ଭାରତୀୟ କ୍ରିକେଟ ଦଳ ,୧୯୩୨ ରେ ଇଂଲଣ୍ଡ ଗସ୍ତ
ଏକ ଭାରତୀୟ କ୍ରିକେଟ ଦଳ ୧୯୩୨ ମସିହା ରେ " All India' ଟିମ ନାମ ରେ ଇଂଲଣ୍ଡ ଗସ୍ତ କରିଥିଲେ । ଏହା ଭାରତୀୟ ଦଳ ର ଦ୍ଵିତୀୟ ଇଂଲଣ୍ଡ ଗସ୍ତ ଥିଲା । ପ୍ରଥମ ଟି ୧୯୧୧ ରେ ହେଇଥିଲା । ଏହି ଗସ୍ତ କାଳ ରେ ଏକ ମାତ୍ର ଟେଷ୍ଟ ଲର୍ଡ୍ସ ପଡିଆ ରେ ଖେଲାଯାଇଥିଲା । ଏହା ଭାରତ ର ସର୍ବପ୍ରଥମ ଟେଷ୍ଟ ମେଚ । ଇଂଲଣ୍ଡ ଦଳ ପ୍ରଥମ ପାରି ରେ ୨୫୯ ଓ ଦ୍ଵିତୀୟ ପାରି ରେ ୨୭୫/୮ କରି ଭାରତ କୁ ୧୮୯ ୦ ୧୮୭ ରେ ଆଉଟ କରିବା ଫଳ ରେ ୧୫୮ ରଣ ରେ ବିଜୟୀ ହେଇଥିଲା ।
ଏହି ଗସ୍ତ କାଳ ରେ ଭାରତୀୟ ଦଳ ସମୁଦାଯ ୩୬ ଟି ମେଚ ଖେଳିଥିଲେ । ପୋରବନ୍ଦର ର ମହାରାଜା ଙ୍କ ଅଧିନାୟକତ୍ଵ ରେ ଭାରତୀୟ ଦଳ ୯ ଟି ପ୍ରଥମ ଶ୍ରେଣୀ ମେଚ ଜିତିବା ସହ ୯ ଟି ଡ୍ର ରଖିଥିଲେ ଓ ୮ ଟି ହାରିଯାଇଥିଲେ । ଏହି ଦଳ ରେ ଡାହାଣ ହାତ ବେତସମେନ CK॰ ନାଇଡୁ ଉତ୍ତମ ଖେଳ ପ୍ରଦର୍ଶନ କରି ପ୍ରଥମ ଶ୍ରେଣୀ ମେଚ ଗୁଡିକ ରେ ୧,୬୧୮ ରଣ କରିଥିଲେ । ୧୯୩୩ ବିସଡେନ କ୍ରିକେଟ ଦ୍ଵାରା ତାଙ୍କୁ ୫ ଜଣ "କ୍ରିକେଟର ଓଫ ଥି ଇୟର" ଭାବେ ସମ୍ମାନିତ କରାଯାଇଥିଲା । ଏହି ଦଳ ରେ ଦ୍ରୁତ ବୋଲର ଆମର ସିଂହ ୧୧୧ ଟି ପ୍ରଥମ ଶ୍ରେଣୀ ୱିକେଟ ନେଇ ଥିଲେ ଏବଙ୍ଗ ତାଙ୍କ ସାଥି ବ୍ଲଡ଼ ମହମ୍ମଦ ନିସାର ୭୧ ଟି ୱିକେଟ ନେଇଥିଲେ ।
ଏକମାତ୍ର ଟେଷ୍ଟ
ଆଧାର
ବାର୍ଷିକ ବିବରଣୀ
- Wisden Cricketers' Almanack 1933
ପୁନଶ ପଠନ
- Bill Frindall, The Wisden Book of Test Cricket 1877-1978, Wisden, 1979
- Ramachandra Guha, A Corner of a Foreign Field - An Indian History of a British Sport, Picador, 2001
ବାହ୍ୟ ସଂଯୋଗ ସବୁ
This article about an international cricket tour of England is a stub. You can help Wikipedia by expanding it. |