ବାରବାଡୋସ

ଉଇକିପିଡ଼ିଆ‌ରୁ
(ବାରବାଡସରୁ ଲେଉଟି ଆସିଛି)
ବାରବାଡସ ପତାକା
ବାରବାଡସ ଅବସ୍ଥିତି

ବାରବାଡୋସ (/bɑːrˈbdɒs/ (listen) କିମ୍ବା /bɑːrˈbds/) ଲେସର ଆଣ୍ଟିଲେସର ଏକ ସାଧାରଣତନ୍ତ୍ର ଦ୍ୱୀପ ଦେଶ । ଏହାର ଲମ୍ବରେ 34 kilometres (21 mi) ଓ ଓସାର ପ୍ରାୟତଃ 23 kilometres (14 mi) ଅଞ୍ଚଳରେ ପରିବ୍ୟାପ୍ତ । ଏହା ଉତ୍ତର ଆଟଲାଣ୍ଟିକର ପଶ୍ଚିମ ଭାଗରେ ଓ କାରିବିଆନ ସାଗର ଏବଂ ଉଇଣ୍ଡୱାର୍ଡ଼ ଦ୍ୱୀପପୁଞ୍ଜର ପୂର୍ବ ଭାଗରେ ଅବସ୍ଥିତ ।[୧] ସେଣ୍ଟ ଭିନସେଣ୍ଟ ଓ ଗ୍ରେନାଡିନ୍ସର 168 kilometres (104 mi) ପୂର୍ବରେ ଓ ତ୍ରିନିଦାଦ ଓ ଟବାଗୋର 400 kilometres (250 mi) ଉତ୍ତର-ପୂର୍ବରେ ଅବସ୍ଥିତ । ବାରବାଡୋସ ମୁଖ୍ୟ ଆଟଲାଣ୍ଟିକ ଝଡ଼ ମେଖଳାର ବାହାରେ ରହିଛି ।

ଇତିହାସ[ସମ୍ପାଦନା]

ଭୂଗୋଳ[ସମ୍ପାଦନା]

ଧର୍ମ[ସମ୍ପାଦନା]

ପ୍ରାସାସନିକ ବିଭାଜନ[ସମ୍ପାଦନା]

ଭାଷା[ସମ୍ପାଦନା]

ଆଧାର[ସମ୍ପାଦନା]