କୁହଲୁର ରାଜ୍ୟ
ବିଳାସପୁର ରାଜ୍ୟ କହଲୁର ରାଜ୍ୟ बिलासपुर रियासत | |||||||
---|---|---|---|---|---|---|---|
697–1948 | |||||||
| |||||||
Princely States of the Shimla Hills, Bilaspur in the south straddling the Sutlej (1911) | |||||||
Status | Princely state of the British Raj | ||||||
ରାଜଧାନୀ | Bilaspur | ||||||
Government | Monarchy | ||||||
History | |||||||
• Established | 697 | ||||||
• Disestablished | 1948 | ||||||
କ୍ଷେତ୍ରଫଳ | |||||||
1931 | 1,173 km2 (453 sq mi) | ||||||
ଲୋକସଂଖ୍ୟା | |||||||
• 1931 | 100994 | ||||||
| |||||||
Today part of | Himachal Pradesh, India | ||||||
This article incorporates text from a publication now in the public domain: Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help) |
ବିଲାସପୁର ରାଜ୍ୟ ବା କୁହଲୁର ରାଜ୍ୟ ଏକ ବ୍ରିଟିଶ ସମୟର ରାଜକୀୟ କରଡା ରାଜ୍ୟ ଥିଲା । ଏହାର ଅବସ୍ଥିତି ପଞ୍ଜାବ ପ୍ରୋଭିନ୍ସ ଅଞ୍ଚଳରେ ଥାଇ ଏହାକୁ ହିନ୍ଦୁ ରାଜପୁତ ରାଜାମାନେ ଶାସନ କରୁଥିଲେ ।
ପ୍ରଥମେ ରାଜ୍ୟର ନାମ କୁହଲୁର ଥିବା ବେଳେ ପରେ ତାହା ବିଳାସପୁର ନାମରେ ପରିଚିତ ହେଲା । [୧] ଏହାର ଆୟତନ 1173 ବର୍ଗକିଲୋଇତର ଥିବା ସହ 1931 ଜନଗଣନା ଅନୁସାରେ ଏହାର ଲୋକ ସଂଖ୍ୟା 1000,994 ଥିଲା । ବିଲାସପୁରର ଶେଷ ରାଜା 1948 ମସିହାରେ ରାଜ୍ୟକୁ ଭାରତୀୟ ର4ଆଜ୍ୟ ସଂଘକୁ ସମର୍ପଣ କରିଥିଲେ । [୨]
ପ୍ରଥମେ ଏହା ସ୍ୱାଧୀନ ଭାରତର ବିଳାସପୁର ପ୍ରୋଭିନ୍ସ ଅଧୀନରେ ରହିବା ପରେ ତାହାକୁ ହିମାଚଳ ପ୍ରଦେଶ ସହ ମିଶେଇ ଦିଆ ଯାଇ ଥିଲା । [୩]
ଇତିହାସ
[ସମ୍ପାଦନା]ଲୋକ ପ୍ରବାଦ ଅନୁସାରେ ପୂର୍ବବର୍ତୀ ରାଜ୍ୟ 697 ମସିହାରେ ବୀର ଚାନ୍ଦଙ୍କଦ୍ୱାରା ସ୍ଥାପିତ ହେଇଥିଲା । କେହାଲ ଚାନ୍ଦ କହଲୁର ଦୁର୍ଗ ନିର୍ମାଣ କରିଥିଲେ ଓ ସେହି ନାମ ଅନୁସାରେ ରାଜ୍ୟର ନାମ କହଲୁର ହେଇଥିଲା । ପ୍ରଥମରେ ରାଜ୍ୟର ଅରାଜଧାନୀ ଝଣ୍ଡାବାରି ନାମକ ସ୍ଥାନରେ ଥିଲା । ପରେ ଏହା କୁହଳର ଦୁର୍ଗକୁ ଯାଇ ଶେଷରେ 32 ତମ ରାଜା ଦୀପ ଚାନ୍ଦଙ୍କଦ୍ୱାରା ବିଳାସପୁର ସହରରେ ହେଇଥିଲା । 18 ଶ ଶତାବ୍ଦୀରୁ ବିଳାସପୁର [୧]ରାଜ୍ୟରେ କାଙ୍ଗରା ଅଙ୍କନ ଚିତ୍ର ଖ୍ୟାତି ଲାଭ କରିଥିଲା । of the Kangra painting style.[୪]
1815 ମସିହାରେ ବିଳାସପୁର ରାଜ୍ୟ ବ୍ରିଟିଶ ରକ୍ଷ୍ୟଣକୁ ଆସିଥିଲା । ସେ ସମୟରେ ରାଜା ମହନ ଚାନ୍ଦ ଥିଲେ ଓ ଏହା ଏକ ଶିମିଳା ଅଞ୍ଚଳ ରାଜ୍ୟ ଭାବେ ରହିଲା ।[୫]ଟିକ୍କା ଆନନ୍ଦ ଚାନ୍ଦ ଏହାର ଶେଷ ରାଜା । 1948 ମସିହାରେ ବିଳାସପୁର ରାଜ୍ୟ ଭାରତୀୟ ରାଜ୍ୟ ସମୂହରେ ବିଲୀନ ହେଲା ।ଏହା 1950 ମସିହାରୁ ଏକ ସ୍ୱତନ୍ତ୍ର c ଶ୍ରେଣୀର ରାଜ୍ୟ ହିସାବରେ ରହିଥିଲା । 1954 ମସିହାରେ ଏହାକୁ ହିମାଚଳ ପ୍ରଦେଶ ସହ ମିଶେଇ ଦିଆ ଯାଇଥିଲା । [୩]
ରାଜା ସମୂହ
[ସମ୍ପାଦନା]ମିଆଁ ପରିବାର
[ସମ୍ପାଦନା]ବିଳାସପୁର ରାଜ୍ୟର ଶାସକମାନେ ଚନ୍ଦେଲା ବଂଶର ଥିଲେ ଓ ସେମାନଙ୍କୁ "ମିଆଁ ପରିବାର" କୁହାଯାଉଥିଲା । ସେହି ଭିତରୁ ମୁଖ୍ୟ ପରିବାରମାନେ ଏହି ପରି ଥିଲେ
- ଆଜମର ଚଣ୍ଡିଆ
- କଲିୟାନ ଚଣ୍ଡିଆ
- ତାରା ଚଣ୍ଡିଆ
- ସୁଲତାନ ଚଣ୍ଡିଆ
[୬]
ଅଧିକ ପଠନ
[ସମ୍ପାଦନା]- Bilaspur
- Kahlur fort
ଆଧାର
[ସମ୍ପାଦନା]- ↑ ୧.୦ ୧.୧ States before 1947 A-J
- ↑ Bilaspur Princely State (11 gun salute)
- ↑ ୩.୦ ୩.୧ Social, cultural, and economic history of Himachal Pradesh By Manjit Singh Ahluwalia
- ↑ Hindu Hill Kingdoms Archived 2010-03-30 at the Wayback Machine. V&A Museum.
- ↑ Imperial Gazetteer of India, v. 8, p. 233.
- ↑ History of the Punjab Hill States,Volume 2, J. Hutchinson and J. Ph. Vogel, P - 513, 1933, by Superintendent, Government Printing, Lahore, Punjab
ପୁନଶ୍ଚ ପଠନ
[ସମ୍ପାଦନା]- Hutchinson, J. & J. PH Vogel (1933). History of the Panjab Hill States, Vol. II. 1st edition: Govt. Printing, Pujab, Lahore, 1933. Reprint 2000. Department of Language and Culture, Himachal Pradesh. Chapter XIII Bilaspur State, pp. 494–518.
ବାହାର ଲିଙ୍କ
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Bilaspur State-ସମ୍ପର୍କିତ ମିଡ଼ିଆ
- Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press.
- Bilaspur Princely state