ବଳାଜିତପୁର

ଉଇକିପିଡ଼ିଆ‌ରୁ
(ବାଲିଜାତପୁରରୁ ଲେଉଟି ଆସିଛି)

ବଳାଜିତପୁର ପୁରୀ ଜିଲ୍ଲାର କଣାସ ବ୍ଲକ୍ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତରେ ଅବସ୍ଥିତ।

ଇତିହାସ[ସମ୍ପାଦନା]

ଭୂଗୋଳିକ ଅବସ୍ଥିତି[ସମ୍ପାଦନା]

ଏହି ଗ୍ରାମ ତ୍ରିଲୋଚନପୁର ପଞ୍ଚାୟତରେ ଅବସ୍ଥିତ। ବଳାଜିତପୁରର ପଶ୍ଚିମରେ ଚାନ୍ଦପଡା, ଉତ୍ତରରେ ସେବତିପୁରପଶ୍ଚିମପାରୀ ଓ ଦକ୍ଷିଣରେ ତିପୁରୀ ରହିଛି। ଏହା ପୁରୀଜିଲ୍ଲାଠାରୁ ୪୫ କିଲୋମିଟର ଦୂରରେ ରହିଛି। ଏହି ଗ୍ରାମରେ ଗୋଟିଏ ପୋଖରୀ, ଗୋଟିଏ ବିଦ୍ୟାଳୟ ଓ ନିଜସ୍ୱ ଏକ ମେଳନ ପଡ଼ିଆ ରହିଛି।

ଲୋକସଂଖ୍ୟା ଓ ଜୀବନଯାପନ[ସମ୍ପାଦନା]

ଏହି ଗ୍ରାମର ଲୋକସଂଖ୍ୟା ପ୍ରାୟ ୧୦୦୦। ଏହି ଗ୍ରାମର ଅଧିକାଂସ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି।

ଠିକଣା[ସମ୍ପାଦନା]

ଗ୍ରାମ: ବଳାଜିତପୁର
ପୋ.ଅ: ତ୍ରିଲୋଚନପୁର
ଥାନା: କଣାସ
ଜିଲ୍ଲା: ପୁରୀ, ଓଡ଼ିଶା
ପିନ୍-୭୫୨୦୧୭