ସୋନପୁର କଲେଜ
ସୋନପୁର ସ୍ଵଯାଂଶାସିତ କଲେଜ ଓଡିଶା ର ଏକ ରାଜ୍ୟ ସୋନପୁର ବା ସୁବରଣପୁର ର ସଦର ମହକୁମା ସୋନପୁରସହର ରେ ଅବସ୍ଥିତ । .[୧]
ଇତିହାସ
ଏହି କଲେଜ ୧୯୬୪ ମସିହା ରେ ଆରମ୍ଭ ହେଇଥିଲା । ପ୍ରଥମେ ଏହା ଭୁବନେଶ୍ବର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ( affiliated) ହେଇ ପ୍ରାକ- ବିଶ୍ୱବିଦ୍ୟାଳୟ ଶ୍ରେଣୀ ସହ କ୍ଷ୍ଲିଥିଲା । ପରେ ୧.୧୧୯୬୭ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଡଜିନ କୁ ଆସିଲା । ପ୍ରଥମେ ପୁରାତନ ଜଜ କୋର୍ଟ ଭବନ ରେ ଆରମ୍ଭ ହେଇଥିବା ଏହି କଲେଜ ପରବର୍ତୀ କାଳ ରେ ପ୍ରାକ୍ତନ ସୋନପୁର ରାଜପରିବାର ର ଅତିଥି ଭବନ ଭାବରେ ଥିବା ମହାନଦୀ ତଟ ରେ ଥିବା ବିଶାଳକାୟ ' ମିତ୍ରୋଦୟ ଭବନ ' କୁ ସ୍ଥାନନ୍ତରିକରଣ ହେଲା । ଏହି ଭବନ କୁ ରାଜପରିବାର ଦ୍ଵାରା କରାଯାଇଥିବା ' ସୋନପୁର ଟ୍ରଷ୍ଟ ' କଲେଜ ପାଇଁ ଦାନ କରିଥିଲେ ।
୧୯୬୬ ରେ ଏଠାରେ ବି ॰ ଏ ॰ ଡିଗ୍ରୀ ସହ ଇଣ୍ଟେର୍ମିଡିଆତେ ସ୍ତର ରେ ବିଜ୍ଞାନ ଖୋଲିଲା । ପରେ ୧୯୭୧ ରେ ଏଠାରେ ବି ॰ଏସସି ॰ ଖୋଲିଥିଲା । ଏହି କଲେଜ ଏବେ ସମ୍ପୂର୍ଣ ଡିଗ୍ରୀ ଶ୍ରେଣୀୟ କଲେଜ ହେବା ସହ ଆର୍ଟସ , ସାଇନ୍ସ ଓ କମର୍ଶ ଶ୍ରେଣୀ ରେ ଅନେକ ବିଷୟ ରେ ଅନର୍ସ ମଧ୍ୟ ରହିଛି ।
ହଷ୍ଟେଲ ଓ ଅନନ୍ୟ ସୁବିଧା
ଏହି କଲେଜ ରେ ବାହାରୁ ଆସୁଥିବା ଛାତ୍ର ମାନଙ୍କ ରହିବା ପାଇଁ ପାଇଁ ୨ ଟି ହଷ୍ଟେଲ ରହିଛି । ପଥ ପଢା ବ୍ୟତୀତ ଅନ୍ୟ ବୃତିଗତ ଶିକ୍ଷୟା ପାଇଁ ଏଠାରେ ବିଭିନ୍ନ ବ୍ୟବସ୍ତା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରହିଛି ।
ଆଧାର
ବାହ୍ୟ ସଂଯୋଗ ସମୂହ External links
- History of Sonepur College
- Sonepur College web site
- Sonepur College profile in Indiastudychannel
- Sonepur Autonomous College website