ଢାଲେଶ୍ୱରୀ ନଦୀ
ଦେଖଣା
(ଢାଲେଶ୍ଵରୀ ନଦୀରୁ ଲେଉଟି ଆସିଛି)
Dhaleshwari River | |
River | |
ଦେଶ | Bangladesh |
---|---|
Source | Jamuna River |
Length | ୧୬୦ km (୯୯ mi) |
ଢାଲେଶ୍ୱରୀ ନଦୀr (ବଙ୍ଗଳା: ধলেশ্বরী Dhôleshshori) ବାଂଲା ଦେଶକୁ ପ୍ରବାହିତ ହେଇଥିବା ଭାରତୀୟ ନଦୀ ଯମୁନାର ଏକ ବୃହତ ଉପନଦୀ । ଏହାର ଦୈର୍ଘ୍ୟ 160 କିଲୋମିଟର । ଏହା ଟଙ୍ଗାଇଲ ଜିଲ୍ଲାରେ ଯମୁନା ନଦୀରୁ ବାହାରି ଦୁଇଟି ଶାଖା ହେଇ ଢାଲେଶ୍ୱରୀ ଓ କାଳିଗଙ୍ଗା ନାମରେ ମାନିକଗଞ୍ଜ ଜିଲ୍ଲାକୁ ପ୍ରବାହିତ ହୁଏ । ତାହା ପୁଣି ଶୀତଳାକ୍ଷୀ ନଦୀ ସହ ମିଳିତ ହୁଏ । ଏହା ନାରାୟନଗଞ୍ଜ ଜିଲ୍ଲାରୁ ମିଳିତ ଭାବରେ ପ୍ରବାହିତ ହେଇ ମେଘନା ନଦୀରେ ବିଲୟ ହୁଏ ।
ଏହା ଏକ ଗଭୀର ନଦୀ । ଏହାର ହାରାହାରି ଗଭୀରତା 122 ଫୁଟ ଓ ସର୍ବାଧିକ ଗଭୀରତା 265 ଫୁଟ । ଏହା ପ୍ରଥମେ ପଦ୍ମା ନଦୀର ଅଂଶ ଥିଲା । ପରେ ପଦ୍ମା ନଦୀର ଗତିପଥରେ ପରିବର୍ତନ ଘଟିଥିଲା । ପଦ୍ମା ନଦୀ ବିଗତ ଶତାବ୍ଦୀ ମାନଙ୍କୁ ତାହାର ଗତିପଥ ଅନେକ ଥର ପରିବର୍ତନ କରି ବର୍ତ୍ତମାନ ସ୍ଥିତିକୁ ଆସିଛି । [୧]
ପୁନଶ୍ଚ ଦେଖଣା
[ସମ୍ପାଦନା]- Rivers of Bangladesh
ଆଧାର
[ସମ୍ପାଦନା]- ↑ Majumdar, Dr. R.C., History of Ancient Bengal, First published 1971, Reprint 2005, pp. 3-4, Tulshi Prakashani, Kolkata, ISBN 81-89118-01-3.