ଗମ୍ଭରୀ ଦେବୀ
ଦେଖଣା
(ଗମ୍ଭାରୀ ଦେବୀରୁ ଲେଉଟି ଆସିଛି)
ଗମ୍ଭରୀ ଦେବୀ | |
---|---|
ଜନ୍ମ | ୧୯୨୨ |
ଜନ୍ମସ୍ଥାନ | ବିଳାସପୁର, ହିମାଚଳ ପ୍ରଦେଶ, ଭାରତ |
ମୃତ୍ୟୁ | ୮ ଜାନୁଆରୀ ୨୦୧୩ |
ପେଷା | ଲୋକ ସଂଗୀତଜ୍ଞ, ଲୋକ ନୃତ୍ୟଶିଳ୍ପୀ ଏବଂ ଲୋକ ମନୋରଞ୍ଜନକାରୀ |
ଗମ୍ଭରୀ ଦେବୀ (୧୯୨୨ - ୮ ଜାନୁଆରୀ ୨୦୧୩) ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ଜଣେ ପ୍ରବୀଣ ଭାରତୀୟ ଲୋକ ଗାୟକ, ଲୋକନୃତ୍ୟକାର ତଥା ନୃତ୍ୟଶିଳ୍ପୀ ଥିଲେ । ହିମାଚଳ ପ୍ରଦେଶର ଲୋକ ସଂସ୍କୃତିରେ ତାଙ୍କର ଅବଦାନ ପାଇଁ ସେ ଜଣାଶୁଣା ।[୧]
୨୦୧୧ ମସିହାରେ ସେ ଟାଗୋର ଏକାଡେମୀ ପୁରସ୍କାର ପାଇଥିଲେ, ଏହା ରବୀନ୍ଦ୍ରନାଥ ଟାଗୋରଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ଭାରତର ୧୦୦ କଳାକାରଙ୍କୁ ସଂଗୀତ, ନୃତ୍ୟ ଏବଂ ନାଟକ ଓ ପ୍ରଦର୍ଶନ କଳା କ୍ଷେତ୍ରରେ ଉକୃଷ୍ଟ ଯୋଗଦାନ ପାଇଁ ସଂଗୀତ ନାଟକ ଏକାଡେମୀ ତରଫରୁ ପ୍ରଦାନ କରାଯାଇଥିଲା ।[୨][୩] ୨୦୦୧ରେ ସେ ହିମାଚଳ କଳା ଏକାଡେମୀରୁ ପୁରସ୍କାର ଗ୍ରହଣ କରିଥିଲେ । ୨୦୧୩ ମସିହା ଜାନୁଆରୀ ୮ ତାରିଖରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୪]
ଆଧାର
[ସମ୍ପାଦନା]- ↑ Ashoka Jerath (1995). The Splendour of Himalayan Art and Culture. Indus Publishing. pp. 151–. ISBN 978-81-7387-034-7.
- ↑ "Sangeet Natak Akademi Ratna and Akademi Puraskar". Sangeet Natak Akademi. 2011. Archived from the original on 7 ଜୁଲାଇ 2014. Retrieved 2 ଅଗଷ୍ଟ 2014.
.. a one-time honour of Tagore Samman to be awarded to 100 persons of the age of 75 years and above who have made significant contribution in the field of performing arts.
- ↑ "List of recipients of Tagore Akademi Puraskar" (PDF). Press Information Bureau, Government of India. Retrieved 2014-08-02.
- ↑ "Folk singer Gambhari Devi passes away, लोक गायिका गंभरी देवी का निधन" (in Hindi). Amar Ujala. 9 January 2013. Retrieved 2014-08-02.
{{cite web}}
: CS1 maint: unrecognized language (link)