରେ କଳପା ରହିଛି । 

Kalpa and Kinnaur Kailash during monsoon weather

ଦ୍ରୁଶ୍ଯ ରାଜି 

Buddhist Temple at Kalpa
Beautiful wooden work at main Entrance of Hindu Temple at Kalpa
Hindu Temple at Kalpa
Kalpa as of June 2015

ଜନ ଆବାଦୀ

କଳପା ରେ ସାକ୍ଷ୍ୟରତା ହାର ୮୩.୭୫ % ଯାହା ଭରତ ର ସାକ୍ଷ୍ୟରତା ହାର ଠାରୁ ଅଧିକ । 


କଳପା ନିକଟ ରେ ଥିବା କିନ୍ନୌର କୈଲାଶ ଏକ ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳୀ । ଏଠାରୁ ହିମାଲୟ ର ସୁନ୍ଦର ଦ୍ରୁଶ୍ଯ ଓ ଶୀତଳ ଜଳବାଯୁ ବହୁ ସଂଖ୍ୟକ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିଥାଏ । ସୁର୍ଜ୍ୟୋଦୟ ଓ ସୂର୍ଯ୍ୟାସ୍ତ ର ଦୃଶ୍ୟ ମଧ୍ୟ ଏଠାରେ ମନୋରମ । 

ଦର୍ଶନୀୟ ସ୍ଥାନ ସବୁ 

ଶିମଳା ଠାରୁ ୨୬୦ କିଲୋମିଟର ଦୂର ରେକୋଙ୍ଗ ପେଓ ଏହା ନିକଟସ୍ଥ ଏକ ଦର୍ଶନୀୟ ସ୍ଥାନ । 

କୋଠି : ରେକଙ୍ଗ ପେଓ ଠାରୁ ୩ କିଲୋମିଟର ଦୂର ରେ କୋଠି ଏକ ଦର୍ଶନୀୟ ସ୍ଥାନ । ଏଠାରେ ଦେବୀ ଚନ୍ଦ୍ରିକା ଙ୍କ ଏକ ପୁରାତନ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ର ଚମତ୍କାର ସ୍ଥାପତ୍ୟ ସହ ଦେବୀ ଙ୍କ ସ୍ଵର୍ଣ ପ୍ରତିମା ମଧ୍ୟ ଦର୍ଶନୀୟ । 

ପରିବେଶ 

କଳପା ର ଜଳବାଯୁ ଖୁବ ହିତକର । ଶୀତ କାଳ ଛଡା ଏଠାରେ ଅନନ୍ୟ ସମୟ ରେ ଖୁବ ଅରମଦାୟକ ତାପମାନ ରହେ । ଶୀତ ଦିନେ ଏହାର ତାପମାନ -୧୬ ଡିଗ୍ରୀ ହେବା ସହ ବରଫ ପାତ ହୁଏ । 

Food habits

Kinner Kailash Resort Kalpa

କଳପା ଅଞ୍ଚଳ ରେ ବହୁ ପରିମାଣ ରେ ଫଳ ମିଳୁଥିବାରୁ ସେସବୁ ଏଠାରେ ମୁଖ୍ୟ ଖାଦ୍ଯ ଭାବେ ବ୍ୟବହାର ହୁଏ । ଡାଲି ଜାତୀୟ ଖାଦ୍ୟ ଦ୍ରବ୍ୟ ମଧ୍ୟ ଏଠାରେ ଉତ୍ପାଦନ ହେଇଥାଏ।  ହୁଏ । ଚାଉଳ ଏଠାକୁ ଅନନ୍ୟ ଅଞ୍ଚଳ ରୁ ଆମଦାନୀ ହେଇଥାଏ । 

Lifestyle

Kinnaur Kailash from Kalpa

ଏଠାକାର ଅଧିବାସୀ ମାନେ ତିବତ ଲୋକଙ୍କ ପରି ବସ୍ତ୍ର ପରିଧାନ କରନ୍ତି । ପଶମ ବସ୍ତ୍ର ର ଚାହିଦା ଏଠାରେ ବହୁଳ ଥିବାର ଦେଖାଯାଏ । 

Religion

ଏହି ଜିଲ୍ଲା ର ମୁଖ୍ୟ ଧର୍ମ ହିନ୍ଦୁ ହେଇଥିବା ବେଳେ ତିବ୍ବତୀୟ ବୌଦ୍ଧ ଧର୍ମ ମଧ୍ୟ ରହିଛି । ଉଭୟ ସମୋରଦାୟ ମଧ୍ୟ ରେ ଖୁବ ଉତ୍ତମ ସମନ୍ନ୍ୟୟ ରହିଥିବାର ଦେଖା ଯାଏ । 

ଆଧାର ସମୂହ 

  1. {{cite web}}: Empty citation (help)
  2. Falling Rain Genomics, Inc - Kalpa

ବାହ୍ୟ ସଂଯୋଗ ସବୁ