ଡିଗ୍ଗି ରାଜମହଲ

ଉଇକିପିଡ଼ିଆ‌ରୁ
(ଡିଗ୍ଗି ମହଲରୁ ଲେଉଟି ଆସିଛି)

ଡିଗ୍ଗି ରାଜମହଲ , ( ବର୍ତ୍ତମାନ ଡିଗ୍ଗି ରାଜମହଳ ହୋଟେଲ )  ଭାରତୀୟ ରାଜ୍ୟ ରାଜସ୍ଥାନର ଜୟପୁରଠାରେସ୍ଥିତ ଏକ ପୁରାତନ ରାଜମହଳ ।[୧][୨] ଏହାକୁ ବର୍ତ୍ତମାନ ଏକ ଏଇତିହ ହୋଟେଲରେ ପରିଣତ କରାଯାଇଛି । [୩] ଏଠାରେ 2006 ମସିହାରୁ ଜଯପୁର ସାହିତ୍ୟ ସମାବେଶ ପ୍ରତିବର୍ଷ ଅନୁଷ୍ଠିତ ହେଇଥାଏ । .[୪][୫]

ଇତିହାସ [ସମ୍ପାଦନା]

ଏଠାରେ ଥିବା ହାବେଳି ବା ପ୍ରସାଦକୁ ପୂର୍ବତନ ଡିଗ୍ଗି ନାମକ ଠିକଣା ବା ଇଷ୍ଟେଟର  ଠାକୁରଙ୍କ ମାଲିକାନାରେ ଥିଲା । ଡିଗ୍ଗି ସ୍ଥାନଟି ଜଯପୁରଠାରୁ 40 କିଲୋମିଟର ଦୂରରେ ଅବସ୍ଥିତ । ଏହା ଜୟପୁରର ଅନନ୍ୟ ମହଲମାନଙ୍କ ପରି ପ୍ରାଚୀନ ନୁହେଁ । ଏହା 1980 ମସିହାରେ ନିର୍ମିତ ହେଇଥିଲା । ତେବେ ଏହାକୁ 1991 ମସିହାରେ ପୁନର୍ବିନ୍ୟାସ ଓ ପରିବର୍ଦ୍ଧନ କରାଯାଇ ଏହାକୁ ତାହାର ମାଲିକ ଠାକୁର ରାମା ପ୍ରସାଦ ସିଂହ ଡିଗ୍ଗିଙ୍କଦ୍ୱାରା ହୋଟେଲରେ ପରିଣତ କରାଗଲା । 

ଆଧାର [ସମ୍ପାଦନା]

  1. "Not being at Diggi Palace". The Week. Retrieved 28 January 2012. {{cite news}}: More than one of |accessdate= and |access-date= specified (help)
  2. "Review:Diggi Palace". New York Times.
  3. "Take me to the Jaipur palace". The Australian. June 12, 2010.
  4. "Rushdie gag order highlights India's battle for free speech". Sydney Morning Herald. Retrieved 28 January 2012. {{cite news}}: More than one of |accessdate= and |access-date= specified (help)
  5. "Jaipur Literature Festival: Literati glitterati weekend in India". CNNGo. 18 January 2010.

ବାହାର ଲିଙ୍କ [ସମ୍ପାଦନା]