ଅଶ୍ୱତ୍ଥାମା
ଅଶ୍ଵଷ୍ଠମା ତଥା ଦାରୁଣୀ ନାମରେ ପରିଚିତ ଚରିତ୍ର ' ମହାଭାରତ ' ର ଅନ୍ୟତମ ଚର୍ଚିତ ଚରିତ୍ର । ଗୁରୁ ଦ୍ରୋଣ ଙ୍କ ପୁତ୍ର ତଥା ବ୍ରାହ୍ମଣ ବିଦ୍ଵାନ ଭରଦ୍ବାଜ ଙ୍କ ପୌତ୍ର ଅଶ୍ଵଷ୍ଠମା ଜଣେ ମହାରଥୀ ତଥା ଯୋଧ୍ୟା । କୁରୁକ୍ଷେତ୍ର ଯୁଦ୍ଧ ରେ ସେ କୌରବ ଙ୍କ ତରଫ ରୁ ବିଶେଷ ଭାବରେ ଅବଦାନ ଦେଇଥିବା ଯୋଧ୍ୟା ହିସାବ ରେ ମହାଭାରତ ରେ ପରିଚିତ । ତାଙ୍କୁ ପୁରାଣ ବର୍ଣିତ ୧୧ ରୁଦ୍ର ଙ୍କ ଭିତରୁ ଜଣଙ୍କ ଅବତାର ବୋଲି ମଧ୍ୟ କୁହା ଯାଏ । କଥିତ ଅଛି ସେ ଚିରଞ୍ଜିବୀ ( ଅମର) ଥିଲେ ଓ କୁରୁକ୍ଷେତ୍ର ଯୁଦ୍ଧ ରେ ନିହତ ହେଇ ନଥିବା କୌରବ ପକ୍ଷ୍ୟ ର ଜଣେମାତ୍ର ସେ ।
ବ୍ୟୁପତ୍ତି
ମହାଭାରତ ଅନୁସାରେ ଅଶ୍ଵଷ୍ଠମା " ଅଶ୍ଵ ପରି ଶବ୍ଦ କରୁଥିବା " । ସେ ଜନ୍ମ ସମୟ ରେ ଅଶ୍ଵ ପରି ଚିତ୍କାର କରୁଥିବାରୁ ତାଙ୍କୁ ଅଶ୍ଵଷ୍ଠମା ନାମ ଦିଅ ଯାଇଥିଲା ।
ଜନ୍ମ ଓ ଯୁଦ୍ଧ ପୂର୍ବବର୍ତୀ ଜୀବନୀ
ଅଶ୍ଵଷ୍ଠମା ଦ୍ରୋଣାଚାର୍ଜ୍ୟ ଓ କୃପି ଙ୍କ ସନ୍ତାନ ଥିଲେ । ଦ୍ରୋଣ ବହୁବର୍ଷ ତପସ୍ୟା କରି ମହାଦେବ ଶିବ ବଙ୍କା ଠାରୁ ବର ପ୍ରାପ୍ତ ହେଇଥିଲେ ଯେ ତାଙ୍କ ଔରସ ରୁ ଜାତ ପୁତ୍ର ସିବା ଙ୍କ ପରି ଶକ୍ତିଶାଳୀ ହେବ । ତେଣୁ ଅଶ୍ଵଷ୍ଠମା ଚିରଞ୍ଜିବୀ ଥିଲେ ଓ ତାଙ୍କ ମସ୍ତକ ରେ ଏକ ରତ୍ନ ଥିଲା ଯାହା ଫଳ ରେ ସେ ସବୁ ଶକ୍ତି ରୁ ବଳୀୟାନ ହେଇଥିଲେ । ସେ କ୍ଷୁଧା , ତୃଷା ଓ ବ୍ୟଥା ରୁ କଷ୍ଟ ପାଉନଥିଲେ ।
ହସ୍ତିନାପୁର ଗମନ
ବାଳକ ଅଶ୍ଵଷ୍ଠମା ଠାରେ କ୍ଷୀର ପିଏବା ପାଇଁ ଇଚ୍ଛା କଲେ । କିନ୍ତୁ ଦ୍ରୋଣ ଙ୍କ ଠାରେ ଗାଈ ନ ଥିଲା । ତେଣୁ ସେ ତାଙ୍କର ଜଣେ ବାଲ୍ୟ ବନ୍ଧୁ ଦ୍ରୁପଦ ଙ୍କୁ ସ୍ମରଣ କଲେ । ବହୁ କାଳ ପୂର୍ବରୁ ଦ୍ରୁପଦ ଦ୍ରୋଣ ଙ୍କ ଉପରେ ଖୁସି ହେଇ ତାଙ୍କୁ ତାଙ୍କର ଯାହା ଥିବା ତାର ଅଧା ଦେବାକୁ କହିଥିଲେ । ଦ୍ରୋଣାଚାର୍ଜ୍ୟ ରାଜା ଦ୍ରୁପଦ ଙ୍କ ଦରବାର କୁ ଯାଇ ବାଲ୍ୟ କାଳ କଥା ମାନେ ପକେଇଦେଲେ । ମାତ୍ର ଦ୍ରୁପଦ ତାଙ୍କ କଥା ନ ଶୁଣି ତାଙ୍କୁ ତାଚ୍ଛଲ୍ୟ ତଥା ଅପମାନ ଦେଇ ରାଜସଭା ରୁ ତଡି ଦେଲେ ।
ଏହି ଘଟନା ଦେଖି କୃପାଚାର୍ଜ୍ୟ ଦ୍ରୋଣାଚାର୍ଜ୍ୟ ଙ୍କ ଉପରେ ଦୟାପରବସ ହେଇ ତାଙ୍କୁ ହସ୍ତିନାପୁର କୁ ଡାକିନେଲେ । ସେଠାରେ ସେ ଭୀଷ୍ମ ଙ୍କୁ ଭେତିଳେ ଓ ପାଣ୍ଡବ ଓ କୌରବ ମାନଙ୍କ ଶିକ୍ଷ୍ୟା ପ୍ରଦାନ କରିବାକୁ ଗୁରୁ ଭାବରେ ନିଯୁକ୍ତ ହେଲେ । ହସ୍ତିନାପୁର ରେ ଅଶ୍ଵଷ୍ଠମା ମଧ୍ୟ ରହି କୌରବ ଓ ପାଣ୍ଡବ ମାନଙ୍କ ସହ ଯୁଦ୍ଧ କୌଶଳ ସହ ଅନନ୍ୟ ବିଦ୍ୟା ଶିଖିଲେ ।
ଶିବ ଙ୍କ ଅବତାର
ଶାସ୍ତ୍ର ବିଦ୍ଵାନ ଚଟହୁର୍ତି ଙ୍କ ବିଶ୍ଳେଷଣ ଅନୁସାରେ ଅଶ୍ଵଷ୍ଠମା ମହାଦେବ ଶିବ ଙ୍କ ରୁଦ୍ର ଅବତାର ର ଅଂଶ ହିସାବ ରେ ଜନ୍ମ ହେଇଥିଲେ । ଭୀଷ୍ମ ନିଜେ ଘୋଷଣା କରିଥିଲେ ଯେ ଅଶ୍ଵଷ୍ଠମା ଙ୍କୁ ପରାସ୍ତ ବା ହତ୍ୟା କରିବା ସାଧାରଣତଃ ସମ୍ଭବ ନୁହେ , କାରଣ ସେ ଶିବ ଙ୍କ ଅଂଶ ଯୁକ୍ତ ଥିଲେ ଓ ଚିରଞ୍ଜିବୀ ହେଇଥିଲେ । ଦୁର୍ଜ୍ୟୋଧନ ଏକଥା ଜାଣି ପରେ ଅଶ୍ଵଷ୍ଠମା ଙ୍କୁ ତାଙ୍କ ସେନା ରେ ସେନାପତି ଭାବେ ରଖି ମହାଭାରତ ଯୁଦ୍ଧ ରେ ତାଙ୍କର ଶକ୍ତି ର ସବୁ ସୁଯୋଗ ନେଇଥିଲେ ।
ଭଗବାନ ଶ୍ରୀକୃଷ୍ଣ ଓ ବ୍ୟାସ ମଧ୍ୟ ଏକଥା ଜାଣିଥିଲେ । ତେଣୁ ଶ୍ରୀକୃଷ୍ଣ ଙ୍କୁ ମହାଭାରତ ଯୁଦ୍ଧ ସମୟ ରେ ଅଶ୍ଵଷ୍ଠମା ଙ୍କୁ ପରାହତ କରେଇବା ପାଇଁ ସ୍ଵତନ୍ତ୍ର କୌଶଳ ଅବଲମ୍ବନ କରିବାକୁ ହେଇଥିଲା ।
କୁରୁକ୍ଷେତ୍ର ଯୁଦ୍ଧ ରେ ଅଂଶଗ୍ରହଣ
କୌରବ ଙ୍କ ପକ୍ଷ ରେ ଦ୍ରୋଣ ଓ ଅଶ୍ଵଷ୍ଠମା
ରାଜା ଧୃତରାଷ୍ଟ୍ର ଙ୍କ ଆଦେଶ ବଳ ରେ ଦ୍ରୋଣ ଉଭୟ କୌରବ ଓ ପାଣ୍ଡବ ମାନଙ୍କୁ ଶିକ୍ଷ୍ୟା ଦେଇଥିଲେ ମଧ୍ୟ ତାଙ୍କର ଆନୁଗତ୍ୟ ଧୃତରାଷ୍ଟ୍ର ଙ୍କ ପ୍ରତି ରହିଥିଲା । ତେଣୁ ଯୁଦ୍ଧ ସମୟ ରେ ସେମାନେ କୌରବ ମାନଙ୍କ ପକ୍ଷ ରୁ ଯୁଦ୍ଧ କଲେ ।
ଦ୍ରୋଣ ଙ୍କ ମୃତ୍ୟୁ
ଯୁଦ୍ଧ ହେବାର ଦଶମ ଦିନ କୌରବ ମୁଖ୍ୟ ସେନାପତି ଭୀଷ୍ମ ଙ୍କ ପରାଜୟ ହେଲା ଓ ସେ ସରସଜ୍ଜ୍ୟା ରେ ରହିଲେ । ଦ୍ରୋଣ ମୁଖ୍ୟ ସେନାପତି ହେଲେ । ସେ ଯୁଧିଷ୍ଠିର ଙ୍କୁ ବନ୍ଦୀ କରି ଆଣିବାକୁ କହିଥିଲେ ଭି ନା ଆଣିପାରୁଥିବାରୁ ଦୁର୍ଜୟୋଧନ ତାଙ୍କ ଉପରେ ବିରକ୍ତ ହାଉଥିଲେ । ଏଣେ ଶ୍ରୀକୃଷ୍ଣ ଜାଣିଥିଲେ ଯେ ଅସ୍ତ୍ର ହାତ ରେ ଧରିଥିବା ଯାଏ ଦ୍ରୋଣ ଙ୍କୁ ପରାସ୍ତ କରି ହେବ ନାହିଁ । ତେଣୁ ସେ ଏକ ଉପାୟ କଲେ । ସେ ଭୀମ ଙ୍କୁ ଅଶ୍ଵଷ୍ଠମା ନାମକ ଏକ ହସ୍ତୀ କୁ ବଧ କରିବାକୁ କହିଲେ । ସେ ଜାଣିଥିଲେ ଯଦି ପୁତ୍ର ନିହତ ହେବା କଥା ଶୁଣିବେ ଦ୍ରୋଣ ନିଶ୍ଚୟ ଅସ୍ତ୍ର ତ୍ୟାଗ କରିବେ । ଦ୍ରୋଣ ଅଶ୍ଵଷ୍ଠମା ନିହତ ହେଇଥିବା ଗୁଜବ ଶୁଣି ଯୁଧିଷ୍ଠିର ଙ୍କ ପାଖକୁ ଯାଇ ପଚାରିଲେ । ସମସ୍ତେ ଜାଣନ୍ତି ଧର୍ମରାଜ ଯୁଧିଷ୍ଠିର କେବେ ମିଛ କହନ୍ତି ନାହିଁ । ତେବେ ଶ୍ରୀକୃଷ୍ଣ ଙ୍କ ବଟେଇଥିବା ମତେ ଯୁଧିଷ୍ଠିର କହିଲେ " ନର ବା ଗୁଞ୍ଜର , ଅଶ୍ଵଷ୍ଠମା ହତ " । ଏଥିରୁ ସେ ' ବା ଗୁଞ୍ଜର " ଶବ୍ଦ ସବୁ ଧୀର ଭାବରେ କହିଥିବାରୁ ଦ୍ରୋଣ ଶୁଣି ପାରିନଥିଲେ ଓ ସେ ନୀରସ ହେଇ ଅସ୍ରା ତ୍ୟାଗ କଲେ ।ସେଇ ସମୟ ରେ ଧୃସ୍ତଦୁମ୍ୟ ତାଙ୍କୁ ହତ୍ୟା କଲେ ।
ନାରାୟଣାସ୍ତ୍ର
କ୍ରୋଧ ରେ ଅଶ୍ଵଷ୍ଠମା ନାରାୟଣାସ୍ତ୍ର ପ୍ରୟୋଗ କରି ପାଣ୍ଡବ ସେନା କୁ କାବୁ କରିଥିଲେ ଓ ସେମାନେ ସମର୍ପଣ କରିଥିଲେ । ପ୍ରବଳ ଯୁଦ୍ଧ ପରେ ଅଶ୍ଵଷ୍ଠମା ପାଣ୍ଡବ ପକ୍ଷ୍ୟ ର ନୀଳ ରାଜା ଙ୍କୁ ହତ୍ୟା କଳା ପରେ ଶାନ୍ତ ହେଲେ । ସେ ମୁଖ୍ୟ ସେନାପତି ହେଲେ ଓ ଦୁର୍ଜୟୋଧନ କୁ ସନ୍ଧି ସ୍ଥାପନ ପାଇଁ ପ୍ରବର୍ତେଇଥିଲେ ମଧ୍ୟ ଦୁର୍ଜୟୋଧନ ମାନି ନ ଥିଲେ ।
ଆକ୍ରମଣ ପରବର୍ତୀ ଘଟଣା
ହସ୍ତିନାପୁର ଗମନ
ବାଳକ ଅଶ୍ଵଷ୍ଠମା ଠାରେ କ୍ଷୀର ପିଏବା ପାଇଁ ଇଚ୍ଛା କଲେ । କିନ୍ତୁ ଦ୍ରୋଣ ଙ୍କ ଠାରେ ଗାଈ ନ ଥିଲା । ତେଣୁ ସେ ତାଙ୍କର ଜଣେ ବାଲ୍ୟ ବନ୍ଧୁ ଦ୍ରୁପଦ ଙ୍କୁ ସ୍ମରଣ କଲେ । ବହୁ କାଳ ପୂର୍ବରୁ ଦ୍ରୁପଦ ଦ୍ରୋଣ ଙ୍କ ଉପରେ ଖୁସି ହେଇ ତାଙ୍କୁ ତାଙ୍କର ଯାହା ଥିବା ତାର ଅଧା ଦେବାକୁ କହିଥିଲେ । ଦ୍ରୋଣାଚାର୍ଜ୍ୟ ରାଜା ଦ୍ରୁପଦ ଙ୍କ ଦରବାର କୁ ଯାଇ ବାଲ୍ୟ କାଳ କଥା ମାନେ ପକେଇଦେଲେ । ମାତ୍ର ଦ୍ରୁପଦ ତାଙ୍କ କଥା ନ ଶୁଣି ତାଙ୍କୁ ତାଚ୍ଛଲ୍ୟ ତଥା ଅପମାନ ଦେଇ ରାଜସଭା ରୁ ତଡି ଦେଲେ ।
ଶିବ ଙ୍କ ଅବତାର
ଶାସ୍ତ୍ର ବିଦ୍ଵାନ ଚଟହୁର୍ତି ଙ୍କ ବିଶ୍ଳେଷଣ ଅନୁସାରେ ଅଶ୍ଵଷ୍ଠମା ମହାଦେବ ଶିବ ଙ୍କ ରୁଦ୍ର ଅବତାର ର ଅଂଶ ହିସାବ ରେ ଜନ୍ମ ହେଇଥିଲେ । ଭୀଷ୍ମ ନିଜେ ଘୋଷଣା କରିଥିଲେ ଯେ ଅଶ୍ଵଷ୍ଠମା ଙ୍କୁ ପରାସ୍ତ ବା ହତ୍ୟା କରିବା ସାଧାରଣତଃ ସମ୍ଭବ ନୁହେ , କାରଣ ସେ ଶିବ ଙ୍କ ଅଂଶ ଯୁକ୍ତ ଥିଲେ ଓ ଚିରଞ୍ଜିବୀ ହେଇଥିଲେ । ଦୁର୍ଜ୍ୟୋଧନ ଏକଥା ଜାଣି ପରେ ଅଶ୍ଵଷ୍ଠମା ଙ୍କୁ ତାଙ୍କ ସେନା ରେ ସେନାପତି ଭାବେ ରଖି ମହାଭାରତ ଯୁଦ୍ଧ ରେ ତାଙ୍କର ଶକ୍ତି ର ସବୁ ସୁଯୋଗ ନେଇଥିଲେ ।
ଆଧାର ସବୁ
ବାହ୍ୟ ସଂଯୋଗ ସବୁ
- GRETIL etext (Muneo Tokunaga)
- Mahābhārata online
- History: Encounters with Ashwatthama