ଡୋରଏମୋନ
Jump to navigation
Jump to search
ଡୋରେମନ (Japanese: ドラえもん ) ଜାପାନୀ ମାଙ୍ଗା ଲେଖାର ଏକ କାଲ୍ପନିକ ଲେଖା, ଏହା ଫୁଜିକୋ ଫୁଜୋଙ୍କଦ୍ୱାରା ରଚିତ କରାଯାଇଛି। ଏହି ଚରିତ୍ର ବିଭିନ୍ନ ଜାପନୀ ଆନିମେ ଚିତ୍ର ଓ ବିଭିନ୍ନ ପ୍ରଚାର ନିମନ୍ତେ ବ୍ୟବହାର କରାଯାଇଛି।"[୧] କାହାଣିଟି ଏକ ରୋବୋଟ ବିଲେଇ ଉପରେ ଆଧାରିତ, ଯିଏ ୨୨ଶ ଶତାବ୍ଦିରୁ ଅତିତକୁ ଆସିଥିଲା ନୋବିତା ନୋବି ନାମକ ଗୋଟେ ଛୁଆର ସାହାୟତା ପାଇଁ।
ଡୋରେମନ ମାଙ୍ଗା ଶ୍ରେଣୀ ପ୍ରଥମ ଥର ପାଇଁ ୧୯୬୯ ମସିହାରେ ୬ଟି ପତ୍ରିକାରେ ବାହାରି ଥିଲା। ଏହା ବିଶ୍ୱ ଶ୍ରେଷ୍ଟ ମାଙ୍ଗା କମିକ ମଧ୍ୟରୁ ଏକ ଓ ୧୦ କୋଟି ଉପରେ ବିକ୍ରି ହେଇଥିବା ପତ୍ରିକା ମଧ୍ୟ।
ଚରିତ୍ର[ସମ୍ପାଦନା]
- ଡୋରାଏମୋନ
- ନୋବିତା
- ଜିଆନ
- ଡ଼େକିସୁକି
- ଶିଜୁକା
- ସୁନିୟୋ
- ମି ଚ୍ୟାନ
- ଡୋରମି
ଆଧାର[ସମ୍ପାଦନା]
- ↑ "Doraemon named 'anime ambassador'," Japan Today. March 15, 2008.